Browsing Category

ରାଜ୍ୟ

ନିଯୁକ୍ତି ମିଳିଲା, କରୋନା ଯୁଦ୍ଧରେ ସାମିଲ ହେଲେ ୭ କିନ୍ନର

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବହୁ ଦିନରୁ ବିଭିନ୍ନ ଫୋରମରେ ଦାବି କରି ଆସୁଥିବା କିନ୍ନରମାନଙ୍କୁ ରାଜ୍ୟ ସରକାର କରୋନା ଯୁଦ୍ଧରେ ସାମିଲ କରିଛନ୍ତି। ରାଉରକେଲା ଜିଲ୍ଲା ମାଜିଷ୍ଟ୍ରେଟ ୭ ଜଣ କିନ୍ନରଙ୍କୁ ଅସ୍ଥାୟୀ ଭାବେ କୋଭିଡ-୧୯ ମୁକାବିଲା କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏ…
Read More...

ବାଟବଣା ହେଉଛି ଗାଁ’ କଲ୍ୟାଣ ସମିତି ଯୋଜନା

ନୂଆଗାଁ : ନୂଆଗାଁ ବ୍ଳକ୍ କାପ୍ତାପଲ୍ଲୀ ଓ କେରସିଙ୍ଗା ଗାଁରେ ଫେଲ ମାରୁଛି ଗାଁ କଲ୍ୟାଣ ସମିତି ଯୋଜନା । ପ୍ରତ୍ୟେକ ଗାଁକୁ ସରସ ସୁନ୍ଦର କରିବାକୁ ଗାଁ କଲ୍ୟାଣ ସମିତି ଯୋଜନା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଯୋଜନାରେ ବିଦୁ୍ୟତ୍କରଣ କରିବା ସହିତ ଗାଁକୁ ସଫାସୁତୁରା କରିବାର…
Read More...

ବିଳମ୍ବ ହେବ +୨ ପରୀକ୍ଷାଫଳ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ଯୁକ୍ତ ଦୁଇ ଫଳ ବାହାରିବାରେ ବିଳମ୍ବ ହେବ । ସିବିଏସ୍ଇ ଓ ଆଇସିଏ୍ଇ ଠିକ୍ ସମୟରେ ଫଳ ବାହାର କରିଥିବା ବେଳେ ସିଏଚ୍ଏସ୍ଇ କର୍ତୃପକ୍ଷ କିନ୍ତୁ କରୋନା ସଂକ୍ରମଣ ନେଇ ସରକାର ଜାରି କରିଥିବା ବିଭିନ୍ନ କଟକଣାକୁ ଆଳ…
Read More...

କୋଲକତା ଓ ରାଉରକେଲାକୁ ଯାଜପୁରରୁ ବସ୍ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ବନ୍ଦ

ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୯ ଶହ ଟପିଥିବା ବେଳେ ବାହାର ରାଜ୍ୟରୁ ଆସୁଥବା ପ୍ରବାସୀଙ୍କ ଠାରୁ ଏହା ଅଧିକ ସଂକ୍ରମିତ ହେଊଥିବା ଜଣାଯାଇଚ୍ଥି । ତେବେ ପ୍ରାଥମିକ ଭାବେ କୋଲକତାରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଏହା ବ୍ୟାପକ ହୋଇଥିଲା । ବର୍ତମାନ ସଂକ୍ରମଣ…
Read More...

ଭିମସାର ଆଉଟଡୋର ୨୬ ଯାଏଁ ବନ୍ଦ

ସମ୍ବଲପୁର : କରୋନାର ଆଖି ଏବେ ବୁର୍ଲା ବଡ଼ ଡାକ୍ତରଖାନା ଉପରେ । ଭିମସାର ଡାକ୍ତର ଓ ନର୍ସ ସମେତ ୧୯ ଜଣଙ୍କୁ କୋରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଏହି ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିପାଇଁ ପ୍ରଶାସନ ପକ୍ଷରୁ ୧୯ ତାରିଖ ପର୍ଯ୍ୟନ୍ତ ଆଉଟ୍ଡୋରକୁ ବନ୍ଦ କରାଯାଇଥିଲା ।…
Read More...

