Browsing Category

ରାଜ୍ୟ

ୟୁଏଆଇଏଲର ସ୍ୱାସ୍ଥ୍ୟ ଅଭିଯାନ : ଅଞ୍ଚଳବାସୀ ଉପକୃତ

ରାୟଗଡ଼ା: ପାରିପାଶ୍ୱିର୍କ ଗୋଷ୍ଠୀ ଓ ଲୋକମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ହେଉଛି ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ବିକାଶ ଏଜେଣ୍ଡାର କେନ୍ଦ୍ର ସ୍ଥଳ । ଆଖାପାଖରେ ଏକ ସୁସ୍ଥକର ସମାଜ ଗଠନ କରିବାର ଉଦ୍ୟମକୁ ଜାରି ରଖି ୟୁଏଆଇଏଲ୍ ପକ୍ଷରୁ ଏହାର ପରିଚାଳନା ଅଂଚଳ ଓ…
Read More...

ବାଟବଣା ହେଉଛି ଗାଁ’ କଲ୍ୟାଣ ସମିତି ଯୋଜନା

ନୂଆଗାଁ: ନୂଆଗାଁ ବ୍ଳକ୍ କାପ୍ତାପଲ୍ଲୀ ଓ କେରସିଙ୍ଗା ଗାଁରେ ଫେଲ ମାରୁଛି ଗାଁ କଲ୍ୟାଣ ସମିତି ଯୋଜନା । ପ୍ରତ୍ରେକ ଗାଁକୁ ସରସ ସୁନ୍ଦର କରିବାକୁ ଗାଁ କଲ୍ୟାଣ ସମିତି ଯୋଜନା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଯୋଜନାରେ ବିଦ୍ୟୁତ୍କରଣ କରିବା ସହିତ ଗାଁକୁ ସଫାସୁତୁରା କରିବାର…
Read More...

କାଡା କେନାଲରେ ପାଇପ ପକାଇ ମରାମତି

ବାଲିକୁଦା: ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଛନ୍ତି ଠିକାଦାର । ପୂର୍ବରୁ ଚାଷୀ ମାନଙ୍କୁ ଭଣ୍ଡି ଚାଲିଥିବା ବେଳେ ଏଥର କିନ୍ତୁ ଆଉ ଚାଷୀଙ୍କ ସମ୍ମୁଖରୁ ବର୍ଞ୍ଚି ଯାଇ ପାରି ନାହାନ୍ତି ଠିକାଦାର । ବୋରିକିନା ପଞ୍ଚାୟତ ଦରଡା ଠାରେ ଏଲ୍ଏନ୍ଟି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ପାଣି…
Read More...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପର୍କିତ ୱେବିନାର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦେଶକ…
Read More...

ବର୍ଷା ହେଲା କାଳ: ଖାଲରେ ପଡ଼ି ଶିଶୁପତ୍ର ମୃତ

ଯାଜପୁର- ମଙ୍ଗଳପୁର ଥାନା ଇଜାପୁର ଗାଁରେ ବର୍ଷା ଜଳ କାଳ ହୋଇଛି । ଘର ପାଖରେ ଜମି ରହିଥିବା ବର୍ଷାଜଳରେ ପଡି ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ସୂଚନାଅନୁସାରେ , ବିଂଝାରପୁର ଥାନା ଘଂଟିଆଳ ପଂଚାୟତ କାଜିବାଗ୍ ଗାଁକୁ ବୁଲିବାକୁ ଯାଇଥିଲା । ତେବେ ଭଣଜା କଥା ମୁତାବକ ମାମୁ ବଜାରରୁ ଆମ୍ବ…
Read More...

ଟ୍ରକ ଭିତରୁ ହେଲ୍ପରର ମୃତଦେହ ଉଦ୍ଧାର

ପାରାଦୀପ:- ପାରାଦ୍ଵୀପ ସବ୍ ଷ୍ଟେସନ୍ ବେଲ୍ଟଲାଇନ ର ମୁଣ୍ଡାପଡା ନିକଟରେ ଥିବା ଏକ ଟ୍ରକ୍ ରୁ ହେଲପରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବାବୁଲି ସିଂ ଙ୍କ ଘର ମଧ୍ୟ ସେହି ମୁଣ୍ଡାପଡାରେ। ସେ ଗତକାଲି ଡ୍ରାଇଭରଙ୍କ ସହିତ ସେହି ଗାଡିରେ ଆସି ମାଲ୍ ଅନଲୋଡିଂ କରିବା ପରେ ଗାଡି…
Read More...

ଅଗ୍ନିକାଣ୍ଡ ରେ ଜଳିଗଲା ଦୋକାନ

ପାରାଦୀପ :- ଗତକାଲି ଅପରାହ୍ନ ସମୟରେ ପାରାଦୀପ ବିଜୟା ମାର୍କେଟ ରେ ହଠାତ୍ ଅଗ୍ନିକାଣ୍ଡ ଘଟି ୨ ଟି ଦୋକାନ ଘରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ରେ ଗୋଟିଏ ଚପଲ ଦୋକାନ ଅଧା ପୋଡ଼ି ଜଳିଯାଇଥିବା ବେଳେ ପାଖରେ ଥିବା ଏକ ଇଲେକ୍ଟ୍ରି ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଘଟଣା…
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର- କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ଏତଦ୍ ବ୍ୟତିତ ଜ୍ୟୋତିବିହାର ଓ ବୁର୍ଲା ବିଶ୍ୱବିଦ୍ୟାଳୟ ମଧ୍ୟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
Read More...

ଫନୀ ସହାୟତା ଦାବି, ତହସିଲ କାର୍ଯ୍ୟାଳୟରେ ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ଦାବି କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ।  ଏ ସଂକ୍ରାନ୍ତରେ ତହସିଲଦାର ମନୋଜ କୁମାର ନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ…
Read More...

୩ ଦିନ ପ୍ରବଳ ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସତର୍କ ସୂଚନା ଦିଆଯାଇଛି। ଏହା ସହିତ ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…
Read More...