Browsing Category

ରାଜ୍ୟ

କଟକରୁ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

କଟକ- କଟକରୁ ଚିହ୍ନଟ ହେଲେ ନୂଆ ୧୬ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮ ଜଣ ହୋମ କ୍ୱାରେଂଟାଇନ ଓ ୨ ଲୋକାଲ କେସ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକରେ ସଂକ୍ରମିତଙ୍କ ସଂଖ୍ୟା ୩୬୬ରେ ପଂହଚିଥିବା ବେଳେ ୨୧୭ ଜଣ ସୁସ୍ଥ…
Read More...

୨ କନେଷ୍ଟେବଳଙ୍କୁ କରୋନା

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଦୁଇ କନେଷ୍ଟବଳ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଦେଇ ଭୁବନେଶ୍ୱର ପୋଲିସ କମିଶନର ସୁଧାଂସୁ ଷଡଙ୍ଗୀ କହିଛନ୍ତି ଯେ ରିଜର୍ଭ ଲାଇନର ଦୁଇ କନେଷ୍ଟବଳଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଦୁଇ କନେଷ୍ଟବଳଙ୍କ ମଧ୍ୟରୁ ଜଣଙ୍କର ଘର…
Read More...

୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ : ମାମୁଁ ଗିରଫ

୧୦ବର୍ଷର ନାବାଳିକାକୁ ବଳକ୍ରାର: ମାମୁଁ ଗିରଫ ଖୋର୍ଦ୍ଧା- ଖୋର୍ଦ୍ଧାରେ ଅଭାବନୀୟ ଘଟଣା । ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ନିଜ ଦୂର ସଂର୍ପକୀୟ ମାମୁଁ । ଏଭଳି ଘଟଣା ଘଟିଛି ସ୍ଥାନୀୟ କୁମ୍ଭାର ବସ୍ତା ଗ୍ରାମରେ । ଅପରାଧୀ ସଞ୍ଜୟକାନ୍ତ ଗଜେନ୍ଦ୍ର(ରିଙ୍କୁ)ଙ୍କୁ ପୋଲିସ ଗରିଫ…
Read More...

ପ୍ଲାଜମା ଦାନ ପାଇଁ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ଲାଜମା ଦାନ କରିବାକୁ ଯାଉଥିବା କରୋନା ଯୋଦ୍ଧାଙ୍କୁ ପ୍ରଶାଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଟୁଇଟ କରି ଏନଡିଆରଏଫ, ହୋମଗାର୍ଡ, ଅଗ୍ନିଶମବାହିନୀ କର୍ମଚାରୀ ଯେଉଁମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି ତାଙ୍କୁ ପ୍ରଶଂସା କରିଛନ୍ତି । କରୋନାରେ ଆକ୍ରାନ୍ତ…
Read More...

ବୀରାପ୍ପାନ ଝିଅ ବିଜେପି ତାମିଲନାଡୁ ଯୁବ ଶାଖା ଉପାଧ୍ୟକ୍ଷା ନିଯୁକ୍ତ

ଭୁବନେଶ୍ୱର : ଦକ୍ଷିଣ ଭାରତରେ ଏକଦା ଆତଙ୍କ ସୃଷ୍ଟି କରିଥିବା ଚନ୍ଦନକାଠ ତସ୍କର ବୀରାପ୍ପାନଙ୍କ ଝିଅ ବିଦ୍ୟା ବୀରାପ୍ପାନ ଏବେ ବିଜେପିରେ । ସେ ତାମିଲନାଡୁ ବିଜେପି ଯୁବଶାଖାର ଉପାଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଛନ୍ତି । ବୀରାପ୍ପାନ ଦାନ୍ତ ପାଇଁ ୧୦୦ରୁ ଅଧିକ ହାତୀକୁ ହତ୍ୟା କରିଥିବା…
Read More...

ଗଜପତି ଜିଲ୍ଲାର ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍ଡାଉନ୍ ଆଜିଠାରୁ

ଗଜପତି: ଜୁଲାଇ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ଭିତରେ ଗଜପତି ଜିଲାର ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭୁ ଜିଲାପାଳ ଲକ୍ଡାଉନ୍ ଘୋଷଣା କରିଛନ୍ତିି । ସୋମବାରଠାରୁ ପ୍ରତ୍ୟେହ ସକାଳ ୫ରୁ ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍ଡାଉନ୍…
Read More...

ନେତାଜୀ କ୍ଲବ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସିମାକୁ ଲାଗି ହିନ୍ଦୋଳ ବ୍ଲକ ସଂଜପଡା ପଂଚାୟତର ଆମନା-ଚଷା ଘୁଡୁଘୁଡା ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେତାଜୀ କ୍ଲବ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ସହାୟତାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଗ୍ରାମବାସୀଙ୍କ…
Read More...

ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ବୈଠକ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାମାଜିକ ଦୂରତା ନିୟମ ରାଜ୍ୟରେ କଡାକଡି ଲାଗୁ କରାଯାଇଥିବା ବେଳେ ବହୁ ଲୋକଙ୍କୁ ଏକତ୍ରିତ କରି ସାଧାରଣ ଉପାୟରେ ବୈଠକ ସଭାସମିତି ଆଦି ଆୟୋଜନ କରିବା ସମ୍ଭବ ହେଉନଥିବାରୁ ଇଲେକ୍ଟ୍ରନିକ୍ସ ମାଧ୍ୟମରେ ଅନଲାଇନରେ ବୈଠକ ସଭାସମିତି ମାନ ଆୟୋଜନ କରାଯାଉଛି ।…
Read More...

୧୯ କରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା ଅମାନିଆଙ୍କ ଯୋଗୁଁ କରୋନା ସଂକ୍ରମଣ ଜିଲ୍ଲାରେ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ଜିଲ୍ଲାରେ ନୂଆ କରି ୧୯ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ନୂଆ ଡିସିପିଙ୍କୁ କଟକରେ ସ୍ୱାଗତ

କଟକ : ଭୁବନେଶ୍ୱର -କଟକ କମିଶନରେଟ ପୁଲିସର କଟକ ଡିସିପି ଭାବେ ନିଯୁକ୍ତ ପ୍ରତୀକ ସିଂହଙ୍କୁ ରବିବାର କଟକରେ ସ୍ୱାଗତ କରାଯାଇଛି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। କଟକ ଡିସିପି ଅଖିଳେଶ୍ୱର ସିଂହ,ଏସିପି ଏବଂ ସମସ୍ତ…
Read More...