Browsing Category

ରାଜ୍ୟ

କମ୍ ବର୍ଷା ଯୋଗୁଁ ବଢିଛି ଚାଷୀର ମୁଣ୍ଡବ୍ୟଥା

ଭୁବନେଶ୍ୱର : ଉପକୂଳ ଜିଲ୍ଲାମାନଙ୍କରେ ନିଅଂଟିଆ ବର୍ଷା ଏବେ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ଜୁନ୍ ମାସରେ କମ୍ ବର୍ଷା ରେକର୍ଡ କରାଯାଇଥିଲା । ଏବେ ଜୁଲାଇର ୯ତାରିଖ ପର୍ଯ୍ୟନ୍ତ ମଧ୍ୟ ଉପକୂଳରେ ଅଭାବୀ ବର୍ଷା ଦେଖାଦେଇଛି । ଆସନ୍ତା ୨ସପ୍ତାହ ମଧ୍ୟ ଉପକୂଳରେ ବିଶେଷ ବର୍ଷା
Read More...

ରାଜ୍ୟ ସରକାରଙ୍କ ଦୁଇବର୍ଷ ନିଯୁକ୍ତି ବନ୍ଦ ନିଷ୍ପତି କୁ ବିରୋଧ

ଧର୍ମଗଡ: କରୋନାମହାମାରୀ ଅର୍ଥିକ ସଂକଟକୁ ଦେଖି ରାଜ୍ୟସରକାରନେଇଥିବା ଦୁଇବର୍ଷସରକାରୀ ନିଯୁକ୍ତି ବନ୍ଦ ନିଷ୍ପତିକୁ ଦୃଢବିରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବକଂଗ୍ରେସ । ଏହି ପରିପ୍ରକ୍ଷୀରେ ଆଜି କଳାହାଣ୍ଡିଜିଲ୍ଲା ଯୁବକଂଗ୍ରେସ ପକ୍ଷରୁଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି
Read More...

ମାନବିକତା ଆଗରେ ହାର ମାନିଲା କରୋନା

ଭୁବନେଶ୍ୱର: ଏହି ବ୍ରତକୁ ୧୭ବର୍ଷ ଧରି ଆପଣାଇ ରାଜ୍ୟର ପ୍ରଥମ ପାରିବାରିକ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି ସ୍ମାର୍ଟ ସିଟି ଭୁବନେଶ୍ୱରର ଭୀମଟାଙ୍ଗି ନିବାସୀ ଗୋପୀ ମୋହନ ପଟ୍ଟନାୟକ । ପ୍ରତିବର୍ଷ ଜୁଲାଇ ୪ ତାରିଖରେ ନିଜର ବିବାହ ବାର୍ଷିକୀ ଉତ୍ସବରେ ବନ୍ଧୁ, ବାନ୍ଧବ, ଗୁରୁଜମାନଙ୍କୁ
Read More...

ସର୍ବନିମ୍ନ ମଜୁରୀ ଦାବୀ କରିବାରୁ କୃଷି ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ସି.ପି.ଆଇ.ର ନିନ୍ଦା

ବାରିପଦା : ମୟୂରଭ ଜିଲ୍ଲାରେ କୃଷି କ୍ଷେତ୍ରରେ କାମ କରି ଜିବିକା ନିର୍ବାହ ଦୁର୍ବିସହ ହୋଇପଡିଛି । ଏମାନଙ୍କୁ ଦୈନିକ କେତେକ କ୍ଷେତ୍ରରେ ୧୦୦ଟଙ୍କାରୁ କମ ମଜୁରୀରେ କାମ କରିବାକୁ ବାଧ୍ୟ କରାଯାଉ ଥିବା ଭଳି ଘଟଣା ପଦାକୁ ଆସିଛି । ସାରସକଣା ବ୍ଲକ ଅନ୍ତର୍ଗତ ଭୁରୁଷାଣି ଗ୍ରାମପଂଚାୟତର
Read More...

