Browsing Category

ରାଜ୍ୟ

ଡାକ୍ତରୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

ଦେବଗଡ: ଦେବଗଡ ସହରରେ ଥିବା ପ୍ରଧାନପାଟ ଜଳପ୍ରପାତ ଉପର ମୁଣ୍ଡରୁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ଦେବଗଡ ସହର ବଣିଆ ସାହିର ସ୍ୱର୍ଗତ କ୍ରୀଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ । ଶୁଭମ ପ୍ରାତଃ ଭ୍ରମଣ ପାଇଁ ଘରୁ ବାହାରିଥିଲେ । ଦୀର୍ଘ ସମୟ ଧରି
Read More...

କଂଟେନମେଂଟ ଜୋନରେ ମୋବାଇଲ ଏଟିଏମ୍ ସେବା

ଯାଜପୁର : ଯାଜପୁର ଜିଲ୍ଲାରେ କରୋନା ପାଇଁ କେତେକ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ସାଧାରଣତଃ କଂଟେନମେଂଟ ଜୋନ୍ ମଧ୍ୟରେ ରହୁଥିବା ବାସିନ୍ଦା ମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା, ଗ୍ରୋସରୀ, ଔଷଧ, ଖିର, ରନ୍ଧନ ଗ୍ୟାସ ଇତ୍ୟାଦି
Read More...

ଜାତି ଓ ଜନଜାତି ଛାତ୍ରବୃତି ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଛାତ୍ରବୃତି ବା ସ୍କଲାରସିପ୍ ପୋର୍ଟାଲ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରବୃତି ଯୋଜନାରୁ ଏହି ପୋର୍ଟାଲ ଆରମ୍ଭ ହେବ । ଯୋଜନା ଓ ସମନ୍ୱୟ ବିଭାଗର ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ
Read More...

ବିସ୍ଫୋରକ ସହ ଇନୋଭା ଗାଡି ଜବତ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ନିକଟ ୨୧୫ ନଂ ଜାତୀୟ ରାଜପଥ ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଜାମ ହୋଇଥିବା ସମୟରେ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ସମସ୍ତ ଗାଡିକୁ ଯାଞ୍ଚ କରୁଥିବା ସମୟରେ ବିଆର-୦୧ପିଇ-୬୯୬୯
Read More...

ଛାତିରୁ ବାହାରିଲା ତୀର

କଟକ: ଏସସିବି ମେଡିକାଲ ଫୁଣି ଆଉ ଥରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛି । ଏସସିବି ମେଡିକାଲର ହ୍ରୁଦଶଲ୍ୟ ବିଭାଗରେ ଆଜି ଏକ ଜଟିଳ ଅପରେସନ୍ ମାଧ୍ୟମରେ ଜଣେ ବ୍ୟକ୍ତିର ଛାତିରୁ ତୀର ବାହାର କରାଯାଇଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ହରିଚନ୍ଦନପୁର ଅଚଂଳର ଭାଗବତ ମାଝୀ । ତୀରଟି ଭାଗବତଙ୍କ
Read More...

ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଓ ଜୀବିକା ଯୋଗାଇ ଦିଅ : ସିପିଆଇ

ଭୁବନେଶ୍ୱର: ରାଜ୍ୟର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଓ ଜୀବିକା ଯୋଗାଇଦେବାକୁ ସିପିଆଇ ଦାବୀ କରିଛି । ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ସେବାକୁ ସଠିକ୍ କରିବା; ମନରେଗା ଯୋଜନାରେ ପ୍ରତ୍ୟେକ ଶ୍ରମିକଙ୍କୁ ୨୦୦ ଦିନର କାମ ଯୋଗାଇଦେବା; ପ୍ରତ୍ୟେକ ପରିବାରକୁ ୭,୫୦୦ଟଙ୍କା ୬ ମାସ
Read More...

ଆସନ୍ତା କାଲିଠାରୁ ୧୪ ଦିନ ଲକଡାଉନ

ଭୂବନେଶ୍ୱର:- କରୋନା ସଂକ୍ରମଣ ବଢିବାର ଦେଖି ରାଜ୍ୟ ସରକାର ଆସନ୍ତା କାଲି ଠାରୁ ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ସମେତ ରାଉଲକେଲା ମହାନଗର ନିଗମକୁ ଆସନ୍ତା ଜୁଲାଇ ୩୧ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆଂଶିକ ସଟଡାଉନ ଘୋଷଣା କରିଛନ୍ତି । ଆସନ୍ତା କାଲି ରାତି
Read More...

ଲୋକସେବା ସାମ୍ବାଦିକ ସଂଘ ଗଠନ

ଭୁବନେଶ୍ୱର : ପୂର୍ବତନ ସଚିବାଳୟ ବା ଲୋକସେବା ଭବନ ଓ ବିଧାନସଭାରେ କାର୍ଯ୍ୟରତ ତଥା ପ୍ରେସ୍ ଲାଉଞ୍ଜକୁ ଉପଯୋଗ କରୁଥିବା ସାମ୍ବାଦିକମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି । ଏହାର ନାମ ରଖାଯାଇଛି ‘ଲୋକସେବା ସାମ୍ବାଦିକ ସଂଘ’ । ସାମ୍ବାଦିକମାନଙ୍କୁ ବ୍ୟକ୍ତିଗତ, ବୃତିଗତ ଓ ସମଷ୍ଟିଗତ
Read More...

ସୁସ୍ଥ ହେଲେ ନୀଳଗିରି ବିଧାୟକ

ନୀଳଗିରି : ମହାମାରୀ ‘କରୋନା’ରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ସୁସ୍ଥ ହୋଇଛନ୍ତି । ଆଜି ସେ କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏବେ ସେ ହୋମ କ୍ଵାରେଂଟାଇନ୍ରେ ରହିଛନ୍ତି । ଗତ ୬ ତାରିଖରେ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ପୂର୍ବରୁ ରେମୁଣା ଓ
Read More...

ସିବିଏସଇ ଦଶମ ପରୀକ୍ଷାରେ କେଏମସର ବାଜିମାତ

ଚମ୍ପୁଆ : କେନ୍ଦୁଝର ଜିଳ୍ଲା ଚମ୍ପୁଆ ସ୍ଥିତ ସୁନାମ ଧନ୍ୟ କେରଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ସିବିଏସଇ ଦଶମ ଶ୍ରେଣୀ ପବରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା ଅର୍ଜନ କରିଛନ୍ତି । ସଦ୍ୟ ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ଚଳିତ ବର୍ଷ ଦଶମ ଶ୍ରେଣୀରେ ମୋଟ ୧୭୩ ଜଣ ପରୀକ୍ଷା
Read More...