ଜମି ବିବାଦ: ବାପ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱର : ଜମି ବିବାଦକୁ କେନ୍ଦ୍ରକରି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନସ୍ଥ ନିଶ୍ଚିନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା । ନିଶ୍ଚିନ୍ତପୁର ଗ୍ରାମର ଇଶ୍ୱର ବେହେରା ଓ ତାଙ୍କ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ମିଳିଥିବା ସୂଚନା ଅନୁଯାଇ ଇଶ୍ୱର ବେହେରାଙ୍କ ସହ ତାଙ୍କ ପଡେ଼ାଶୀଙ୍କର…
Read More...

ସେଂଟ ଭିନସେଂଟ କନଭେଂଟ ସ୍କୁଲର ୧୦୦ ବର୍ଷ ପୂର୍ତି

ବ୍ରହ୍ମପୁର: ସେଂଟ ଭିନସେଂଟ କନଭେଂଟ ସ୍କୁଲର ସ୍ଥାପିତ ବେଥାନୀ ସଂସ୍ଥା ଆଜି ୧୦୦ ବର୍ଷରେ ପଦାର୍ପଣ କରିଛି । ଏହି ସ୍କୁଲ ଆରମ୍ଭ ପୂର୍ବରୁ ଫାଦର ରେମଣ୍ଡ ପ୍ରାନ୍ସସି କାମିଳାସ ମାସ୍କରାନେସଙ୍କ ନେତୃତ୍ୱରେ ଚାରିଜଣ ସିଷ୍ଟରଙ୍କୁ ନେଇ ଜୁଲାଇ ମାସ ୧୬ ତାରିଖ ୧୯୨୧ ମସିହାରେ ପ୍ରଥମେ…
Read More...

ବିଞ୍ଝାରପୁର : ପୁଣି ୨ଙ୍କୁ କରୋନା, ଅମାନିଆଙ୍କଠୁ ଫାଇନ ଆଦାୟ

ବିଞ୍ଝାରପୁର : ବିଞ୍ଝାରପୁରରେ ଦିନକୁ ଦିନ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଛି ଦିନ ପୂର୍ବରୁ ପୁଲିସ କର୍ମଚାରୀ (ଗଗୃହରକ୍ଷୀ) କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉଜଣେ କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ବିଞ୍ଝାରପୁର ଗୋଷ୍ଠୀ…
Read More...

ସଫଳ ହେଉଛି ପ୍ଲାଜମା ଥେରାପି, ୬ ରୋଗୀଙ୍କ ମଧ୍ୟରୁ ୪ ସୁସ୍ଥ

ରାଜ୍ୟରେ କରୋନା ସଂକ୍ରମଣରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ବଡ଼ ସମ୍ଭାବନା ସୃଷ୍ଟି କରିଛି। ବର୍ତ୍ତମାନ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହୋଇଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣ ଭଲ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଓ ସେମାନେ…
Read More...

ଧରା ପଡ଼ିଲା ମୋବାଇଲ ଚୋର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୧୩ ତାରିଖ ଦିନ ଖଣ୍ଡଗିରି ଅଂଚଳର ଶ୍ରୀଧର ବେହେରା ଚାଲି ଚାଲି ଘରକୁ ଫେରୁଥିବା ବେଳେ ତାଙ୍କ ପାଖରୁ ଦୁର୍ବୁତମାନେ ମୋବାଇଲ ଛଡାଇ ନେଇ ପଳାଇଥିଲେ । ତେବେ ଏନେଇ ଶ୍ରୀଧର ନିକଟସ୍ଥ ଥାନାରେ ଅଭିଯାଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ ମୋବାଇଲ…
Read More...