Browsing Category

ରାଜ୍ୟ

ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ନିୟୁ ଏଜି କଲୋନୀ ରେସିଡେ଼ନ୍ସି କମିଟି ପକ୍ଷରୁ ବୃକ୍ଷରୋପଣ

ଭୁୁବନେଶ୍ୱର: ନିୟୁ ଏଜି କଲୋନୀ ରେସିଡେ଼ନ୍ସି କମିଟି ଏବଂ ତୁଷାର ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ନିୟୁ ଏଜି କଲୋନି ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର-ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଆନୁଷ୍ଠାନିକ ଭାବେ…
Read More...

ଓଡିଶା ପ୍ରବାସୀ ଶ୍ରମିକ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବାରିପଦା: ମହାମାରୀ କରୋନା ପାଇଁ ସାରା ଦେଶରେ ଶ୍ରମୀକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରବାସୀ ଶ୍ରମୀକ ମାନଙ୍କର ଦୁଃଖ କହିଲେ ନସରେ । ଏଭଳି ପରିପ୍ରେକ୍ଷୀରେ ଭାରତୀୟ କମ୍ୟୁନଷ୍ଟ ପାର୍ଟି ମୟୂରଭ ଜିଲ୍ଲା ଶାଖାର ମାର୍ଗଦର୍ଶନରେ ଓଡିିଶା ପ୍ରବାସୀ ଶ୍ରମୀକ ସଂଘ…
Read More...

ତାଲା ବନ୍ଦ ଭିତରେ ଭୋକ ନେଲା ଆଦିବାସୀ ମହିଳାଙ୍କ ଜୀବନ!

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଏକ ପ୍ରେସ ବାର୍ତା ମାଧ୍ୟମରେ ତାଲାବନ୍ଦ ସମୟରେ ରାଜ୍ୟରେ ଘଟୁଥିବା ଅନାହାର ମୃତ୍ୟୁକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି । ଏଭଳି ଅନାହାର ମୃତୁ୍ୟ ରାଜ୍ୟରେ ·ଲିଥିବା ଖାଦ୍ୟ ସୂରକ୍ଷା ଓ ଗରୀବ କଲ୍ୟାଣ…
Read More...

‘ସ୍ୱର୍ଗତ ବିଷ୍ଣୁ ଦାସ ଥିଲେ ଜଗତସିଂହପୁରର ଗୋପବନ୍ଧୁ’

ପାରାଦୀପ: ଓଡିଶାର ଲୋକପ୍ରିୟ ରାଜନେତା ତଥା ଜଗତସିଂହପୁର ଜିଲ୍ଲାର ପ୍ରତି୍େଠାତା ସ୍ୱର୍ଗତ ବିଷ୍ଣୁ ଚରଣ ଦାସ କେବଳ ଜଣେ ରାଜନେତା ନଥିଲେ ସେଥିଲେ ଜଗତସିଂହପୁରୀ ଜିଳ୍ଲାର ଗୋପବନ୍ଧୁ । ଝଡି, ବଢି, ମରୁଡି ଓ ବିପଦ ଆପଦର ଦରଦୀ ବନ୍ଧୁ । ତାଙ୍କର ଏକାଦଶାହ ଉପଲକ୍ଷେ ପୂର୍ବ ଭାରତ ତୈଳ…
Read More...

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି: ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ସଂଘର ସହୟତା

ଭୁବନେଶ୍ୱର: ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୪,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସଂଘର ସଭାପତି ଲା ଇଂ ବିପିନ ବିହାରୀ ନାୟକ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ଏହି ଅର୍ଥରାଶି ଡ଼୍ରାଫ୍ଟ…
Read More...

କୁମ୍ଭକାରଙ୍କ ଘରେ ୧୫ ଲକ୍ଷର କୁଡୁଆ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ହେବ ଓ ପୁରୀରେ ପୁଣି ମହାପ୍ରସାଦ ଚାହିଦା ବଢ଼ିବ । କୁଡୁଆ ତାର ପୂର୍ବ ରାଜତ୍ୱ ଜାହିର କରିବ । ଏଭଳି ଆଶା ନେଇ ପୁରୀରେ କୁମ୍ଭକାରମାନେ ଶାଳ ସଜାଡ଼ି ଥିଲେ । ପାଖପାଖି ୧୬ ଲକ୍ଷ ଟଙ୍କାର କୁଡୁଆ (୨୨ ଶହ ବେତା) ପ୍ରସ୍ତୁତ କରିଥିଲେ । ରଥଯାତ୍ରା ଅନୁମତି…
Read More...

ଜିଲ୍ଳାପାଳଙ୍କ ଆଦେଶ ମାନୁନାହାନ୍ତି ବୃହତ ଶିଳ୍ପ ସଂସ୍ଥା

ବଅଁରପାଳ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହା ସହ ବିଶ୍ୱର ପ୍ରାୟ୨୦୦ରୁ ଉଦ୍ଧ୍ୱର୍ ଦେଶ ଏହି ମହାମାରୀ କରୋନା ବିରୋଧରେ ଲଢାଇ ଜାରି ରଖିଛନ୍ତି ।ଭାରତ ବର୍ଷ ମଧ୍ୟ କରୋନ ମହାମାରୀ ବିରୋଧରେ ଲଢାଇ ଜାରି ରଖି ରାଜ୍ୟମାନଙ୍କୁ କରୋନା ବିରୋଧରେ ଲଢିବା…
Read More...

ଆଇଓସିଏଲ୍ ର ପରିବେଶ ଦାୟିତ୍ୱବୋଧତା ପାଣ୍ଠି ବିନିମୟରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷୀ

ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପାରାଦ୍ୱୀପ ସ୍ଥିତ ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧତା( ସି.ଇ.ଆର୍)ପାଣ୍ଠିରୁ ଜଗତସିଂହପୁର ଜିଲ୍ଲାରେ ହେବାକୁ ଥିବା ୧୦ଟି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ…
Read More...

ସଟଡାଉନ ନିୟମ ଉଲ୍ଲଘଂନ କଲେ ସରପଂଚ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ବଇଁଚୁଆ ପଂଚାୟତର ସରପଂଚ ସଟଡାଉନ ନିୟମ ଉଲ୍ଲଘଂନ କରିଥିବାର ଅଭିଯୋଗ ହୋଇଛି । ଏହି ପଂଚାୟତରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପଂଚାୟତକୁ ସଟଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ସରପଂଚ ସଟଡାଉନ ନିୟମକୁ ଉଲ୍ଲଘଂନ କରି ରଡ୍ ବୋଝେଇ ଟ୍ରକକୁ ଗାଁ ଭିତରକୁ…
Read More...

ଜଳିଗଲା ୬ ବଖରା ଘର

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଳକ ଅନ୍ତର୍ଗତ ଅସୁରଳି ଗ୍ରାମ ପଂଚାୟତର ତୋରାବନ୍ତିଆ ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡାର ୬ ବଖରା ଘର ଜଳିଯାଇଥିବାର ସୂଚନା ମିଳିଛି । ସେହି ଗ୍ରାମର ବିନୋଦ ବିହାରୀ ସାହୁ , ପ୍ରଭାତ ସାହୁ ,ରାଜେନ୍ଦ୍ର କୁମାର ସାହୁ , ସୁନାକର ସାହୁ, ପ୍ରଶାନ୍ତ ସାହୁ,…
Read More...