Browsing Category

ରାଜ୍ୟ

ନବମ ଶ୍ରେଣୀର ନୂତନ ଭୂଗୋଳ ବହିରେ ଭୁଲ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୀଛା ଛାଡୁନି ବିବାଦ । ଚଳିତ ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମ ଶ୍ରେଣୀପାଇଁ ପ୍ରସ୍ତୁତ ହୋଇଥିବା ନୁତନ ଭୂଗୋଳ ବହିରେ ଭୂଲ ଥିବା ନଜରକୁ ଆସିଛି । ଏହି ବହିରେ ୧୮ନଂ ପୃଷ୍ଠାରେ ଓଡିଶାର ଅବସ୍ଥିତି ଓ କ୍ଷେତ୍ରଫଳ ସଂପର୍କରେ…
Read More...

ପୋଷ୍ଟ ଅଫିସରେ ବ୍ୟାଙ୍କ ସେବା

ଚମ୍ପୁଆ : କରୋନା କାଲରେ ଖାତା ଧାରମାନଙ୍କୁ ସହଜରେ ଓ ଶୀଘ୍ର ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ନଜାଇ ଏବେ ପୋଷ୍ଟ ଅଫିସରେ ଏହି ସେବା ଉପଲବ୍ଧ ହୋଇପାରୁଥିବା ଯଣାପଡିଛି । କେନ୍ଦ୍ର ସରକାଙ୍କ ଅନୁମୋଦନ କ୍ରମେ ଡାକ ବିଭାଗର ଏହା ଏଆଇପିଏସ (ଆଧାର ଏନେବ୍ଲ ପେମେଂଟ ସର୍ଭିସ୍) କୁ ବୁଝାଇଥାଏ । ଏହି…
Read More...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ : ଆର୍ଥିକ ଆତଙ୍କବାଦ ହେଉଛି କଳାଧନ ଠୁଳ

କଟକ: ଆର୍ଥିକ ଆତଙ୍କବାଦ ହେଉଛି କଳାଧନ ଠୁଳକରିବା ଏବଂ ଏହାକୁ ଗୋପନ ରଖିବା ପାଇର୍ ହେଉଥିବା ମନି ଲଣ୍ଡରିଂ (ଅନ୍ୟ ପାଣ୍ଠିକୁ ଗୋପନରେ ଚାଲାଣ କରିବା)ହେଉଛି ଆତଙ୍କବାଦ କାର୍ଯ୍ୟ । ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ଏହା ବିପଦ ସୃଷ୍ଟି କରୁଥିବା ବେଳେ ରାଷ୍ଟ୍ରର ନୀତି ଓ ସାର୍ବଭୌମତ୍ୱ ପ୍ରତି…
Read More...

ଆବେଦନର ୨ ବର୍ଷ ପରେ ବି ମିଳୁନି ଗ୍ୟାସ ସଂଯୋଗ

ଯାଜପୁର: କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଉଜ୍ୱଳା ଯୋଜନା ଯାଜପୁର ଜିଲ୍ଳା ଦଶରଥପୁର ଅଂଚଳରେ ଦିଗହରା ହୋଇପଡ଼ିଥିବାର ସାଧାରଣରେ ଅଭିଯୋଗ ହୋଇଛି । ଜାଳେଣୀ ଗ୍ୟାସ ପାଇବା ନିମନ୍ତେ ବହୁ ହିତାଧିକାରୀ ବର୍ଷ ବର୍ଷ ଧରି ଆବେଦନ କରିଥିଲେ ମଧ୍ୟ ପ୍ରଶାସନିକ ଦାୟିତ୍ୱ ହୀନତା ହେତୁ ଏ ପର୍ଯ୍ୟନ୍ତ…
Read More...

ଏମିତି ବି ଆସେ ମୃତ୍ୟୁ

ସାରସକଣା: ଏମିତି ବି ମୃତ୍ୟୁ ଆସିଥାଏ, ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ! ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରୀଆ ଥାନା ଅଞ୍ଚଳରେ । ଜିଲ୍ଲା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ୩ କିମି ଦୂର ଜାଲଦା ନିକଟସ୍ଥ ଏକ ଢାବାରେ ଜଣେ ଟ୍ରକ ଡ୍ରାଇଭରଙ୍କ…
Read More...

