Browsing Category

ରାଜ୍ୟ

କୋରୋନା ନିୟମ ଉଲ୍ଲଘଂନକାରୀଙ୍କ ପ୍ରତି କଠୋର ହେଲା ପ୍ରଶାସନ

ଯାଜପୁର: ଜିଲ୍ଲାରେ କରୋନାର ପ୍ରଭାବ ବୃଦ୍ଧି ପାଉଥିବା ଯୋଗୁ ପୁଣିଥରେ ଜିଲ୍ଲାପ୍ରଶାସନ ଏନଫୋର୍ସମେଣ୍ଟଙ୍କୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦେଇଛି । ରବିବାରଠାରୁ ଜିଲ୍ଲାସାରା ଏହି ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଛି । ଯେଉଁଠାରେ ନିୟମ ଉଲ୍ଲଘଂନ ଦୃଷ୍ଟିକୁ ଆସୁଛି ସେଠାରେ ଦୃଢ଼
Read More...

ଚୋରାଚାଲାଣ ରତ୍ନପଥର ଜବତ, ଜଣେ ଗିରଫ

ଭୁବନେଶ୍ୱର – ଓଡିଶା ପୁଲିସ କ୍ରାଇମବ୍ରାଂଚର ଏସ୍ଟିଏଫ୍ ଟିମ୍ ର ପ୍ରାୟ କୋଟିଏ ଟଙ୍କା ମୂଳ୍ୟର ତିନି କୁଇଂଟାଲ ରତ୍ନପଥର ଜବତ କରିଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିକୁ ଗିରଫ କରାଯାଇ ଜୁନାଗଡ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମୁଖ୍ୟତଃ ୩୦୨.୧୮ କିଲୋ ଓଜନର ରୁବି ଓ
Read More...

ନିଷ୍ଠାବାନ କର୍ମୀ ସହଦେବ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର- ଓଡ଼ିଶା ସତସଙ୍ଗ ପରିସରରେ ଜଣେ ନିଷ୍ଠାବାନ କର୍ମୀ ସଦଦେବ ସ୍ୱାଇଁ ଙ୍କ ପରଲୋକ । ସେ ତାଙ୍କ ଛାତ୍ରାବସ୍ଥାରୁ ଶ୍ରୀଶ୍ରୀ ଠାକୁରଙ୍କୁ ଗ୍ରହଣ କରି ସେ ଭୁବନେଶ୍ୱରରେ ପ୍ରଥମେ ସତସଙ୍ଗ ଆନେ୍ଦାଳନରେ ସକ୍ରିୟ ହୋଇଥିଲେ । ତେବେ ସତୁର ଦଶକରେ ଭୁବନେଶ୍ୱର ସ୍ଥିତ ଓୟୁଏଟିରେ ପଢିବା
Read More...

ଆରପାରିରେ ମୟୂରଭଞ୍ଜ ରାଜମାତା

ବାରିପଦା – ମୟରଭଞ୍ଜ ରଜମାତା ଶ୍ରୀମତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡିଆ ରାଜପ୍ରସାଦରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା । ସେ ୧୯୨୮ ମସିହା ଫେବୃଆରୀ ମାସ ୧୭ ତାରିଖରେ ଜନ୍ମ ଗ୍ରହଣ
Read More...

୫ ରେଲୱ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଜିଆରପି

ଭୁବନେଶ୍ୱର- କଳିଙ୍ଗ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାକୁ କେନ୍ଦ୍ର କରି ୫ ରେଲୱେ କର୍ମଚାରୀଙ୍କ ନାଁରେ ମୁଜାଫରପୁର କୋର୍ଟରେ ମାମାଲା ରୁଜୁ କରିଛି ରେଳବାଇ ପୋଲିସ । ବରିଷ୍ଠ ଟ୍କେନିସିଆନ ଇନ୍ଦ୍ରଜିତ ସିଂ, କନିଷ୍ଠ ଟେକନିସିଆନ ପ୍ରଦିପ କୁମାର, ବିଭାଗ ମୁଖ୍ୟ ପ୍ରକାଶ ଚନ୍ଦ୍ର, ବିଭାଗ
Read More...

ପୁଅ ଛୁରା ମାଡରେ ବାପାଙ୍କ ମୃତ୍ୟୁ

ଆଠଗଡ: ଘରୋଇ କଳି ହେଲା କାଳ । ବଡ ପୁଅ ଛୁରା ମାଡରେ ବାପାର ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର ହୋଇପଡିଛନ୍ତି । ବଡପୁଅକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କଟକର ଖୁଂଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ ଘଟିଥିବା ଏହି ଘରକଳିରେ ବଡପୁଅ ମନୋଜ ପୃଷ୍ଟି ଛୁରାମାଡରେ ବାପ ନାଥ
Read More...

ଭୋଗଖାଇ ୪୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ କରୋନା କଟକଣା ନିୟମକୁ ବେଖାତିର କରାଯାଇଥିବା ଦେଖିବାକୁ ମିଳିଛି । ସମୁଦ୍ରକୂଳିଆ ନାରାୟଣ ମହାନ୍ତି ପଡିଆ ପଞ୍ଚାୟତର ସେହି ଗାଁରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ପିଲା ଓ ବୟସ୍କ ପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଘଟଣା ଭୋଗରାଇରେ ଚର୍ଚ୍ଚାର କେନ୍ଦ୍ର
Read More...

ବିଞ୍ଝାରପୁର ଆଇଆଇସିଙ୍କ ସମେତ ୨୦ ହୋମ କ୍ୱାରେଂଟାଇନରେ

ବିଞ୍ଝାରପୁର: ବିଞ୍ଝାରପୁରରେ ଦିନକୁ ଦିନ କରୋନ ସ୍ଥିତି ସଙ୍ଗନ ହେଉଛି । ଜଣେ ହତ୍ୟା ଅଭିଯୁକ୍ତଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଆଜି ବିଞ୍ଝାରପୁର ଥାନା ଆଇଆଇସିଙ୍କ ସମେତ ମୋଟ ୨୦ ଜଣ ପୁଲିସ କର୍ମଚାରୀ ହୋମ କ୍ୱାରେଂଟାଇନରେ ରହିଥିବା ଜଣାପଡିଛି । ଖବର ମୁତାବକ ସୟଦପୁର ପଞ୍ଚାୟତ
Read More...

ଚମ୍ପୁଆରୁ ୨ କରୋନା ପଜିଟିଭ ଚିହ୍ନଟ

ଚମ୍ପୁଆ: ଆଜି ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ମୌାଲାନାଗୁଡା ଅଞ୍ଚଳରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଦୁଇଜଣ ପଶ୍ଚିମ ବଙ୍ଗ ଫେରନ୍ତା । ଲକଡାଉନ୍ କୋହଳ ହେବା ପରେ ସେମବାନେ ପୁନଃ ପଶ୍ଚିମବଙ୍ଗରୁ ଆସି ଏାଂରେ ଏକ ନିର୍ମାଣଧିନ ମାର୍କେଟ କମ୍ପେ୍ଲକ୍ସରେ ରହି କାଠ ମିସ୍ତ୍ରୀ ଭାବେ କାମ
Read More...

ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁ ଘଟଣାର ସିବିଆ ତଦନ୍ତ ଦାବି କରି ଆଜି ୟୋର୍ସ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରଠାରେ ଧାରଣା ଦିଆଯାଇଥିଲା । ଆଦିତ୍ୟ ଦାସ ଜଣେ ସମାଜସେବୀ ଭାବେ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବା ସହ ମଦ ବିରୋଧୀ ଆନ୍ଦୋଳନରେ
Read More...