Browsing Category

ରାଜ୍ୟ

ଭଉଣୀ ଉପରେ ରାଗି ଆତ୍ମହତ୍ୟା କଲା ଭାଇ

ପାଟନା: ଭଉଣୀ ମୋବାଇଲ ନଦେବାରୁ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କଲା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣ ଘାଟି ଗାଁରେ । ଆତ୍ମହତ୍ୟା କରିଥିବା ନାବାଳକ ହେଉଛନ୍ତି ମହେଶ ମହାଁନ୍ତି । ଭଉଣୀ ମୋବାଇଲ ନଦେବାରୁ ଭାଇ ,ଭଉଣୀ ମଧ୍ୟରେ ଝଗଡା…
Read More...

ସ୍ପଞ୍ଜ କାରଖାନାରେ ବିସ୍ପୋରଣ : ୭ ଆହତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ବୁଡ ସ୍ଥିତ ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍ ହୋଇ ବିସ୍ପୋରଣ ହୋଇଥିଲା । ଏଥିରେ ୭ ଜଣ ଆହତ ଥିବାବେଳେ ୨ଜଣ ଗୁରୁତର ଥିବାର ସୂଚନା ମିଳିଛି । କାରଖାନାର କର୍ତୁପକ୍ଷ ସମସ୍ତଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ…
Read More...

ବେଆଇନ୍ ପାସପୋର୍ଟର କାରବାର

ଭୁବନେଶ୍ୱର: ବେଆଇନ୍ ପାସପୋର୍ଟ କାରବାର କମିଶନରେଟ୍ ପୁଲିସରେ ଚହଳ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଥାନା ଅଂଚଳର ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପାସପୋର୍ଟ ନେବାକୁ ଯୋଜନା କରିଥିଲା । ଅପରାଧୀ ନାମରେ ଚନ୍ଦ୍ରଶେଖର , ଇନ୍ଫୋସିଟି,ମଂଚେଶ୍ୱର , ଖଣ୍ଡଗିରି , ଖାରବେଳନଗର ଆଦି ଥାନାରେ ରହିଛି…
Read More...

ସଡକ ଦୂର୍ଘଟଣାରେ ଜଣେ ମୃତ : ୭ ଗୁରୁତର

ଚମ୍ପୁଆ: ଆଜି ପୂର୍ବାହ୍ନ ୧୧ଟା ୩୦ମିନିଟରେ ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭ଜଣ ଆହତ ହୋଇଥିବା ଜଣାପଡିଛି । ଇନୋଭା ଗାଡିସହ ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ…
Read More...

ଅଜଣା ଗାଡି ଧକାରେ ସ୍ତ୍ରୀ ମୃତ: ସ୍ୱାମୀ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତି କରାଯାଇଛି । ବର୍ତମାନ ସୁଦ୍ଧା…
Read More...

ଏମ୍ସିଏଲ ଖଣିରୁ ଗଡିଲା ‘ସୁପର ଆନ୍ନାକୋଣ୍ଡା’

ଝାରସୁଗୁଡା: ତିନୋଟି ମାଲବାହୀ ଟ୍ରେନ ଗୋଟିଏରେ ପରିଣତ କରି ୧୭୭ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ୍ କୋଇଲା ପରିବହନ କରିବାରେ ସକ୍ଷମ ହୋଇଛି ରେଳ ବିଭାଗ । ଟ୍ରେନ ଏମ୍ସିଏଲ ଲଜକୁରା ଖଣିରୁ ଘଂଟା ପ୍ରତି ୬୦ କିମି ବେଗରେ ୧୫ ହଜାର ଟନ୍ କୋଇଲା ନେଇ ରାଉରକେଲାରେ ମାତ୍ର ୨ ଘଂଟା ୧୫ ମିନିଟ…
Read More...

ମଦ ପାଇଁ ଜାଳିଦେଲେ ହୋଟେଲ

ଢେଙ୍କାନାଳ: ଢେଙ୍କାନାଳ ରାସୋଳ ଥାନା ଅର୍ନ୍ତଗତ କଦଳିପାଳ ଛକରେ ମଦ ପିଇବାକୁ ମନାକରିବାରୁ ନିଆଁ ଲଗାଇ ହୋଟେଲ ଜାଳି ଦେଇଛନ୍ତି ବରଯାତ୍ରୀ ଦଳ । କରୋନା କଟକଣା ନେଇ ବାହାଘର ବ୍ରତଘର ଆଦି ସାମାଜିକ ଉସ୍ତବ ଉପରେ କଡା କଟକଣା ରହିଛି । ଏପରି ସ୍ଥିତିରେ ବରଯାତ୍ରୀ ଦଳଙ୍କ ଉନ୍ମତ କାଣ୍ଡ…
Read More...

ବୀରମିତ୍ରପୁର: ନିଲମ୍ବିତ ଆଇଆଇସି ବହିଷ୍କୃତ

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ର ନିଲମ୍ବିତ ପୁର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ ପୋଲିସ ମହାନିର୍ଦେଶକ ଅଭୟ ଆଜି ଚାକିରୀରୁ ବହିଷ୍କୃତ କରିଛନ୍ତି । ପୁଲିସ ମହାନିର୍ଦେଶକ ଅଭୟ ଟ୍ୱିଟ ଯୋଗେ ଏନେଇ ସୁଚନା ଦେଇଛନ୍ତି । ଟ୍ୱିଟରେ…
Read More...

ବିନାଭକ୍ତରେ ବାହୁଡିଲେ ମହାପ୍ରଭୁ

ପୁରୀ : ନବଦିନ ବ୍ୟାପୀ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ବାହୁଡିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ , ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ସିଂହଦ୍ୱାରରେ ପହଞ୍ଚିଛି । ପ୍ରଥମେ ତାଳଧ୍ୱଜ…
Read More...

ସିନେ ଶ୍ରମିକଙ୍କୁ ଅଭିନେତାଙ୍କ ରାସନ ବଂଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ‘କର ଫାଉଣ୍ଡେସନ୍'ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କରଙ୍କ ଦ୍ୱାରା ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିନେ ଶ୍ରମିକ ଯଥା - ଟେକ୍ନିସିଆନ୍,…
Read More...