ଅମାନିଆଙ୍କୁ ସାବାଡ଼ କଲା ଜିଲ୍ଳା ପ୍ରଶାସନ

ଯାଜପୁର : ଜିଲ୍ଳାରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି । ରବିବାର ଦଶରଥପୁର ବ୍ଲକ୍ ଅଂଚଳରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଖୋଦ ଜିଲ୍ଳାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଳା ସୂଚନା ଓ…
Read More...

ସୁନାଚେନ, ପର୍ସ ଓ ମୋବାଇଲ ଲୁଟ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ଦିନକୁ ଦିନ ବଢିଚାଲିଛି ଅପରାଧ । ପୋଲିସ କରୋନା ମୁକାବିଲା ପାଇଁ କାର୍ଯ୍ୟବ୍ୟସ୍ତ ଥିବା ବେଳେ ଅପରାଧି ମାନେ ଏହାର ସୁଯୋଗନେଇ ଅପରାଧ ଘଟାଉଥିବାର ଦେଖାଯାଉଛି । ସୂଚନା ମୁତାବକ ଆଜି ସକାଳ ୫.୫୫ ମିନିଟ ସମୟରେ ବାରିପଦା ରଘୁନାଥପୁର…
Read More...

ଆମ୍ବୁଲାନ୍ସରେ ଛଟପଟ ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: କରୋନା ଯୋଗୁଁ ମରିଯାଇଛି ମାନବିକତା । କରୋନା ସଂକ୍ରମଣରୁ ବଳି ପଡିଛି ରୋଗୀଙ୍କ ପ୍ରତି ମନୋଭାବ । ଗଞ୍ଜାମ ଜିଳ୍ଲା ବାସୀଙ୍କ ପ୍ରତି ଏଭଳି ମନୋଭାବ ସଂଘାତିକ ରୁପନେବାକୁ ବସିଲାଣି । ଜୀବନ ବଞ୍ଚେଇବା ପାଇଁ ଗୋଟିଏ ହସପିଟାଲରୁ ଆଉଗୋଟେ ହସପିଟାଲକୁ ବାପାଙ୍କୁ ଧରି ଘୁରି ବୁଲୁଥିଲେ…
Read More...

ଡା.ତାପ୍ତି ପଣ୍ଡାଙ୍କ ମହାନତା

ବ୍ରହ୍ମପୁର:ନ୍ୟୁୟର୍କରେ ରହୁଥିବା ପ୍ରବାସୀ ଡାକ୍ତର ତାପ୍ତି ପଣ୍ଡା ବ୍ରହ୍ମପୁର ମହାନଗର ନିଗମ କର୍ତୃପକ୍ଷଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେ ୧୫ଲକ୍ଷ ଟଙ୍କା ମୂଲ୍ୟର ଆଧୁନିକ ସ୍ୱାବ୍ ସଂଗ୍ରହ ଓ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ବିଏମ୍ସିକୁ ପ୍ରଦାନ କରିଛନ୍ତି । ଓଡିଶାବାସୀଙ୍କ ପାଇଁ ସେ ସେବାର…
Read More...

ବିଦ୍ୟୁତ ଖୁଂଟିରୁ ଖସି କର୍ମଚାରୀଙ୍କ ମୃତ୍ୟୁ

ଭଦ୍ରକ: ବିଦ୍ୟୁତ ଖୁଂଟିରେ ଚଢି କାମକରୁଥିବା ସମୟରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ଗାଁର ଜ୍ଞାନଜିତ ଦାସ । ସେ ନେସ୍କୋ ଯୁବଲିଟର ଭଦ୍ରକ ପାୱାରହାଉସରେ କାର୍ଯ୍ୟରତ ଥିଲେ । ବିଳମ୍ବିତ…
Read More...