Browsing Category

ରାଜ୍ୟ

ଚିନ୍ତା ବଢାଇଲେଣି ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କୋରାନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ଆକ୍ରାନ୍ତ ଏବେ ଚିନ୍ତା ବଢାଇଲେଣି । ଆଜି ୧୩୬ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଜୁନ ୨୩ରେ ଲୋକାଲ କେସ୍ ସଂଖ୍ୟା ୧୭ ଥିଲା । ସପ୍ତାହକ ମଧ୍ୟରେ ଏବେ କ୍ରମାଗତ ବୃଦ୍ଧି ପାଇଁ ୩ଶହ…
Read More...

ଟ୍ୱିନସିଟିରେ ୨୪ ଘଂଟିଆ ବିଜୁଳି

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କଟିବନି ବିଜୁଳି । ଦିନ ରାତି ୨୪ ଘଂଟା ନିରବଛିନ୍ନ ବିଜୁଳି ସେବା ମିଳିବ । ଟ୍ୱିନସିଟିରେ ଭୋଲଟେଜ୍ ସମସ୍ୟା ବି ରହିବ ନାହିଁ । ଏପରି ଅତ୍ୟାଧୁନିକ ବିଜୁଳି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଇବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର ।ଡିସେମ୍ବର ସୁଦ୍ଧା…
Read More...

୧୩ ତାରିଖରୁ ୟୁଜି,ପିଜି ଅନ୍ଲାଇନ୍ କ୍ଲାସ

ଭୁବନେଶ୍ୱର: ୧୩ ତାରିଖରୁ ଯୁକ୍ତ ୩ , ସ୍ନାତକୋତରରେ ଆରମ୍ଭ ହେବ ଅନ୍ଲାଇନ୍ କ୍ଲାସ୍ । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଗାଇଡ଼ଲାଇନ୍ ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜରେ ଏହି କ୍ଳାସ୍ ଅନୁଷ୍ଟିତ ହେବ । ରାଜ୍ୟର ଉଚ୍ଚଶିକ୍ଷା ସଚିବ ଶାଶ୍ୱତ…
Read More...

ସ୍ୱାମୀଙ୍କ ମୃତ୍ୟୁ ଦେଖି ଆତ୍ମହତ୍ୟା କଲେ ପତ୍ନି

ଜଗତସିଂହପୁର: ହୃଦ୍ଘାତରେ ସ୍ୱାମୀଙ୍କ ମୃତ୍ୟୁ ହେବାପରେ , ଦୁଃଖରେ ମ୍ରିୟମାଣ ହୋଇ ପତ୍ନି ପିନ୍ଧା ଲୁଗାକୁ ବେକରେ ଭିଡି ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଳା ଡାକ୍ତରଖାନାସ୍ଥିତ ଆଇସୋଲେସନ୍ କେନ୍ଦ୍ରରେ । ମୃତ ଦମ୍ପତି ହେଉଛନ୍ତି…
Read More...

ପୁଲିସ୍ କନେଷ୍ଟବଳର ସାମ୍ବାଦିକ ଉପରେ ଦାଦାଗିରି

ପୁରୀ: ପୁରୀ ବେଳାମାର୍ଗରେ ଏକ ପୁଲିସ୍ କନେଷ୍ଟବଳ ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ଆସିଛି । ସାମ୍ବାଦିକ ଜଣଙ୍କ ଲାଇଟ୍ ହାଉସ୍ ନିକଟକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ମୁହଁରେ ପିନ୍ଧିଥିବା ମାସ୍କ ତଳେ ଖସିପଡିବାରୁ କୁକୁର ଏହାକୁ ଶୁଘିଂ ଦେଇଥିଲା । ଉକ୍ତ…
Read More...

ଗଛରେ ପିଟିହେଲା ବାଇକ୍ :୪ ନାବାଳକ ମୃତ

ଲମତାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଆଇଜି ନିକଟରେ ଭାରସାମ୍ୟ ହରାଇ ବାଇକ୍ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘରକୁ ଫେରୁଥବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସନେ୍ଦହ କରାଯାଉଛି । ୪ଜଣ…
Read More...

ଭୂମିହୀନ ଚାଷୀ ପାଇଁ ‘ବଳରାମ’ ଯୋଜନା

ଭୁବନେଶ୍ୱର: କାଳିଆ ଯୋଜନା ପରେ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଆଣିଛନ୍ତି ନୂଆ ‘ବଳରାମ’ ଯୋଜନା । ଏଥିରେ ଭୂମିହୀନ ଚାଷୀ ମାନଙ୍କୁ ଅର୍ନ୍ତଭୁକ୍ତ କରାଯାଇଛି । ୨ ବର୍ଷରେ ୭ ଲକ୍ଷ ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ୭୦ ହଜାର ଗ୍ରୁପ ମାଧ୍ୟମରେ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇ…
Read More...

ଟ୍ରାକ୍ଟର ଓଲଟି ୩ମୃତ

ବଣାଇ : ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଥାନା ଅର୍ନ୍ତଗତ କେଲୋ ଗ୍ରାମ ନିକଟରେ ଆଜି ଏକ ଚାଉଳ ବୋଝେଇ ଟ୍ରାକ୍ଟର ଓଲଟି ପଡିବା ଫଳରରେ ୩ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୭ଜଣ ଆହତ ହୋଇଛନ୍ତି । ଜର୍ଦା ପଂଚାୟତକୁ ସାଧାରଣ ବଂଟନ ବ୍ୟବସ୍ଥାରେ ଦିଆଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା…
Read More...

ଗଞ୍ଜାମ ଜିଲ୍ଲାରେ ଗାଡିଚଳାଚଳ ମନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି ବେଳେ ଜିଲ୍ଲା ପ୍ରଶାସନ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଭିତରେ ସମସ୍ତ ପ୍ରକାରର ଗାଡି ଚଳାଚଳକୁ ନିଷିଦ୍ଧ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି…
Read More...

କୃଷି ଅଧିକାରୀଙ୍କ କାରରୁ ୧୧ଲକ୍ଷ ଟଙ୍କା ଜବତ

ଜୟପୁର : କୋରାପୁଟ ଜିଲ୍ଲାରେ ଅବସ୍ଥାପିତ ଜିଲ୍ଳା କୃଷି ଉପ ନିର୍ଦେଶକ ପ୍ରଦୀପ ମହାନ୍ତିଙ୍କ କାରରୁ ଭିଜିଲାନ୍ସ ଆଜି ୧୧ଲକ୍ଷ ୩୧ହଜାର ଟଙ୍କା ଜବତ କରିଛି । ଭିଜିଲାନ୍ସ ତାଙ୍କୁ ଅଟକ ରଖି ଜେରା ଜାରୀ ରଖିଛି । ସେ କୋରାପୁଟରୁ ଭୁବନେଶ୍ୱରକୁ ଆସୁଥିଲା ବେଳେ ଜୟପୁର ଘାଟି ନିକଟରେ ଭିଜିଲାନ୍ସ…
Read More...