Browsing Category

ରାଜ୍ୟ

ରଥଉପରେ ସୁନାବେଶରେ ଦାରୁବ୍ରହ୍ମ

ପୁରୀ: ନବଦିନାତ୍ମକ ଘୋଷ ଯାତ୍ରା ଶେଷ କରି ସିଂହଦ୍ୱାରରେ ରଥ ଉପରେ ସୁନାବେଶରେ ଆଜି ଦର୍ଶନ ଦେଇଛନ୍ତି ଦାରୁବହ୍ମ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବହୁଡା ଯାତ୍ରା ପରି ଭକ୍ତ୍ ଶୁନ୍ୟ ଶୀ୍ରକ୍ଷେତ୍ରରେ ମହାବାହୁ ରଥ ଉପରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଛନ୍ତି । ଆଜି ଅପରାହ୍ନ ୩ଟାରୁ…
Read More...

ରକ୍ତଭଣ୍ଡାର ଶାଖା ପକ୍ଷରୁ ୧୧୧ ୟୁନିଟ ରକ୍ତ ଦାନ

ଭୁବନେଶ୍ୱର: ଭସେନା ର ପ୍ରତିଷ୍ଠା ଦିବସ ଅବସରରେ ସେନା ପକ୍ଷରୁ ଆରମ୍ଭ କରାଯାଇଥିିବା ରକ୍ତଭଣ୍ଡାର ଶାଖା ପକ୍ଷରୁ ଅଦ୍ୟାବଧି ମୋଟ ୧୧୧ ୟୁନିଟ ରକ୍ତ ଭିଭିନ୍ନ ସମୟରେ ଅସହାୟ ରୋଗୀମାନଙ୍କୁ ଦାନ କରାଯାଇଥିବାର ଜଣାଯାଇଛି । ମୟୂରଞ୍ଜ ଜିଲ୍ଲା ବାରିପଦାର ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ…
Read More...

ସୁପ୍ରିମକୋର୍ଟଙ୍କ ଉଦବେଗ ବର୍ଷ ବର୍ଷ ଧରି ଗଡୁଛି କ୍ରିମିନାଲ୍ ଅପିଲ୍ ମାମଲା : ଆକ୍ସନ୍ ପ୍ଲାନ୍ ପାଇଁ ହାଇକୋର୍ଟଙ୍କୁ…

କଟକ: ବିଗତ ୩୦ ବର୍ଷ ଧରି ବିଭିନ୍ନ ହାଇକୋର୍ଟରେ କ୍ରିମିନାଲ୍ ଅପିଲ୍ ପିଟିସନ୍ଗୁଡ଼ିକ ଗଡ଼ୁଛି । ଓଡ଼ିଶା ହାଇକୋର୍ଟ ସମେତ ଦେଶର ୧୦ଟି ହାଇକୋର୍ଟରେ ଗତ ୩୦ ବର୍ଷ କିମ୍ବା ତବୁଦ୍ଧ୍ୱର୍ ସମୟ ଧରି ମୋଟ ୧୪ ହଜାର ୪୮୪ଟି କ୍ରିମିନାଲ୍ ଅପିଲ୍ ମାମଲା ଶୁଣାଣି ପାଇଁ ରହିଛି । ସେହିପରି, ୩୦ ହଜାର…
Read More...

୭୬ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ

ବାରିପଦା: ବୁଧବାର ମୟୂରଞ୍ଜ ଜିଲ୍ଲାରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସୁପାରିଶ କ୍ରମେ ଜିଲ୍ଲା ମେଡିକାଲ ବୋର୍ଡ ଆୟୋଜିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ତତ୍ୱାବଧାନରେ ଏବଂ ପ୍ରତିଜ୍ଞା…
Read More...

କରୋନାକୁ ହରାଇଲା ୪ ବର୍ଷର ଶିଶୁ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ଏସିର ଜଣେ ବ୍ୟବସାୟୀଙ୍କ କରୋନାରେ ଗତମାସ ୨୦ ତାରିଖରେ ମୃତ୍ୟୁ ହୋଇଥିଲା । ତାଙ୍କଠାରୁ ସଂକ୍ରମିତ ହୋଇ ୪ ବର୍ଷର ଶିଶୁ ପୁତ୍ର ସହ ପରିବାରର ଆଉ ଚାରିଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ହେଉଥିଲେ । ଗୋଟିଏ ଦିନରେ ଏହି ପରିବାରର…
Read More...

ପୋଲ ନିର୍ମାଣର ୨ ବର୍ଷ ପରେ ମଧ୍ୟ ସଂଯୋଗୀକରଣ ରାସ୍ତା ନାହିଁ

ଚମ୍ପୁଆ: ବ୍ଲକ କର୍ଯ୍ୟାଳୟ ସହିତ ପଂଚାୟତବାସୀଙ୍କୁ ଯୋଡିବା ପାିଁଇଁ ସରକାର ଆମ ଗାଁ ଆମ ବିକାଶର ନାରା ଦେଉ ଥିବା ବେଳେ ଚମ୍ପୁଆ ବ୍ଳକ ବୈତରଣୀ ନଦୀ ଆର ପଟେ ଥିବା କୁଟାରୀପଶି ପଂଚାୟତବାସୀଙ୍କ ଦୁଃଖ ଏ ପର୍ଯ୍ୟନ୍ତ ଦୂର ହୋଇ ପାରିନାହିଁ । ସେମାନଙ୍କ ପାଇଁ ଏହି ପୋଲ ଉପଯୋଗି ହୋଇ ପାରି…
Read More...

ବର୍ଷା ବଢ଼ିବ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ଥିବା ବେଳେ ଉତର ଛତିଶଗଡ଼ ଉପରେ ବି ଆଉ ଏକ ଘୂର୍ଣ୍ଣିବଳୟ ରହିଛି । ଏଥି ସହିତ ମୌସୁମୀ ପୁଣି ଥରେ ସକ୍ରିୟ ହେବା ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । ୩ରୁ ବର୍ଷା ଅଧିକ ହେବା ସହିତ ୫ ତାରିଖ…
Read More...

ସବୁଜ ଭାରତ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସବୁଜ ଭାରତ ତରଫରୁ ସ୍ଥାନୀୟ ୟୁନିଟ୍-୩ସ୍ଥିତ ଚାର୍ମ କ୍ଲିନିକ ପରିସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଅପରାହ୍ନ ୪ ଘଟିକା ସମୟରେ ହଂସପାଳ ଛକଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ଜନ୍ମଦିନ ଅବସରରେ ଏହି…
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ନାରାୟଣ ବେହେରାଙ୍କୁ ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦିଶକ୍ତି ·ରିଟେବୁଲ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡରୁମ୍ ଉଦ୍ଘାଟିତ

ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡରୁମ୍ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ-ତଥା-କର୍ମଚାରୀ କ୍ଷତିପୂରଣ କମିଶନରଙ୍କ କାର୍ଯ୍ୟାଳୟର ନୂତନ ଗୃହ ଓଡିଶାର ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଅଛି ।…
Read More...