Browsing Category

ରାଜ୍ୟ

ହୋଟେଲରୁ ଚୋରି

ବିଞ୍ଝାରପୁର: ବିଞ୍ଝାରପୁର ଥାନା ସୟଦପୁର-ମଇଁଦା ମୂଖ୍ୟ ରାସ୍ତାରେ ଥିବା ଏକ ହୋଟେଲରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ଚୋରି କରିନେଇଥିବା ଥାନାରେ ଅଭିଯୋଗ ହେଇଛି । ବିଞ୍ଝାରପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଯଣାପଡିଛି । ଅଭିଯୋଗରୁ…
Read More...

କଟକ ସହରରୁ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ସହରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତମାନ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୮୮ ସୁସ୍ଥ, ୧୩୯ ସକ୍ରିୟ କେସ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୬ ସରକାରୀ କ୍ବାରେଣ୍ଟାଇନ, ୩ ହୋମ କ୍ବାରେଣ୍ଟାଇନ,…
Read More...

ଖାଦ୍ୟ ସାମଗ୍ରୀ ବଂଟନ ବେଳେ ଫିଙ୍ଗର ପ୍ରିଂଟର ଅବଶ୍ୟକତା ନାହିଁ

ଭୁବନେଶ୍ୱର- ଏଣିକିି ବିନା ଫିଙ୍ଗର ପ୍ରିଂଟରେ ମିଳିବ ଖାଦ୍ୟ ସାମଗ୍ରୀ । ଏନେଇ ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ହିତାଧିକାରୀମାନେ ଡିଲରଙ୍କ ଠାରୁ ବିନା ଫିଙ୍ଗର ପ୍ରିଂଟରେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିପାରିବେ । କରୋନା ସଂକ୍ରମଣ ଭୟାଭହତାକୁ ଦୃଷ୍ଟିରେ ରଖି…
Read More...

ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ ବାପା ଗୁରୁତର

ବାଙ୍କୀ – କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହି ଭିତରେ ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ରାଜା ସାହୁ(୨୫) । ତେବେ ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ଗୁରୁତର ଆହତ ହୋଇଛନ୍ତି ।…
Read More...

କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି

କେନ୍ଦ୍ରାପଡା: କରୋନା ମହାମାରୀ କବଳରେ ରାଜ୍ୟବାସୀ ଯୁଝି ହେଉଥିବା ବେଳେ କେନ୍ଦ୍ରାପଡାର ଏକ ବୃଦ୍ଧ ଦମ୍ପତି କରୋନାକୁ ମାତ୍ ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ହେଲେ କେନ୍ଦ୍ରାପଡା ଜିଲ୍ଲାର ବଗଡା ଗ୍ରାମର ସୁରେନ୍ଦ୍ର ପତି ସ୍ତ୍ରୀ ସାବିତ୍ରୀ ପତି । ସୁରେନ୍ଦ୍ରଙ୍କ ବୟସ ୮୫ ବର୍ଷ ହୋଇଥିବା…
Read More...

୬ ପୋଲିସ୍ କରୋନା ପଜିଟିଭ

କୋରାପୁଟ: କୋରାପୁଟ ଟାଉନ୍ ଥାନାର ୬ ଜଣ ପୋଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଥାନାକୁ ସିଲ୍ କରାଯାଇଛି । ଟାଉନ୍ ଥାନାର ସବୁ କାମ ସଦର ଥାନାରେ ଚାଲିବ ବୋଲି ଏସପି ମୁକେଶ କୁମାର ଭାନୁ ସୂଚନା ଦେଇଛନ୍ତି । ଶୁକ୍ରବାର କୋରାପୁଟ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ଆଜି ଠୁ ତାଲାବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଆଜି ଠାରୁ ୧୪ଦିନିଆ ଲକ୍ଡାଉନ୍ ଲାଗୁ ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଥିବାରୁ ଲକଡାଉନ୍…
Read More...

କରୋନା ବେଳେ ହୋଇଛି ରେକର୍ଡ ପରିମାଣର ଧାନ ସଂଗ୍ରହ

ଭୁବନେଶ୍ୱର: କୋଭିଡ-୧୯ ସ୍ଥିତିରେ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷାକୁ ଖରିଫ ଓ ରବିଧାନା ସଂଗ୍ରହକୁ ପ୍ରାଧାନ୍ୟ ଦିଆଯାଇ ଥିବାବେଳେ ସ୍ୱୟଂକ୍ରିୟ ବ୍ୟବସ୍ଥା ସହିତ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରେକର୍ଡ ପରିମାଣ ଧାନ ସଂଗ୍ରହ କରାଯାଇଛି ।…
Read More...

ବଲାଙ୍ଗୀର ସହରରେ ବଢୁଛି ସ୍ଥାନୀୟ ସଂକ୍ରମଣ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ନୁତନ ଭାବେ ୩ଜଣ କରୋନା ଆକ୍ରାନ୍ତ ଜିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩ଜଣଙ୍କ ମଧୟରୁ ୨ଜଣ ବଲାଙ୍ଗୀର ସହରର ହୋଇଥିବା ବେଳେ ଜଣେ ପାଟଣାଗଡ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆ ଯାଇଛି । ଆଜି ଜିଲ୍ଲାପାଳ ପାଟଣାଗଡ ସହରର କିଛି ଅଂଞ୍ଚଳକୁ କଂଟେନମେଂଟ ଅଞ୍ଚଳ…
Read More...

ବେଦୀ ଛାଡି ଦୌଡ଼ିଲେ ବର-କନ୍ୟା

ବାସୁଦେବପୁର: ପୋଲିସ ଓ ମାଜିଷ୍ଟ୍ରେଟକୁ ଦେଖି ବର-କନ୍ୟା ବେଦୀରୁ ଚମ୍ପଟ ମାରିଛନ୍ତି । ବିବାହ ନିମନ୍ତେ ମନ୍ଦିରକୁ ଆସି ବର ପକ୍ଷ ଓ କନ୍ୟା ପକ୍ଷର ଲୋକେ ହରକତ ହୋଇଛନ୍ତି । ପୋଲିସ ମନ୍ଦିର ସିଲ୍ କରିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିନଗର ପଂଚାୟତ ରାଧାକୃଷ୍ଣ ମନ୍ଦିରରେ ଏଭଳି…
Read More...