ଖାଦ୍ୟ ସାମଗ୍ରୀ ବଂଟନ ବେଳେ ଫିଙ୍ଗର ପ୍ରିଂଟର ଅବଶ୍ୟକତା ନାହିଁ
ଭୁବନେଶ୍ୱର- ଏଣିକିି ବିନା ଫିଙ୍ଗର ପ୍ରିଂଟରେ ମିଳିବ ଖାଦ୍ୟ ସାମଗ୍ରୀ । ଏନେଇ ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ହିତାଧିକାରୀମାନେ ଡିଲରଙ୍କ ଠାରୁ ବିନା ଫିଙ୍ଗର ପ୍ରିଂଟରେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିପାରିବେ । କରୋନା ସଂକ୍ରମଣ ଭୟାଭହତାକୁ ଦୃଷ୍ଟିରେ ରଖି!-->…
Read More...
Read More...