Browsing Category

ରାଜ୍ୟ

ରାଜଧାନୀକୁ ପଶିବା ମନା

ଭୁବନେଶ୍ୱର: ୪ଟି ଜିଲ୍ଲାକୁ ୧୪ ଦିନ ଲକ୍ଡାଉନ୍ ଘୋଷଣା କରାଯିବା ପରେ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ଯେ ପୂର୍ବ ଅପେକ୍ଷା ଏଥର ଳକ୍ଡାଉନ୍କୁ ଟିକେ ଅଧିକ କଡ଼ାକଡ଼ି କରାଯିବ । ହସ୍ପିଟାଲ୍ ସମସ୍ୟାକୁ ଛାଡ଼ି ଦେଲେ ସହର ଭିତରକୁ କାହାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ପୋଲିସ…
Read More...

ଫନି ଅଂଚଳରେ ୩୦ ହଜାର ଉନ୍ନତ ନଡ଼ିଆଗଛ ବଂଚାଯିବ

ଭୁବନେଶ୍ୱର: ଓଡିଶା ଇଂଟରନ୍ୟାସନାଲ ସେଂଟର ଓ ଭଲ୍ୟୁଟାରୀ ଏଜେନ୍ସି ଫର୍ ସୋସିଆଲ ଆକ୍ସନ ପକ୍ଷରୁ ଆଗାମୀ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୩୦ ହଜାର ଉନ୍ନତ ନଡ଼ିଆଗଛ ବଂଟନ କରାଯିବ । ଆଜି ସାକ୍ଷୀଗୋପାଳଠାରେ ଏକ କର୍ମକର୍ତା…
Read More...

ଅନାହାର ମୃତ୍ୟୁ ନେଇ ମାନବାଧିକାର କମିଶନଙ୍କ ନିକଟରେ କଂଗ୍ରେସ ଫେରାଦ

ଭୁବନେଶ୍ୱର:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଜାକେଡା ପଂଚାୟତର କଳାମ୍ବ ଗ୍ରାମର ୪୬ ବଷୀୟା ମହିଳା ଦୁଖି ଯାନୀଙ୍କ ତାଲା ବନ୍ଦ ସମୟରେ ଅନାହାର ମୃତୁ୍ୟ ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ…
Read More...

ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡ ପାଇଁ ପ୍ରମୁଖ ସଚିବଙ୍କ ଅର୍ଥ ଦାନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ବ୍ୟକ୍ତିଗତ ଭାବେ ୨୦ ହଜାର ଟଙ୍କା ଚେକ୍‌ ଆକାରରେ ଦାନ କରିଛନ୍ତି । ଏହି ଚେକ୍‌କୁ ସେ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀଙ୍କୁ…
Read More...

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ; ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ଜେରା

ଭୁବନେଶ୍ବର : ସମାଜସେବୀ/ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛିଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ଧିରେ ଧିରେ ଏହା ଆତ୍ମହତ୍ୟ ନୁହେଁ ଏକ ଯୋଜନାବଦ୍ଧ ହତ୍ୟା…
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ କରୋନା ଆକ୍ରାନ୍ତ

ବିଞ୍ଝାରପୁର: ଶନିବାର ପୁଣି ବିଞ୍ଝାରପୁର ବ୍ଲକରେ ୨ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏହି ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ବିଞ୍ଝାରପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରର ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରନ୍ତି । ଆଉଜଣେ ଓଳେଇ ଚନ୍ଦନପୁର ଗ୍ରାମର ଜଣେ ତେଲେଙ୍ଗାନା ଫେରନ୍ତା ଯୁବକ…
Read More...

ଚିନ୍ତା ବଢାଇଲେ ଦୁଇ ପଳାତକ ପ୍ରବାସୀ

ବାଲିକୁଦା; ମରିଚପୁର ସ୍ଥିିତ ଟିଏମସିରୁ ଲୁଚି ପଳାଇ ଯାଇଥିବା ଦୁଇ କରୋନା ପଜିଟିଭଙ୍କ ପାଇଁ ସାରା ଅଂଚଳରେ ଚିନ୍ତା ବଢିଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ମଧ୍ୟ ଏକ ପ୍ରକାର ଦେଖା ଦେବା ଭୟକୁ ଏଡାଇ ଦିଆ ପାରୁନି । ଅନ୍ୟ ପକ୍ଷରେ ଟିଏମସିରୁ ଲୁଚି ପଳାଇଥିବା ଦୁଇ ପ୍ରବାସୀଙ୍କ ସ୍ୱାବ ରିପୋର୍ଟ…
Read More...

ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ

ଭୁବନେଶ୍ୱର: ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଘରୋଇ ହସ୍ପିଟାଲ ମାନଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟସରକାର । ସୂଚନା ଅନୁସାରେ ହଠସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦିଆ ଯାଉନଥିବାର…
Read More...

ଶ୍ରାଦ୍ଧ ବାର୍ଷୀକରେ ଚାରା ରୋପଣ ଓ ମାକ୍ସ, ସାନିଟାଇଜର ବଣ୍ଟନ

ବାଲିକୁଦା ; ମା’ଙ୍କ ପ୍ରଥମ ଶ୍ରାଦ୍ଧତ୍ସବରେ ଭୋଜିବାତ ନ କରି ଚାରା ରୋପଣ କରିବା ସହିତ ମାକ୍ସ ଓ ସାନିଟାଇଜର ବାଣ୍ଟିଛନ୍ତି ପୁଅ । ଏଭଳି ଏକ ସଚେତନତା ବହନ କରୁଥିବା କାର୍ଯୟ ଦେଖିବାକୁ ମିଳିଛି ନହରଣା ପଞ୍ଚାୟତ ବଇରଖ ଗାଁରେ । ଗାଁର ସ୍ୱର୍ଗତା ଝରଣା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ…
Read More...

ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ବୈଠକ

ଚମ୍ପୁଆ: ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହଆଲୋଚନା କରିଛନ୍ତି ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ । ମନ୍ଦିରର ସ୍ଥାୟୀ ରାଜସ୍ୱ, ନୀତିକାନ୍ତ ସହ ଆବଶ୍ୟକ ଉନ୍ନତିମୂଳକ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଠାକୁରଙ୍କ ନାମରେ ବିଭିନ୍ନ…
Read More...