Browsing Category

ରାଜ୍ୟ

ଓଡ଼ିଶାରେ ଜିଓର ୧କୋଟି ୨୩ଲକ୍ଷ ଗ୍ରାହକ

ଭୁବନେଶ୍ୱର: ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦
Read More...

ଜିଲ୍ଲା ହାତିଶାଲପଡା ଲକ୍ଷ୍ମୀ ଅଚଂଳ କଂଟେନ୍ମେଂଟ ଘୋଷିତ

ବଲାଙ୍ଗୀର: ଜିଲ୍ଲାରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେଥିପାଇଁ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।ଆଜି ସ୍ଥାନୀୟ ହାତୀଶାଲପଡାରେ ୧୪ ଜଣ କରୋନା ଚିହ୍ନଟ ହେବା ପରେ ସାରା ସହରରେ କରୋନା ସଂକ୍ରମଣ ନେଇ
Read More...

ପୃଥିବୀ ଉପରେ ଗ୍ରହାଣୁ ମାଡ ସମ୍ଭାବନା ନାହିଁ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ପୃଥିବୀ ନଷ୍ଟ ହୋଇଯିବ ଏଭଳି ଏକ ଭୟାନକ କଥା ବାରମ୍ବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ସଧାରଣ ଲୋକମାନେ ଭୟଭୀତ ହେବା ସହ ସେମାନଙ୍କ ମନରେ ସ୍ୱତଃ ପ୍ରଶ୍ନ ସୃଷ୍ଟି ହେଉଛି । ଏଭଳି ଆଶଙ୍କାକୁ ନେଇ ୨୦୧୬ ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାର ଗରିବଙ୍କ ସେବା କରିବା : ଧର୍ମେନ୍ଦ୍ର

ଭୁବନେଶ୍ୱର: କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ସଂସ୍କାର ଗରିବ ତଥା ମଧ୍ୟବିତଙ୍କ ସେବା କରିବା ବୋଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିବୃତି ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ
Read More...

୩ରେ ଶ୍ରମିକ ସଂଗଠନର ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧି, ଜନ ବିରୋଧି ଓ ଦେଶ ବିରୋଧି ନୀତି ବିରୁଦ୍ଧରେ ଆସନ୍ତା ୩ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେ଼ରେସନମାନେ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏହି
Read More...

ବୁର୍ଲା ଭିସୁଟ୍ ସିଲ୍

ସମ୍ବଲପୁର: କରୋନା ପାଇଁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟକୁ ସିଲ୍ କାରଯାଇଛି । ଅଧ୍ୟାପିକାଙ୍କ ସ୍ୱାମୀ କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । କୁଳପତି ସମସ୍ତ ବିଭାଗକୁ ସାନିଟାଇଜ୍ କରିବାକୁ ବୁର୍ଲା ଅଗ୍ନିଶମ ବିଭାଗକୁ ଚିଠି ଲେଖିଛନ୍ତି ।
Read More...

୨୯ ବି.ଏସ୍ .ଏଫ୍ ଯବାନଙ୍କୁ କରୋନା

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ ୩୬ କରୋନା ପଜିଟିଭ୍ ମଧ୍ୟରୁ ୨୯ଜଣ ବି.ଏସ୍ .ଏଫ୍ ଜବାନ ଥିବା ଜଣାପଡିଛି । ଏଥି ମଧ୍ୟରୁ ୩ଜଣ ହୋମ୍ କ୍ୱାରେଂଟାଇନ୍ ର ହୋଇଥିବା ବେଳେ ୪ଜଣ କ୍ୱାରେଂଟାଇନ୍ ସେଂଟରର ହୋଇଥିବା ନେଇ ମାଲକାନାଗିରି ଜିଲ୍ଲାପାଳ ଟ୍ୱିଟ କାରି ସୂଚନା ଦେଇଛନ୍ତି । ଯବାନମାନେ
Read More...

ବନ୍ଦ ହେଲା କାଉଡି ଯାତ୍ରା

ଭୁବନେଶ୍ୱର: ବୋଲବମ୍ ହର ହର ବମ୍, ଭୋଲା ବାବା ପାର କରେଗା’ । ଏଥର ଶ୍ରାବଣରେ ଏ ଶବ୍ଦ ରାଜରାସ୍ତାରେ ଶୁଭିବନି । ଗେରୁଆ ବସ୍ତ୍ର ଘଂଟ,ଘଂଟି ଓ ଘାଗୁଡି ପିନ୍ଧି କାନ୍ଧରେ ପାଣିଭାର ନେଇ ଯାଇଥିବା କାଇଡିଆଙ୍କ ଲମ୍ବା ଧାଡି ବି ଦେଖିବାକୁ ମିଳିବନି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି
Read More...

ଚୋରା ଚାଲଣ ବେଳେ ନକଲି ଜର୍ଦ୍ଧା ଜବତ

ଭଦ୍ରକ: ଚୋରା ଚାଲଣ ବେଳେ ନକଲି ଜର୍ଦ୍ଧା ଯବତ କରିଛି ଭଦ୍ରକ ପୁଲିସ । ଚୋରା ବେପାରି ବେଆଇନ୍ ଭାବେ ଏହି ନକଲି ଜର୍ଦ୍ଧା ଚନ୍ଦନବଜାର ଅଂଚଳର ଦୋକାନୀଙ୍କୁ ଦେଉଥିବା ଖବର ପୁଲିସ ପାଇଥିଲା । ଚଢାଇ ବେଳେ ଚୋରାବେପାରୀ ଘଟଣାସ୍ଥଳରୁ ଗାଡି ସହ ଖସିଯିବା ହେତୁ ପୁଲିସ ନକଲି ଜର୍ଦ୍ଧା ସହ
Read More...

ତେଲ ଟ୍ୟାଙ୍କର ଦୁର୍ଘଟଣାରେ ୨ ଗୁରୁତର

ଜି.ଉଦୟଗିରି: ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ଗଛରେ ପିଟିହୋଇ ଯିବାରୁ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ତେଲ ଟ୍ୟାଙ୍କରଟି ବାଲିଗୁଡାରୁ ଜଟଣୀ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଡ୍ରାଇଭର ଓ ହେଲପର କୁ ଗୁରୁତର ଅବସ୍ଥାରେ ଜି.ଉଦୟଗିରି ଡାକ୍ତରଖାନାରେ ଭର୍ତି କାରଯାଇଛି ।
Read More...