ନିଯୁକ୍ତି ଦାବିରେ ଧାରଣାରେ ବସିଲେ ପଞ୍ଚାୟତ ବାସୀ
କେନ୍ଦୁଝର : ଯୋଡ଼ା ବ୍ଲକ ବିରିକଳା ପଞ୍ଚାୟତ ବିଲେଇପଦା ଠାରେ ଅବସ୍ଥିତ ଟାଟା ଲଙ୍ଗ ପ୍ରଡକ୍ଟ କମ୍ପାନୀ ନିଯୁକ୍ତି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ ଯୋଗୁଁ ଦୁଇଦିନ ହେବ ବିରିକଳା ତଥା ଆଖପାଖ ଗ୍ରାମର ଶତାଧିକ ଲୋକ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ ଉକ୍ତ କମ୍ପାନୀ!-->…
Read More...
Read More...