ସମାଜସେବା ସଂଘ ଦ୍ୱାରା ମାସ୍କ ବଂଟନ

ବାରିପଦା: ସମାଜ ସେବା ସଂଘ ବାରିପଦା ଦ୍ୱାରା ଗତ ୯ ତାରିଖ ଦିନ ବାରିପଦାର ଲକ୍ଷ୍ମୀପୋଷୀ ଠାରେ ୫୦୦ ମାସ୍କ ବଂଟନ ସହିତ କରୋନା ବାବଦରେ ଲୋକଙ୍କୁ ସଚେତନା କାର୍ଯ୍ୟକ୍ରମ କରାଯାଇଥିବାର ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୋଷୀ ଗ୍ରାମ ପଂଚାୟତର ସରପଂଚଙ୍କ ସହିତ ଉତର ଓଡିଶା ବିଶ୍ୱ
Read More...

ଚିନ୍ତା ବଢାଉଛନ୍ତି ଶ୍ରମିକ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ବିଗିଡିବା ସହ ଭୟଙ୍କର ରୁପ ଧାରଣ କରିବାକୁ ବସିଛି । ବିଶେଷ କରି ଚମ୍ପୁଆ ଉପଖଣ୍ଡର ବଡବିଲ ସହର ହଟସ୍ପଟ୍ ହୋଇଯାଥିବା ବେଳେ, ପ୍ରଶାସନିକ କଟକଣା ସତ୍ୱେ ଲୋକମାନେ ସଚେତନ ହୋଇନାହାନ୍ତି । ପ୍ରତ୍ୟେକ ଦିନ ସାଧାରଣ ଜନତା ସ୍ୱାସ୍ଥ୍ୟ
Read More...

ଆମ୍ବୁଲାନ୍ସ ନେଲାନି ଛଟପଟ ହୋଇ ଜୀବନ ହାରିଲେ ବାପା

ବ୍ରହ୍ମପୁର- ୨୦ ଘଂଟା ଧରି ଗଛ ମୂଳରେ ଛଟପଟ ହୋଇ ପ୍ରାଣ ହରାଇଲେ ରୋଗୀ । ଲୋକେ ଦେଖିଲେ, ମେବୋଇଲରେ ଫଟୋ ଭିଡିଓ ଉଠାଇଲେ, ଆମ୍ବୁଲାନ୍ସ ମଧ୍ୟ ଆସିଲା କିନ୍ତୁ କରୋନା ରୋଗୀ ହୋଇଥିବା ଆଶଙ୍କା କରି ହସ୍ପିଟାଲକୁ ନେଲେନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଶ୍ରୀରାମନଗର ଅଂଚଳରେ
Read More...

ଜଟଣୀ ବିଏସ୍ଏଫ୍ କ୍ୟାମ୍ପର ୨ ଯବାନଙ୍କୁ କରୋନା

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା କ୍ୟାମ୍ପରେ ୨ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି । ଜଟଣୀ ବିଏସ୍ଏଫ୍ କ୍ୟାମ୍ପରେ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ ହୋଇଥିବା ବେଳେ ୨ଜଣ ଯବାନ କରୋନା ସଂକ୍ରମିକ ହୋଇଥିବା ଜଣାପଡିଛି ।
Read More...

ଦୁଇ କ୍ୟାଡର ନକ୍ସଲଙ୍କ ଆତ୍ମସର୍ମଣ

ମାଲକାନଗିରି- ମାଲକାନଗିରି ଏସ୍ପିଙ୍କ ନିକଟରେ ରବିବାର ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଲାକେ ପୁନମ(ମହିଳା) ଓ କାନ୍ନା ମାଢି (ପୁରୁଷ) । ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍ କମିଟି ମିଲିଟାରୀ ପ୍ଲାଟୁନରେ କାର୍ଯ୍ୟରତ ଥିଲେ । କାନ୍ନାଙ୍କ ମୁଣ୍ଡରେ ୪ଲକ୍ଷ
Read More...

ସୋମବାରଠୁ କଟକ ସହରରୁ ହଟିବ ସଟଡାଉନ୍

କଟକ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟଡାଉନ୍ ସୋମବାରଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟ୍ଡାଉନ୍ ହଟିବା ନେଇ ନିଷ୍ପତି ହୋଇଥିବା କୁହାଯାଇଛି । ହେଲେ ସନ୍ତାହରେ ଶନିବାର ଓ ରବିବାର
Read More...