ଆଠଗଡରେ ପ୍ରବେଶ ମନା
ଆଠଗଡ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଆଠଗଡ ଉପଖଣ୍ଡରେ ଅନ୍ୟ ଅଞ୍ଚଳର ଲୋକଭ୍କ ପ୍ରବେଶ ଉପରେ ଜିଳ୍ଲା ପ୍ରଶାସନ ଆଜି କଟକଣା ଜାରୀ କରିଛି । ବିନା ଅନୁମତିରେ ଆଠଗହ ଉପଖଣ୍ଡରେ ବାହାର ଜିଲ୍ଲାରୁ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ!-->…
Read More...
Read More...