Browsing Category

ରାଜ୍ୟ

ଏବେ ଜିଲ୍ଲା-ଜିଲ୍ଲା ମଧ୍ୟରେ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବଢି ଯାଇଛି । ସଂକ୍ରମଣ ଭୟ ଏବଂ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ଏବେ ଜିଲ୍ଲା ଜିଲ୍ଲା ମଧ୍ୟରେ ବାସନ୍ଦ କଟକଣା ଜାରୀ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା,
Read More...

‘ଏକାମ୍ର ଯୋଜନା’ ଲାଗି ମିଳିଲା ଆଉ ୨୫ କୋଟିି

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତୀକରଣ ତଥା ‘ଏକାମ୍ର ଯୋଜନା’ କାର୍ଯ୍ୟ ଆଉ ପାଦେ ଆଗେଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ରାଜ୍ୟ ପୂର୍ତ ବିଭାଗ ପକ୍ଷରୁ ଆଜି ୨୫ କୋଟି
Read More...

ବିପୁଲ ଗାର୍ଡେନରେ ବନ ମହୋତ୍ସବ

ଭୁବନେଶ୍ୱର: ଘାଟିକିଆସ୍ଥିତ ବିପୁଲ ଗାର୍ଡେନ୍ତ୍ର ଆବାସିକ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଦେବବ୍ରତ ସ୍ୱାଇଁ ଓ ରାଜ୍ୟ ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ
Read More...

ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର: ୟୁ.ଜି.ସି.ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତି ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ
Read More...

ଟ୍ରକ୍କୁ ପଛରୁ ପିଟିଲା ବାଇକ୍, ୨ ମୃତ

ଧାମରା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ପତ୍ରାପାଲିରେ ଆଜି ରାତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ କୁଚିଣ୍ଡା ଥାନା ହାଡ଼ିପାଲି ଗାଁର ଆଶିଷ ଛତ୍ରିଆ ୧୯ ଓ
Read More...

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ଅଖିଳ ଭାରତ କୃଷକ ସଭା (ଏଆଇକେଏସ୍) ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ (ବିକେଏମୟୁ) ପକ୍ଷରୁ ଆଜି ଭୁବନେଶ୍ୱରଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଜୟନ୍ତ
Read More...

ଖରସ୍ରୋତା ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ବିଶ୍ୱ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁବୋଧ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ରୋଟାରୀ କ୍ଲବ ପକ୍ଷରୁ ମାକ୍ସ ବଂଟନ

ଭୁବନେଶ୍ୱର: ଜନସାଧାରଣଙ୍କୁ କରୋନାର ଭୟବହତା ଉପରେ ସଚେତନତା ଓ ମାକ୍ସକୁ ନିଶ୍ଚିନ୍ତ ପିନ୍ଧିବା ଉଦେଶ୍ୟରେ ରୋଟାରୀ କ୍ଲବ, ଭୁବନେଶ୍ୱର ଉକ୍ରଳ ପକ୍ଷରୁ ଆଜି ଅପରାହ୍ନରେ ଶ୍ରୀ ଅରବିନ୍ଦ ନଗର ବାସିନ୍ଦାମାନଙ୍କୁ ମାକ୍ସ ବଂଟନ କରାଯାଇଥିଲା । କ୍ଲବର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ଆବାସିକ
Read More...

ବିଜୁ ଛାତ୍ର ଜନତା ଦଳର ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର

ଭୁବନେଶ୍ୱର : ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ମହାମାରୀ କନୋରା ସମୟରେ ସାମାଜିକ ଦୂରତା ବଜାୟ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ବସନ୍ତିଆଙ୍କ ନେତୃତ୍ୱରେ ୯ ଏବଂ ୧୦ ତାରିଖ
Read More...

ଆର୍ଥିକ ସ୍ଥିତି ନେଇ ରାଜ୍ୟକୁ ଅବଗତ କରନ୍ତୁ ସରକାର : ନିରଞ୍ଜନ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସବାର୍ତା ମାଧ୍ୟମରେ ରାଜ୍ୟର ସାଂପ୍ରତିକ ଆର୍ଥିିକ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । କୋଭିଡ଼୍କୁ ନେଇ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ନାମରେ ଯେଉଁ
Read More...