Browsing Category

ରାଜ୍ୟ

ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ପକ୍ଷରୁ ୫ ଶହରୁ ଉର୍ଦ୍ଧ ବୃକ୍ଷରୋପଣ

*ପରିବେଶ ସୁରକ୍ଷା ନେଇ ବକ୍ତୃତା ପ୍ରତିଯୋଗିତା * କାର୍ଯ୍ୟକ୍ରମ ରେ ସହଯୋଗ ପାଇଁ ବନ ବିଭାଗ ଓ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ପୁରସ୍କୃତ ଉମରକୋଟ :ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ଠାରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ "ହେଲ୍ପ ଲାଇନ" ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା,ବୃକ୍ଷ…
Read More...

ବେସାହାରା ମହିଳାଙ୍କ ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଜୀବନ

ଶାସନ ଓ ପ୍ରଶାସନର ଦୃଷ୍ଟି ପଡିବ କେବେ? ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକାଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି ଏଥି ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ…
Read More...

ଟିଏସ୍‌ଏଫ୍‌ର ଯାନ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିଙ୍କ ଜୀବନରେ ପରିବର୍ତନ

ଯୋଡ଼ା : ଜୁଲାଇ ୨୩ ନିଯୁକ୍ତି ହାସଲ କରିବା ଦକ୍ଷତା ଜରିଆରେ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଗତ ୧୨ ବର୍ଷ ଧରି କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ପାର୍ଶ୍ଵବର୍ତ୍ତି ଅଂଚଳର ଯୁବବର୍ଗଙ୍କୁ ମୋଟର ଗାଡ଼ି ଚଲାଇବା ତାଲିମ…
Read More...

ମୋ ଡାଏରୀ ଓ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍ ବିତରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆଜି  ମୋ ଡାଏରୀ ୨୦୨୩ -୨୪ ନିମନ୍ତେ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍, ମୋ ପ୍ରୋଜେକ୍ଟ ନୋଟ୍ ବୁକ୍ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାରେ ସମସ୍ତ ୮୮୦ ଗୋଟି  ସରକାରୀ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ…
Read More...

ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ 108 କାମ କୁମାର ନନ୍ଦୀ ଜୀ ଙ୍କ ନିର୍ମମ ହତ୍ୟା

ନବରଙ୍ଗପୁର : କର୍ଣାଟକ ର ବେଲଗାବି ର ଚିକୋଡ଼ି ଗ୍ରାମ ଠାରେ ଜୁଲାଇ 04 ତାରିଖ ରେ ଜୈନ ମୁନୀ  ଆଚାର୍ଯ୍ୟ ଶ୍ରୀ 108 କାମ କୁମାର ନନ୍ଦୀ ଜୀ ଙ୍କ ନିର୍ମମ ହତ୍ୟା ଘଟଣା ର ପ୍ରତିବାଦ ରେ ନବରଙ୍ଗପୁର ଠାରେ  ଜୈନ ସମାଜ ପକ୍ଷ ରୁ ଏକ ନୀରବ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା…
Read More...

ଚତୁର୍ଥ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ୫-ଟି ରୂପାନ୍ତିକରଣ

ଆଭାସି ଯୋଗେ ୫-ଟି ସଚିବଙ୍କ ସହ ଛାତ୍ରଛାତ୍ରୀ, ଜନ ପ୍ରତିନିଧି ଓ ପଦାଧିକାରୀଙ୍କ  ସହ ଆଲୋଚନା ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତରଣ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଉକ୍ତ ବିଦ୍ୟାଳୟ ଗୁଡ଼ିକର…
Read More...

ପାଣି ପାଇପ୍ ପୋତିବା ପରେ ରାସ୍ତାର ଅବସ୍ଥା ବେହାଲ

ଝରିଗାଁ : ଝରିଗାଁ ସଦର ମହକୁମା ଜନସାଧାରଣ ଙ୍କ ପାନୀୟଜଳ ଯୋଗାଣ ପାଇଁ ଦୀର୍ଘ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ପୁରୁଣା ପାଇପ୍ ଲାଇନ୍ ଯୋଗେ ଜଳ ଯୋଗାଣ ହୋଇ ଆସୁଥିଲା। ସମ୍ପ୍ରାତିକ ସ୍ଥିଥିରେ ତାହା ଯଥେଷ୍ଟ ହେଉନଥିବା ବେଳେ ଜନସଂଖ୍ୟା ଦୃଷ୍ଟିରୁ ନୂତନ ପାଇପ୍ ଲାଇନ୍ ବିଛାଯାଉଛି। ଯାହାଫଳରେ…
Read More...

ଜାତୀୟସ୍ତରରେ ପୁଣି ଗଞ୍ଜାମ ଜିଲ୍ଲା ସମ୍ମାନିତ

ଶ୍ରେଷ୍ଠ ପାରଦର୍ଶିତା ପାଇଁ ‘ଭୂମି ସମ୍ମାନ’ ପ୍ରଦାନ କୁକୁଡାଖଣ୍ଡି : ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଉଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ ପ୍ରତିଷ୍ଠିତ କରାଇ…
Read More...

୪ଲକ୍ଷ ୯୬ ହଜାର ଟଙ୍କାର ଡକାୟତି ଡ୍ରାମାର ପରଦାଫାସ କଲା ନନ୍ଦପୁର ପୋଲିସ

ସମସ୍ତ ଟଙ୍କା ସହ କାର ଜବତ, ୪ ଗିରଫ କୋରାପୁଟ : ମାଲକାନଗିରି ରୁ ବିଡି ନେଇ ବିଜୟନଗର ଯାଇଥିଲେ। ଫେରିବା ବେଳେ ବିଡି ବାବଦକୁ ଆଣିଥିବା ପ୍ରାପ୍ୟ ୪ଲକ୍ଷ ୯୬ହଜାର ଟଙ୍କାକୁ ଲୁଟ ହେବାର ନାଟକ ଭିଆଇ ମାଲିକଙ୍କୁ ଖବର ଦେଇଥିଲେ ଗାଡ଼ିର ଚାଳକ। ମାଲିକଙ୍କ ଏତଲା କ୍ରମେ ଜିଲ୍ଲା ପୋଲିସ…
Read More...

କଣିହାଁ ବ୍ଲକ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀଙ୍କ କଳାବ୍ୟାଚେ ପରିଧାନ

କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ ନୀତି ଗ୍ରହଣ କରୁଛନ୍ତି। ଏଥିନେଇ ବାରମ୍ବାର ଗୁହାରି କଲେ ମଧ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହା ଶୁଣୁ ନଥିବା…
Read More...