Browsing Category

ରାଜ୍ୟ

ରଥଯାତ୍ରାରେ ନିୟୋଜିତ ୨ ସେବାୟତଙ୍କ କରୋନା ପଜିଟିଭ

ପୁରୀ- ରଥଯାତ୍ରାରେ ନିୟୋଜିତ ହୋଇଥିବା ୨ ସେବାୟତଙ୍କ ରିପୋର୍ଟ ପଜିିଟିଭ ଆସିଛି । ୨ ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭିର୍ତି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରଥ ଯାତ୍ରାରେ ସଂପୃକ୍ତ ୨୬୩୬ ସେବାୟତଙ୍କ ୩ଥର କରୋନା ପରୀକ୍ଷା କରାଯାଇଥିଲା । ରଥଯାତ୍ରା ପୂର୍ବରୁ ଥରେ,…
Read More...

ପ୍ଲାଜମା ଦେଲେ ୪ ଏନଡିଆରଏଫ୍ ଯବାନ

କଟକ: କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ୪ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିଛନ୍ତି । ଆଜି କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନେ ପ୍ଲାଜମା ଦାନ କରିଛନ୍ତି । ମହାମାରୀ କରୋନା ଯନ୍ତ୍ରଣାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ଏପରି ସମୟରେ ନୂଆ ଆଶା ସଞ୍ଚାର କରିଛି ପ୍ଲାଜମା…
Read More...

କୋଭିଡ ଯୋଦ୍ଧାଙ୍କୁ ପ୍ରସଚୋହନ ଭତା

ଭୁବନେଶ୍ୱର: ରାଜ୍ୟର କୋଭିଡ ହସ୍ପିଟାଲ ଗୁଡିକରେ କାର୍ଯ୍ୟରତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ,ରେଡିଓ ଗ୍ରାଫର ଓ ଚତୃର୍ଥଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାର ଆଜି ମାସିକ ବେତନ ବ୍ୟତିତ ଦୈନିକ ପ୍ରୋସôାହନ ଭତା ଘୋଷଣା କରିଛନ୍ତି । ଏଣିକି କାର୍ଯ୍ୟରତ ଡାକ୍ତରଙ୍କୁ ଦୈନିକ ୧ହଜାର…
Read More...

କୋରାପୁଟ୍ ଜିଲ୍ଲାରେ ୭ ଦିନିଆ ଲକଡାଉନ୍

ଜୟପୁର: କୋରାପୁଟ ଜିଲ୍ଲାରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୭ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । କୋରାପୁଟ୍, ଜୟପୁର, ସୁନାବେଡା, ମୁନିସପାଲଟି ଓ କୋଟପାଡ ଏନଏସି ଅଂଚଳକୁ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ…
Read More...

ମାଛ ବେପାରୀଙ୍କୁ ହତ୍ୟା : ୪ ଅଟକ

ଯାଜପୁର: ଦଶରଥପୁର ବ୍ଲକ୍ ତଥା ଯାଜପୁର ଥାନା ଅର୍ନ୍ତଗତ ଭେଲଙ୍ଗ ଗ୍ରାମର ମାଛ ବ୍ୟବସାୟୀ ଟୁଟନ ମଲ୍ଳିକଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪ ଦିନ ପୁରିଲାଣି । ହତ୍ୟାକାରୀ ଧରା ପଡ଼ି ନାହାଁନ୍ତି । ପୁଲିସକୁ ଚକମା ଦେଖାଇ ହତ୍ୟାକାରୀ ଖସି ବୁଲୁଛନ୍ତି । ହତ୍ୟା ଷଡ଼ଯନ୍ତ୍ରକାରୀ ତଥ୍ୟ ପ୍ରମାଣକୁ…
Read More...

ଇପିଏଫ ପେନସନର ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ରାୟଗଡା: ଅଲ ଓଡିଶା ପେନସନର ଆସୋସିଏସନ ରାୟଗଡା ଜିଲ୍ଲା ଶାଖା ତରଫରୁ ଏକ ଦାବୀ ପତ୍ର ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟରତ କର୍ମଚାରୀ ମାନଙ୍କ ଇପିଏଫ ଜନିତ ସମସ୍ୟାକୁ ନେଇ ଦାବୀ ପତ୍ର ପ୍ରଦାନ କରାଯାଇଥିଲା…
Read More...

ମାଟି ଖୋଳି ରାସ୍ତା କାମର ଯାଞ୍ଚ କଲେ ମନ୍ତ୍ରୀ

ନୂଆପଡା: ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ୍ ଓ ସଟଡାଉନ୍ ଚାଲିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ହଠାତ୍ ନୁଆପଡା ଜିଲାର ମାଓପ୍ରବଣ ଅଞ୍ଚଳରେ ପହଞ୍ଚିବା ଓ ସାଙ୍ଗରେ ନେଇଥିବା ଶାବଳ ଓ ରଫାରେ ମାଟି ଖୋଳି ରାସ୍ତା କାମ ଯାଞ୍ଚ କରିବା ଚର୍ଚ୍ଚାର ବିଷୟ ହୋଇଛି ।…
Read More...

ଅଗଷ୍ଟ ୩୧ ଯାଏ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: କେରୋନା ମହାମାରୀକୁ ଅଖି ନଜରରେ ରଖି ରାଜ୍ୟରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ସ୍ୱତନ୍ତ୍ର ସ୍କୁଲଗୁଡ଼ିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବାର ନିଷ୍ପତି ନିଆଯାଇଛି । ପୂର୍ବରୁ ଏହାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାାଇଥିଲା । ଏନେଇ…
Read More...

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସଚେତନ ନାଗରିକ ଫୋରମର ସଭାପତି ପ୍ରଦୋଷ ପଟ୍ଟନାୟକ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ କାଂଚନ ଫାଉଣ୍ଡେସନ ତରଫରୁ ତାଙ୍କୁ ହାର୍ଦ୍ଧିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଫାଉଣ୍ଡେସନର…
Read More...

ଯୁବକଙ୍କୁ ଅପହରଣ କରି ୪ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସହର ମାଲପଡାର ପ୍ୟଶାନ୍ତ କ୍ଷେତି ନାମକ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଅପହରଣ ଓ ଲୁଟ କରିବା ଘଟଣାରେ ଟାଉନ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଲପଡାର ସୌମ୍ୟ ରଞ୍ଜନ ଦାସ(୨୮), ସଦେଇପାଲିର ସଞ୍ଜୀବ ମୁଗ୍ରୀ(୩୮), ହାତୀଶାଲ ପଡାର…
Read More...