Browsing Category

ରାଜ୍ୟ

କନ୍ଧମାଳର ସମସ୍ତ ବ୍ୟାଙ୍କ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ

କନ୍ଧମାଳ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳର ସମସ୍ତ ବ୍ୟାଙ୍କ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଜିଲ୍ଲାର କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମସ୍ତ କର୍ମଚାରୀଙ୍କୁ ୭ ଦିନ ସଙ୍ଗରୋଧରେ…
Read More...

ଭୁବନେଶ୍ୱରରେ କମୁଛି ସଂକ୍ରମଣ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ ଜାରୀ ପରେ ଏବେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଖୋର୍ଦ୍ଧା ଜିଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)…
Read More...

କୋଭିଡ ହସପିଟାଲ ପରିଦର୍ଶନ କଲେ ଜିଲ୍ଲାପାଳ

ତାଳଚେର: ତାଳଚେର କୋଭିଡ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନେଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ । ଜିଲ୍ଲାପାଳ ନିଜେ ମଧ୍ୟ ଭୋଜନ ଖାଇ ଖାଦ୍ୟର ପ୍ରସ୍ତୁତି ଓ ଏହାର ଗୁଣବତାକୁ ପରୀକ୍ଷା କରିଥିଲେ ।…
Read More...

ବର୍ଷା ଅଭାବରୁ ଜଗତସିଂହପୁରରେ ୭୦ଭାଗ ଜମୀରେ ତଳିଘେରା ଶୁଖିଲା

ଜଗତସିଂପୁର: ଚଳିତ ଖରିଫ ଋତୁ ପାଇଁ ଜଗତସିଂପୁର ଜିଲ୍ଲାର ୮ଗୋଟି ବ୍ଳକର ପ୍ରାୟ ୧୦,୦୦୦ହେକ୍ଟର ଚାଷ ଉପଯୋଗୀ ଜମିରେ ତଳିଘେରା ପକାଯାଇଥିଲା । ତେବେ ଜିଲ୍ଲାର ଠିପ କିଷମ, ମଧ୍ୟମ କିଷମ ଖାଲୁଆ କିଷମ ଜମିରେ ତଳି ପକାଇ ଚାଷୀ ଏବେ ଅନାଇ ରହିଛି । ମୌସୁମି ବର୍ଷା ନିମନ୍ତେ ବେହୁଡା ବୀ ରୁଆ ରୁଇ…
Read More...

ଅନୁଗୋଳରେ ୧୨ଜଣ କରୋନା ପଜିଟିଭ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୨ଜଣ କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ସର୍ବାଧିକ ୫ଜଣ, ଅନୁଗୋଳ ବୌରାଞ୍ଚଳରୁ ୩ଜଣ, ଅନୁଗୋଳ ବ୍ଲକ, କଣିହା ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।…
Read More...

ସାମ୍ୟବାଦୀ ନେତା ବଂଶୀଧର ଦାସଙ୍କ ପରଲୋକ

କଟକ: ବିଶିଷ୍ଟ ସାମ୍ୟବାଦୀ ନେତା ତଥା ସ୍ତମ୍ଭକାର ବଂଶୀଧର ଦାସ (୮୮)ଙ୍କର ପରଲୋକ ହୋଇଛି । ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ସୋମବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗରିବ ଖଟିଖିଆ ଓ କୃଷକଙ୍କ ପାଇଁ ସାରାଜୀବନ ସଂଗ୍ରାମରତ ଥିବା ସ୍ୱର୍ଗତ ଦାସ ସାମ୍ୟବାଦୀ ଆଦର୍ଶରେ…
Read More...

ସ୍ୱତନ୍ତ୍ର ଫିଭର କ୍ଲିନିକ୍ ଗାଇଡ ଲାଇନ୍

ଭୁବନେଶ୍ୱର: ଏଣିକି ଘରୋଇ ଚିକିତ୍ସା କରୁଥିବା ଡାକ୍ତର, ଛୋଟ କ୍ଲିନିକ୍, ପଲି କ୍ଲିନିକ୍ରେ ବାଧ୍ୟତାମୂଳକ ଭାବେ ଫିଭର କ୍ଲିନିକ୍ ରହିବ । ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ ସୁବିଧା ବି ରଖାଯିବ । ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି । ଦିନକୁ ଦିନ ଅଧିକରୁ ଅଧିକ ଡାକ୍ତର ଓ ଡାକ୍ତରୀ…
Read More...

୨୦ଟନ ଲୁହାପଥର ଜବତ, ୭ ଗିରଫ

ଯୋଡ଼ା: ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଝାତଖଣ୍ଡ ସୀମାନ୍ତ ପୁରଷୋତମପୁର ଠାରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢ଼ଉ କରି ପ୍ରାୟ ୨୦ଟନ୍ ଲୁହାପଥର ଜବତ କରିବା ସହିତ ଘଟଣାରେ ସଂପୃକ୍ତ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି । ଏହା ସହିତ ଦୁଇଟି ଡମ୍ପରଳ, ଗୋଟିଏ ଜାଇଲୋ, ଗୋଟିଏ…
Read More...

ଓୟୁଏଟି ଡିନ୍‌ଙ୍କ ଚାଷୀଙ୍କୁ ପରାମର୍ଶ

ଭୁବନେଶ୍ବର: ଉପକୂଳର ୬ ଜିଲ୍ଲା ଓ କୋରାପୁଟର ବନ୍ଧୁଗାଁ ବ୍ଲକରେ କମ୍ ବର୍ଷ ହୋଇଛି। ଜୁନ ଶେଷରେ ଯଦି ବୁଣାବୁଣି ହୋଇଥିବ ତାହେଲେ ମାସେ ଭିତରେ ଫସଲ ଅବସ୍ଥା ଭଲ ରହିଥିବ। ବେଉଷଣ କରିବା ବୟସ ଯାଇନି। ନୂଆ ଧାନ ପାଇଁ ବୟସ ଆରମ୍ଭ ହେଲା। ତଳି ପଡ଼ିଥିବ। ଜୁଲାଇ ୧୫ ରୁ ଧାନ ରୁଆ ଆରମ୍ଭ ହେବ।…
Read More...