Browsing Category

ରାଜ୍ୟ

ଜବରଦଖଲରେ ରାଜପଥ ଡିଭାଇଡର୍!

ଚନ୍ଦ୍ରଶେଖରପୁର: ଚନ୍ଦକା ଛକରୁ ଇନ୍ଫୋସିଟି ଶୈଳଶ୍ରୀବିହାର ଦେଇ ନୀଳଦ୍ରିବିହାରକୁ ଲମ୍ବିଥିବା ଦୁଇ ଶହ ଫୁଟିଆ ରାସ୍ତାର ଡିଭାଇଡର୍ ଏବେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ଜବରଦଖଲରେ । ଉଠା ଦୋକାନ କରିବା ପାଇଁ ପ୍ରତିଯୋଗିତା କଲା ଭଳି ବସ୍ତି ଲୋକେ ଜଣକ ପରେ ଜଣେ ଡିଭାଇଡର୍ ଉପରେ ଜବରଦଖଲ କରି…
Read More...

ରାଜ୍ୟରେ ସ୍ଥାପନ କରାଯିବ ଭାସମାନ ସୌର ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୨ଟି ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ୍କଲ୍) ଓ ଜାତୀୟ ଜଳ ବିଦ୍ୟୁତ ନିଗମ (ଏନଏଚପିସି)ର ବୁଝାମଣା ସ୍ୱାକ୍ଷରିତ ହୋଇଛି । ଓଏଚପିସି ସମ୍ମିଳନୀ କକ୍ଷରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ…
Read More...

ଚିତିସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ

ବଡ଼ସାହି: ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବଡ଼ସାହି ବ୍ଲକ ବଳଭଦ୍ରପୁର ଗ୍ରାମରେ ଜଣେ ନାବାଳିକାର ସାପ କାମୁଡାରେ ମୃତ୍ୟୁ ଘଟିଛି। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନାବାଳିକାଙ୍କ ନାମ ବିଷ୍ଣୁପ୍ରିୟା ମହାନ୍ତ। ବଳଭଦ୍ରପୁର ଗ୍ରାମର ଶୁସେନ ମହାନ୍ତଙ୍କ ଝିଅ ବିଷ୍ଣୁପ୍ରିୟା(୧୫) ରବିବାର ରାତିରେ…
Read More...

ଦୁର୍ଘଟଣାରେ ଯୁବକ ମୃତ

ଭୁବନେଶ୍ୱର: ଆଇଗିଣିଆ କସ୍ମୋପଲିସ ଛକରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭରତପୁର ଜୋକଲଣ୍ଡିର କେ.ନାରାୟଣଙ୍କର ମୃତ୍ୟୁ ଘଟିଛି । ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ସେ ସ୍କୁଟି ଯୋଗେ ବିଜୟ ସେନାପତିଙ୍କ ସହ ଆଇଇଗିଣିଆ ଆଳୁଗଦିକୁ ଯାଉଥିବା ବେଳେ କସ୍ମୋପୋଲିସ ଛକରେ ତାଙ୍କୁ ପଛରୁ ଏକ…
Read More...

ବଜ୍ରପାତରେ ଶିଶୁ ମୃତ, ଯୁବତୀ ଗୁରୁତର

କେଶଦୁରାପାଳ : ଆନନ୍ଦପୁର ଥାନା ଅନ୍ତର୍ଗତ ବଜ୍ରପାତରେ ଶିଶୁର ମୃତ ଘଟିଥିବା ବେଳେ ଜଣେ ଯୁବତୀ ଗୁରୁତର ହୋଇ ଆନନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୁରୁ ପୁର ଗ୍ରାମର ସତ୍ୟ ଜେନାଙ୍କ ୪ ବର୍ଷର ପୁଅ ସୁବ୍ରତ ଘର ବାହାରେ ଖେଳୁଥିବା ବେଳେ ଖୁବ୍‌…
Read More...

୪ଦିନିଆ ରିମାଣ୍ଡରେ ବ୍ରାଉନସୁଗର ବେପାରୀ

ଭୁବନେଶ୍ୱର: ମୟୂରଭଞ୍ଜରୁ ଧରାପଡ଼ିଥିବା ବ୍ରାଉନସୁଗାର ବେପାରୀ ସେକ୍ ଆସିକ୍ ୪ ଦିନିଆ ରିମାଣ୍ଡରେ ଆସିଛି । କ୍ରାଇମ୍ବ୍ରାଂଚର ଏସ୍ଟିଏଫ୍ ତାକୁ ରିମାଣ୍ଡରେ ଆଣିବା ପରେ ଜେରା ଆରମ୍ଭ କରିଛି । ଏସ୍ଟିଏଫ୍ ୪ ଦିନ ଧରି ତାକୁ ଜେରା କରାଯାଇ ବେପାରର ମୂଳ ପର୍ଯ୍ୟନ୍ତ ଯିବାକୁ ଉଦ୍ୟମ କରିବ ।…
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ସଟଡାଉନ

ସମ୍ବଲପୁର- କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ବଲପୁରକୁ ୧୦ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରାଶସନ । ବୁଧବାର ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୨ ଦଫା ଲାଗୁହେବ । ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟଡାଉନ ହେବ । ସେହିପରି ୨୬ରୁ ୩୧ ତାରିଖ…
Read More...

ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର- ଗଞ୍ଜାମରେ ପ୍ଲାଜମା ଥେରାପିର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ୬ ୟୁନିଟ୍ ପ୍ଳାଜମା ସଂଗ୍ରହ କରାଯାଇଛି । କରୋନାରେ ଗୁରୁତର ଥିବା ରୋଗୀଙ୍କ ଦେହରେ ଏହି ପ୍ଲାଜମା ଦିଆଯିବ । ପ୍ଲାମା ଦେବା ଦ୍ୱାରା ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା କମିବ ବୋଲି ଗଞ୍ଜମ ଜିଲ୍ଲାପ୍ରଶାସନ…
Read More...

ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ

ଗଜପତି: ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ ହୋଇଛି । କରୁଣାକର କୋଭିଡ ହସ୍ପିଟାଲ ଓ କେୟାର ସେଂଟର ପରିଚାଳନା ଦାୟିତ୍ୱରେ ଥିଲେ । କିଛି ଦିନ ତଳେ ସେ ଅସୁସ୍ଥ ଥିଲେ । ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା , ଆଜି ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ରାଇକାଙ୍କ…
Read More...

ସରକାରଙ୍କ ବଡ ଘୋଷଣା

ଭୁବନେଶ୍ୱର: କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାରକୁ ନେଇ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟ ସରକାର କରୋନାରେ ମୃତ୍ୟୁ ବରଣ କରୁଥିବା କରୋନା ଯୋଦ୍ଧାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ । କରୋନାରେ ମୃତ୍ୟୁବରଣ କରୁଥିବା…
Read More...