Browsing Category

ରାଜ୍ୟ

କଳାହାଣ୍ଡିର ବିକୃତ ଛବି

ଭବାନୀପାଟଣା: ଏନସିଆରଟି ଦ୍ୱାରା ପ୍ରସ୍ତୁତ ପଂଚମ ଶ୍ରେଣୀ ଇଭିଏସ୍ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ଭୂଲ ତଥ୍ୟ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ସମଗ୍ର କଳାହାଣ୍ଡିକୁ ଦାରିଦ୍ର୍ୟ ଓ ଅନାହାର ଭୂଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି । ଏହି ଜିଲ୍ଲାର ଲୋକମାନେ ଖାଇବାକୁ ନପାଇ ପତ୍ର ଓ…
Read More...

ସୁପରଭାଇଜର ଉଦ୍ଧାର : ୧୧ ଅପହରଣକାରୀ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ରାସ୍ତା କାମ ନିର୍ମାଣ କରୁଥିବା ଠିକାଦାରଙ୍କ ୨ ଜଣ ସୁପରଭାଇଜରଙ୍କୁ ଡକାୟତ ଦଳ ଅପହରଣ କରି ୧୦ ଲକ୍ଷ ଟଙ୍କା ବଟି ମାଗିବାର ମାମଲାର ଖୁଲାସ କରିଛି ପୋଲିସ । ସୂଚନା ମୁତାବକ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାଣ୍ଡିବିଶିରେ ରାସ୍ତା କାମ ନିର୍ମାଣ…
Read More...

ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ବହି ଖାତା ବଂଟନ

ବାରିପଦା: କିସ୍, କିଟ୍, କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କିସ୍ ଅନୁଷ୍ଠାନରେ ପାଠ ପଢୁଥିବା ଓଡିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଖାଇବା ନିମନ୍ତେ ଚୂଡା, ଚିନି ବିସ୍କୁଟ, ଡାଲି ଆଦି ଶୁଖିଲା ଖାଦ୍ୟ ଏବଂ ପାଠ ପଢିବା ନିମନ୍ତେ ବହି, ଖାତା,…
Read More...

କୋଭିଡ କେୟାର ଅବ୍ୟବସ୍ଥା

ବ୍ରହ୍ମପୁର- କୋଭିଡ କେୟାର ସେଂଟରରେ ଅବବ୍ୟସ୍ଥା ଅଭିଯୋଗ । ପିଇବା ପାଣି ମିଳୁନି କି ସଫ ମଧ୍ୟ ହେଉ ନାହିଁ । ଏନେଇ ଅଭିଯୋଗ କଲେ ଦୃବ୍ୟବହାର କରାଯାଉଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପାଲୁର ହିଲସ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରୁ । ଏହି କୋଭିଡ କେୟାରରେ…
Read More...

ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା

ଯୋଡା: କେନ୍ଦୁଝର ଜିଲ୍ଲା ସୋୟାବାଲି ସ୍ଥିତ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ମାନେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଦ୍ଭୂତପୂର୍ବ ସଫଳତା ଅର୍ଜନ କରିଛନ୍ତି । ସଦ୍ୟ ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ବିଦ୍ୟାଳୟର ବିଜ୍ଞାନ ତଥା ବାଣିଜ୍ୟ ବିଭାଗରେ ମୋଟ ୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ…
Read More...

ମୁକ୍ତାକାଶ ଆଶ୍ରମରୁ ମୁକ୍ତି ପାଇଲେ ୭ ଅନ୍ତେବାସୀ

ମେଣ୍ଢାଶାଳ- ଖୋର୍ଦ୍ଧା ଜିଲ୍ଳା ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ (ଆଶ୍ରମ)ରୁ ୭ ଜଣ ଅନ୍ତେବାସୀଙ୍କୁ ମୁକୁଳିଚନ୍ତି ଦୀର୍ଘବର୍ଷର କାରାବାସରୁ ମୁକ୍ତି ମିଳିଛି । କାରାବାସର ଶେଷ ପର୍ଯ୍ୟାୟ ଏହି ଆଶ୍ରମରେ ବିତାଇବା ପରେ ସେମାନଙ୍କ ନିଜ ଜୀବନଯାପନ ପ୍ରଣାଳୀରେ ସ୍ଥାୟୀ…
Read More...

୩୯୯ ଟଙ୍କାରେ କରୋନା ଟେଷ୍ଟ

ଭୁବନେଶ୍ୱର- ଦିଲ୍ଲୀ ଆଇଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟେଷ୍ଟିଂ କିଟର ଶୁଭରାମ୍ଭ କରାଯାଇଛି । ଏହା ବିଶ୍ୱର ସବୁଠାରୁ ଶସ୍ତା କିଟ । ଏହାର ମୂଳ ଦର ୩୯୯ ଟଙ୍କା ରହିଛି । ଆରଏନଏ ଆଇସୋଲେସନ ଏବଂ ଲାବେରେଟୋରୀ ଚାର୍ଜସ୍ ମିଶାଇଲେ ଏହାର ଦର ୬୫୦ ଟଙ୍କା ଯାଏ ବଢିବ । ୩ ଘଂଟାରେ…
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ସ୍ଥାନୀୟ ଟାଉନ୍ ଥାନା ଅଧୀନ ତଖତପୁର ଅଚଂଳରେ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ମିଳିଥିବା ଯୁବତୀଙ୍କ ମୃତ ଦେହ ଶନିବାର ଉଦ୍ଧାର କରାଯାଇଛି । ମାଜିଷ୍ଟେ୍ରଟଙ୍କ ଉପସ୍ଥିତରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା ।ମୃତ ଯୁବତୀ ଜଣଙ୍କ ହେଉଛନ୍ତି ବରଗଡ ଜିଲ୍ଲାର ଅତାବିରା ଥାନା…
Read More...

ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତା ରିପୋର୍ଟ ତଲବ

ଭୁବନେଶ୍ୱର: ଓଡ଼ିଶା ସମବାୟ ବ୍ୟାଙ୍କ (ଓଏସ୍ସିବି)ରେ ବ୍ୟାପକ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏ ନେଇ ଭିଜିଲାନ୍ସ ନିର୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି ଲୋକାଯୁକ୍ତ ଏବଂ ଅଗଷ୍ଟ ୩୧ ତାରିଖରେ ଏହାର ପରବର୍ତୀ ଶୁଣାଣି ହେବ ବୋଲି…
Read More...

ସରକାରୀ ଅଫିସରେ ଲୋକଙ୍କ ପ୍ରବେଶ ମନା

ଜଗତସିଂହପୁର: କରୋନା ଭୂତାଣୁ କୋଭିଡ୍-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜନସାଧାରଣଙ୍କ ଜ଼ିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତର ରହିବ…
Read More...