Browsing Category

ରାଜ୍ୟ

ବୀଣାପାଣି ମହାନ୍ତିଙ୍କୁ ଦିଆଯିବ ଅତିବଡୀ ପୁରଷ୍କାର

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀ ଇତିହାସରେ ଆଜି ଦିନଟି ସ୍ୱନକ୍ଷେତ୍ର ଦିବସ । ଏହି ଦିବସ ଅବସରରେ ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ପୁରଷ୍କାର ପ୍ରଦାନ କରାଯିବ । କରୋନା କଟକଣା ହେତୁ ୪ ଜଣ…
Read More...

ପାରାଦୀପକୁ ଗଡିଲା ଟ୍ରାଏଲ୍ ଟ୍ରେନ୍

କେନ୍ଦ୍ରାପଡା: ହରିଦାସପୁରୁ ପାରାଦ୍ୱୀପକୁ ୮ବଗି ବିଶିଷ୍ଟ ଟ୍ରାଏଲ ରେଳ ଗଡିଛି । ଏକ ସ୍ୱତନ୍ତ୍ର ଟ୍ରେନରେ ରେଳ ବିଭାଗର ଅଧିକାରୀମାନେ ପହଂଚି ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ଯାଂଚ କରିଥିଲେ । ମାଇକ୍ ଯୋଗେ ପ୍ରଚାର କରାଯାଇ ସମ୍ପୃକ୍ତ ଅଂଚଳରେ ଗାଇ ଗୋରୁ ନ ଛାଡିବା ପାଇଁ ମଧ୍ୟ ସ୍ଥାନୀୟ…
Read More...

କରୋନା ନେଲା ୧୦ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢିଚାଲିଛି । ଫୁଣି ଥରେ କରୋନାରେ ୧୦ ଜଣଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦ରେ ପହଁଚିଛି । ମୃତକଙ୍କ ମଧ୍ୟରେ ୯ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି ବୋଲି ରାଜ୍ୟ…
Read More...

କରୋନାକୁ ନେଇ ସଂଘର୍ଷ ବୋମାମାଡ : ୨ ଗୁରୁତର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗାଁରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ବୋମାମାଡ ଫଳରେ ୨ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନିଶିଭଅଁର ଗାଁରେ ଗତକାଲି ଜଣେ ବ୍ୟକ୍ତି କରୋନା ପଜିଟିଭ…
Read More...

ପ୍ଲାଜମା ଥେରାପି ସଫଳ, ପ୍ରଥମ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଭୁବନେଶ୍ୱର : ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି । ସେ ଆଜି ହସ୍ପିଟାଲରୁ ଘରକୁ ଫେରିଛନ୍ତି । ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ ହେବା ପରେ ଏବେ ଏହା କରୋନା ମୁକାବିଲା ପାଇଁ ସହାୟକ ହେବା ନେଇ ଆଶା ସଂଚାର କରିଛି । ଅନ୍ୟପକ୍ଷରେ ପ୍ଲାଜମା ନେଇଥିବା ଅନ୍ୟ ୧୩ ଜଣ…
Read More...

ଦୈନିକ ଆସୁଥିଲେ ହଜାରେ ପାଖାପାଖି: ଏବେ ବଡ଼ କଷ୍ଟରେ ୫୦

କଟକ: ମାଲଗୋଦାମକୁ ଏବେ ପଡେ଼ାଶୀ ଜିଲ୍ଲାର ବ୍ୟବସାୟୀମାନେ ଆସିବାକୁ ଭୟ କଲେଣି । ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବ୍ୟବସାୟୀ ଆଦୌ ଆସୁନଥିବା କୁହାଯାଉଛି । ଦୈନିକ ପ୍ରାୟ ୧ ହଜାର ବ୍ୟବସାୟୀ ଆସୁଥିବା ବେଳେ ଏବେ ୫୦ ଜଣ ଆସିବା ବି କଷ୍ଟକର ହୋଇପଡ଼ିଛି । କଟକରେ ସାହି ସାହିରେ…
Read More...

କ୍ୟାପିଟାଲ ହସ୍ପିଟାଲରୁ ପୁଣି ଜଣେ ପଜିଟିଭ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ କାର୍ଯ୍ୟ କରୁଥିବା ସୁଇପର ପଜିଟିଭ ହୋଇଛନ୍ତି । ତେବେ କେତେଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ । ଗତକାଲି ସେହି ୱାର୍ଡରୁ ଜଣେ ଆଟେଣ୍ଡାଂଟ ପଜିଟିଭ…
Read More...

ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଦୁଷ୍କର୍ମ

ଆଠଗଡ଼: ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରିବା ଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଆଠଗଡ଼ ଅଂଚଳରେ । ଆଠଗଡ଼ ଏନ୍ଏସି ଅନ୍ତର୍ଗତ କନ୍ତୋଲ ୧୭ ନମ୍ବର ୱାର୍ଡର ଏହି ଯୁବତୀଙ୍କୁ ଆଠଗଡ଼ ଥାନା ପୋଲିସ ଚୌଦ୍ୱାରାରୁ ଉଦ୍ଧାର କରିଛି । ଚୌଦ୍ୱାରା ଆଗ୍ରାହାଟ ଅଂଚଳରେ ଯୁବତୀଙ୍କୁ ଏକ ବନ୍ଦ ଘରେ ରଖି ୫…
Read More...

ଆଇଆର୍ସି ଭିଲେଜ ପୋଷ୍ଟ ଅଫିସ ବନ୍ଦ

ଭୁବନେଶ୍ୱର: ଆଇଆରସି ଭିଲେଜ ପୋଷ୍ଟ ଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୋଷ୍ଟ ଅଫିସକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ଅଫିସକୁ ତୁରନ୍ତ ବିଶୋଧନ କରିବା ଳାଗି ବିଏମସିକୁ ଅନୁରୋଧ କରାଯାଇଛି । ଅଗ୍ରାଧିକାର ଭିତରେ ପୋଷ୍ଟ ଅଫିସର ସମସ୍ତ କର୍ମଚାରୀଙ୍କ କରୋନା…
Read More...

ଓଡିିଶା ସାହିତ୍ୟ ଏକାଡେମୀକୁ ଦୁଇଜଣ ସାହିତ୍ୟିକ ମନୋନୀତ

ବାରିପଦା: ଆଗାମୀ ତିନିବର୍ଷ ପାଇଁ ଓଡିଶା ସାହିତ୍ୟ ଏକାଡେମୀର ସଦଶ୍ୟ ଭାବରେ ମୟୂରଭ ଜିଲ୍ଲାରୁ ଦୁଇଜଣ ସାହିତ୍ୟିକ ମନୋନୀତ ହୋଇଛନ୍ତି । ଏବାବଦରେ ଗତ ଜୁଲାଇ ୨୧ ତାରିଖରେ ଏକାଡେମୀ ପକ୍ଷରୁ ପ୍ରକାଶିତ ତାଲିକାରୁ ଜଣାଯାଇଛି । ଉତର ଓଡିଶା ବିଶ୍ୱ ବିଦ୍ୟାଳୟ ବାରିପଦାର ପ୍ରତିନିଧି ଭାବରେ…
Read More...