ଶ୍ରାବଣରେ ବୈଶାଖର ତାତି ,ଜମି ଫାଟି ଆଁ
ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ଚାଷ ଚାଷୀର ମୁଖ୍ୟ ପେଟପାଟଣା। ହେଲେ ଏଠାରେ ଜଳସେଚନର ସୁବିଧା ନାହିଁ । ବର୍ଷା ଉପରେ ନିର୍ଭର କରି ଏଠାରେ ଚାଷ କରିଥାଏ ଚାଷୀ କିନ୍ତୁ ଗତକିଛି ବର୍ଷ ହେବ ବ୍ଲକରେ ବର୍ଷାର ଅଭାବ ଚାଷୀଙ୍କୁ ତଳିତଳାନ୍ତ କରିଦେଲାଣି । ଚାଷୀ!-->…
Read More...
Read More...