Browsing Category

ରାଜ୍ୟ

ବିଞ୍ଝାରପୁର ଫେରିଲେ ୩୪୦୪ ପ୍ରବାସୀ

ବିଞ୍ଝାରପୁର: ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଓଡିଆ ଶ୍ରମିକ ଓ ତାଙ୍କ ପରିବାର ଘରକୁ ଫେରୁଥିବା ବେଳେ ବିଞ୍ଝାରପୁର ବ୍ଲକକୁ ବୁଧବାର ସୁଦ୍ଧା ୩୪୦୪ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୨୯୫୮ ଜଣ ପୁରୁଷ, ୩୦୬ଜଣ ମହିଳା ଓ ୧୦୪ଜଣ ଶିଶୁ ଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ
Read More...

ମନରେଗା ଯୋଜନାରେ କାମ ଦେବା ପାଇଁ ଦାବୀ

ଭୁବନେଶ୍ୱର: ଜଙ୍ଗଲରେ ବାସ କରୁଥିବା ଗରିବ ଅଧିବାସୀ ଓ ଆଦିବାସୀମାନଙ୍କୁ ଜାତୀୟ ନିଶ୍ଚିତ କାର୍ଯ୍ୟ ନିଯୁକ୍ତି ଯୋଜନାରେ ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଓ ଜଙ୍ଗଲର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତି ଦେବା ପାଇଁ, ମାସିକ ୭୫୦୦ ଟଙ୍କା ଆର୍ଥିକ ସହାୟତା ଦେବା ଓ ଡିସେମ୍ବର ମାସ
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ

ବାଲିକୁଦା: ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମୃତକ ଜଣକ ହେଉଛନ୍ତି ବାଲିକୁଦା ଥାନା, ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଂଚାୟତ ତେନ୍ତୁଲିବେଲାରୀ ଗାଁର ତରଣି ଖୁଣ୍ଟିଆଙ୍କ ସାନ ପୁଅ ବଳିଆ ଓରଫ୍ ବଳରାମ(୨୨)
Read More...

ଅଗଷ୍ଟ ୮ରେ ପରବର୍ତି ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି । ମହାନଦୀ ସହିତ ଜଡିତ ମୁଖ୍ୟ ପ୍ରସଙ୍ଗ ଗୁଡିକୁ ଚୁଡାନ୍ତ କରିଥିଲେ ଟ୍ରିବ୍ୟୁନାଲ । ୪୦ରୁ ଅଧିକ ପ୍ରସଙ୍ଗ ଚୂଡାନ୍ତ ହୋଇଥିବା ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି । ଓଡିଶା
Read More...

ମୃତିକା ବିଜ୍ଞାନ ବିଭାଗର ପ୍ରଫେସରଙ୍କୁ କରୋନା

ଭୁବନେଶ୍ୱର: ଓୟୁଏଟି କୃଷି କଲେଜ ଅଧୀନସ୍ଥ ମୃତିକା ବିଜ୍ଞାନ ବିଭାଗର ଜଣେ ପ୍ରଫେସର କରୋନା ସଂକ୍ରମିତ ହୋଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଓୟୁଏଟିକୁ ସିଲ୍ କରିନଥିବାରୁ ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ ମହଲରେ ଅସନ୍ତୋଷ ଦେଖା ଦେଇଛି । କର୍ମଚାରୀ ମାନେ ବିଦ୍ୟାଳୟକୁ
Read More...

ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ୱର: କରୋନା ଭଳି ସଂକଟ ସମୟରେ ମଣିଷ ଜୀବନ ଓ ଜିବିକା ଭିତରେ ଜିବିକାକୁ ବାଛୁଥିବା ବେଳେ , ସରକାର କିନ୍ତୁ ଦରମାରେ ପାତରଅନ୍ତର କରୁଛନ୍ତି ବୋଲି ଓଡିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛିି । । ସ୍ଥାୟୀ ନିଯୁକ୍ତି ନେଇ ଦୀର୍ଘ ବର୍ଷର ଦାବିକୁ ଏଡାଇ ଚାଲଛନ୍ତି
Read More...

କୁଳପତି ପଦବି ପାଇଁ ୩୬୪ ଜଣ ଆବେନଦକାରୀ

ଭୁବନେଶ୍ୱର: ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୂଳପତି ପଦବି ପାଇଁ ୩୬୪ ଜଣ ଆବେଦନ କରିଛନ୍ତି । ଖଲିକୋଟ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ,ଗଙ୍ଗାଧର ମହିଳା ବିଶ୍ୱବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ,ଫକୀର ମୋହନ ବିଶ୍ୱବିଦ୍ୟାଳୟ,ଓ ଉତର ଓଡିଶା ବିଶ୍ୱବିଦ୍ୟାଳୟ ନୂଆ
Read More...

ସ୍ଥାନାନ୍ତର ହୋଇନି ଶାଳଗ୍ରାମ?

ପୁରୀ: ରତ୍ନ ସିଂହାସନର ପଦ୍ମ ପାଖୁଡାରୁ ପଥର ଅପସାରଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନି । ଏମିତି ସମୟରେ ପୁଣି ଏକ ଚାଂଚଲ୍ୟକର ଅଭିଯୋଗ ସାମ୍ନାକୁ ଆସୁଛି । ମହାପ୍ରଭୁଙ୍କ ସିଂହସନ ପଛ ଭାଗ ଚଟାଣରେ ଏକାଧିକ ଗର୍ତି କରାଯାଇଥିବା ଅଭିଯୋଗ ହୋଇଛି । ଏହି ଗାତ ହୋଇଛି ଓ ପରେ ସିମେଂଟ ଓ କାମ ରଙ୍ଗ
Read More...

କୁମ୍ଭୀର ଟାଣିନେଲା ଯୁବକଙ୍କୁ

ରାଜନଗର: କେନ୍ଦ୍ରପଡ଼ା ଜିଲ୍ଳା ରାଜନଗର ବ୍ଲକ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାଉଁଶଗଡ଼ ନଦୀରେ ମଙ୍ଗଳବାର ଜଣେ ଯୁବକଙ୍କୁ କୁମ୍ଭୀର ଟାଣିନେଇ ମାରିଦେଇଛି । ହାତଗୋଡ଼ ନ ଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସାତଭାୟୀ ଗ୍ରାମର ରଞ୍ଜନ ମହାନ୍ତି (୩୫) । ରଞ୍ଜନ
Read More...

ଶ୍ରମିକଙ୍କୁ ପ୍ରର୍ଯ୍ୟାପ୍ତ କାମ ଯୋଗାଇ ଦେବାକୁ ଦାବି

ବାରିପଦା: ପେସା ଗ୍ରାମସଭା ପକ୍ଷରୁ ମୟୂରଭ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ସେମାନଙ୍କର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଜିଲ୍ଲାରେ ଶ୍ରମିକ ଭାବରେ କାମ କରି ଆସୁଥିବା ଏବଂ ବାହାରୁ ଫେରିଥିବା ଦାଦନ ଶ୍ରମୀକ ମାନଙ୍କୁ ଜିଲ୍ଲାରେ
Read More...