Browsing Category

ରାଜ୍ୟ

କୋଭିଡ ନିୟମ କୁ କଲେ ଫୁ : ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁଲିସର ଚଢାଉ

ଖଲିକୋଟ – ଗଞ୍ଜାମରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଥିବା ବେଳେ ଲେକେ କିନ୍ତୁ ଚେତୁ ନାହାନ୍ତି । କୋଭିଡ୍ କଟକଣା କୁ ନମାନି ଶତାଧିକ ଲୋକଙ୍କ ସମାଗମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଚାଲିଥିବା ଆୟୋଜନକୁ ପଣ୍ଡ କରିଛି ପୁଲିସ । ପୁଲିସକୁ ଦେଖି ଛତ୍ର ଭଙ୍ଗ ଦେଲେ…
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱରେ- ରାଜ୍ୟରେ ପୁଣି କରୋନାରେ ନେଲା ଆଉ ୪ ଜୀବନ । ମୃତକଙ୍କ ଘର କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମ ରହିଛି । ସେମାନଙ୍କ ବୟସ ଯଥାକ୍ରମେ ୭୧, ୭୧,୮୦, ୪୦,ବର୍ଷ ରହିଛି । ମୃତ୍ୟୁବରଣ କରିଥିବା କଟକର ୭୧ ବର୍ଷୀୟ ବୃଦ୍ଧ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିଲେ । ସେହିପରି…
Read More...

ରାଜ୍ୟରେ ନୂଆ ୫୪୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହେଲେ ନୂଆ ୫୪୩ କରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୮୯ ଲୋକାଲ କେସ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୮୮, ଖୋର୍ଦ୍ଧା ୮୭, କଟକ ୩୯, ଗଜପତି ୨୯, ରାୟଗଡା ୨୪, କେନ୍ଦୁଝର ଓ…
Read More...

ସମ୍ବାଦିକଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର- ସୋମବାର ଉତ୍କଳ ସମ୍ବାଦିକ ସଂଘ-୩ ପକ୍ଷରୁ ଆୟୋଜନ କରାଯାଇଛି ଶୋକସଭା । ଏଥିରେ ବିଭୂତି କର, ଭଗବତ ତ୍ରୀପାଠି , ନୃସିଂହ ଦାସ, ବୈଷ୍ଣବ ଜେନା, ରମେଶ ମହାନ୍ତି,ଇତ୍ୟାଦି ଯୋଗ ଦେଇ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନିଜେ ପ୍ରଥମେ ବଂଚିବା , ନିଜେ ବଂଚିଲେ ହି ସମାଜ…
Read More...

୧୮ପର୍ଯ୍ୟନ୍ତ ଭିସୁଟ ବନ୍ଦ

ସମମ୍ବଲପୁର: ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଭିସୁଟ) କୁଳପତି ସଟଡାଉନ ଘୋଷଣା କରିଛନ୍ତି । ଜଣେ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବାପରେ କୁଳପତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ୫ଜଣ କର୍ମଚଚାରୀ କୋରୋନା…
Read More...

ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ଓପିଡି ବନ୍ଦ

ଭୁବନେଶ୍ୱର- ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ଓପିଡି ୨ ଦିନ ଧରି ବନ୍ଦ ରହିବ । ଜଣେ ଡାକ୍ତରଙ୍କ ପୁଅ କରୋନା ପଜିଟିଭ ପରେ ଏଭଳି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ । ଡାକ୍ତରଙ୍କ ସହ ମିଳାମିଶା କରିଥିବା ୬ ଜଣ ଡାକ୍ତରଙ୍କୁ ହୋମ କ୍ୱାରେନଂଟାଇନ ପଠାଯାଇଛି । ମେଡିକାଲକୁ ସଂପୂର୍ଣ୍ଣ ରୂପେ…
Read More...

କରୋନା ଚିହ୍ନଟ ପରେ ଜେ.କେ.ପୁରବାସୀ ଛାନିଆ

ରାୟଗଡା– ରାୟଗଡା ସହର କସ୍ତୁରୀ ନଗରର ଜଣେ ୭୨ ବର୍ଷ ବୃଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ଖବର ଆସିବା ପରେ ଜେ.କେ.ପୁର ବାସିନ୍ଦା ଛାନିଆ ହୋଇଯାଇଛିନ୍ତି । ଆକ୍ରାନ୍ତ ଜଣକ ପୂର୍ବରୁ ଜେ.କେ.ପେପର ମିଲରେ କାର୍ଯ୍ୟରତ ଥିଲେ । ସେ କିଛି ଦିନ ତଳେ ଜେ.କେ.ପୁର ତୁଲସମା କଲୋନୀରେ ଥିବା ନିଜ…
Read More...

ସିଆରପିଏଫ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡା– ରାୟଗଡା ସହର ଓଏମପି ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରିଜର୍ଭ ପୋଲିସ କ୍ୟାମ୍ପ ଏବଂ ତାହାର ଆଖ ପାଖ ଅଚଂଳରେ ସିଆରପିଏଫ ତରଫରୁ ୫୦୦ ବୃକ୍ଷରୋପଣ କରାଯାଇଥିଲା । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଂଟ…
Read More...

ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା – ରାୟଗଡା ଜିଲ୍ଲାରେ ପୁଣିଥରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ୍ କରି ରାୟଗଡା ଜିଲ୍ଲାରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସୂଚନା ପରେ ଡା.ନାୟକ…
Read More...

ଦଶରଥପୁରରେ ୨୫୦ ଡେଇଁଲା କରୋନା

ଦଶରଥପୁର: କରୋନାର ପ୍ରଭାବ ଜିଲ୍ଳାରେ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ସୁଦ୍ଧା ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଂଚିଛି । ରବିବାର ନୂତନ ଭାବେ ଚିହ୍ନଟ ହୋଇଥିବା ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ…
Read More...