Browsing Category

ରାଜ୍ୟ

ସୋନିଆଙ୍କ ରକ୍ଷା କବଚ କିଏ?

ଭୁବନେଶ୍ୱର : ଧର୍ମକୁ ଆଖି ଠାର ପରି ଚାର୍ଜସିଟରେ ଯଥେଷ୍ଟ ପ୍ରମାଣ ଠକମାନଙ୍କ ବିରୁଦ୍ଧରେ ଥାଇ ସୁଦ୍ଧା ଇଓଡବ୍ଲୁ ସୋନିଆ ଓ ଅନ୍ୟ ଅପରାଧୀମାନଙ୍କୁ ଗିରଫ ନ କରିବା ସାଧାରଣରେ ଇଓଡବ୍ଲୁ ର ବିଶ୍ୱାସନୀୟତା ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗୁଆ ଜାମିନ ଖାରଜ ଏବଂ
Read More...

ଦିଦିଙ୍କର ଚେତାବନୀ ଦାବି ପୂରଣ ନହେଲେ ୨୯ ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ମାଲକାନଗିରି : ଦୀର୍ଘ ଦିନ ଧରି ଅଙ୍ଗନୱାଡ଼ି କର୍ମଚାରୀ କରିଆସୁଥିବା ଦାବି ସରକାର କେବେ ପୂରଣ କରିବେ। ତାହା ଏବେ ବଡ଼ ପ୍ରଶ୍ନ। ଅଲ୍ ଓଡି଼ଶା ଅଙ୍ଗନୱାଡ଼ି ଲେଡିସ ୱାର୍କର ଆସୋସିଏସନ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ  ଦାବି କରିଆସୁଥିଲେ ମଧ୍ୟ ତାହା ଉପରେ ଏପର୍ଯ୍ୟନ୍ତ ପୁର୍ଣ୍ଣଛେଦ୍
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ ଆତ୍ମହୂତି ଉଦ୍ୟମ

ଜଳସେଚନ ପାଇଁ ୪ ବର୍ଷ ହେଲା ନୟାନ୍ତ ଅନନ୍ତ ନବରଙ୍ଗପୁର : ଏକ ଅଭାବନୀୟ ଘଟଣାଚକ୍ରରେ ଚାଷୀ ଆତ୍ମହୂତି କରିବା ଘଟଣା ଲଜ୍ଜିତ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଷାଗୁମୁଡା ବ୍ଲକ ଏମ କାରାଗାଁର ଚାଷୀ ଅନନ୍ତ ରାମ ଭତ୍ରା କିରୋସିନ ଢାଳି ହୋଇ ନିଜକୁ ଆତ୍ମହୂତି ଉଦ୍ୟମ
Read More...

ମନ ପ୍ରାଣ ଶରୀରରେ ନୈତିକତା ପ୍ରତିଫଳିତ ହେବା ଆବଶ୍ୟକ

ବାଲୁଗାଁ : ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ "ପ୍ରୟୋଗାତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ" ଶୀର୍ଷକ ଏକ ଦିବସୀୟ ଜାତୀୟ ସେମିନାର ମଙ୍ଗଳବାର ପୂର୍ବାହ୍ନରେ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜାତୀୟ ସମ୍ପlନର ସଭାପତି
Read More...

ଇଫକୋ ପାରାଦୀପ ୟୁନିଟରେ ଐତିହାସିକ ତୃତୀୟ ସଲଫୁରିକ ଏସିଡ ପ୍ଲାଣ୍ଟ ପ୍ରତିଷ୍ଠା

ପାରାଦୀପ : ସାରା ଦେଶ ଓ ରାଜ୍ୟରେ କୃଷି ଓ କୃଷକର ଉନ୍ନତିରେ ଇଫକୋର ଗୁରୁତ୍ୱପୂର୍ଣ୍ଣ ସହଯୋଗ ଓ ଭୂମିକା ରହିଆସିଛି l ଦେଶରେ ସାର ଉତ୍ପାଦନ କ୍ଷେତ୍ରରେ କେବଳ ପାରାଦୀପ ୟୁନିଟରୁ ଇଫକୋର ୧୪ ପ୍ରତିଶତ ସାର ଉତ୍ପାଦନ ହେଉଛି l ଏତଦବ୍ୟତୀତ ଏକକ ଷ୍ଟ୍ରିମ ଫସଫରିକ ଏସିଡ ଉତ୍ପାଦନ କ୍ଷେତ୍ରରେ
Read More...

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ସିଲିଂ-ତାଳପଦା ସେତୁ

କଣିହାଁ : କଣିହାଁ ବ୍ଲକ ପବିତ୍ରନଗର ସ୍ଥିତ ପାରବିଲ ପଂଚାୟତ ଓ ତାଳପଦା ପଂଚାୟତ,ସିଲିଂ-ତାଳପଦା ସେତୁ ନିମନ୍ତେ ବିଧାୟକ ପାଳଲହଡା ମୁକେଶ କୁମାର ପାଳ କଥା ଦେଇ କଥା ରଖିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ବୁଧବାର ପାଳଲହଡା ନିର୍ବାଚନ ମଣ୍ଡଳୀ,କଣିହାଁ ବ୍ଲକ ଅନ୍ତର୍ଗତ ସ୍ୱର୍ଗତ
Read More...

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ବାଲିଗୁଡା : ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ମଙ୍ଗଳବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ପରିବାର ପିଛା ୧୦୦୦ ଟଙ୍କା
Read More...

ଆଜିଠୁ ଆରମ୍ଭ ହେଲା ଐତିହାସିକ ବ୍ୟାସ ସରୋବର ମହୋତ୍ସବ

ଯୋଗଦେବେ ଓଲିଉଡ଼ର ନାମିଦାମୀ କଳାକାର ବ୍ୟାସନଗର : ଚଳିତ ବର୍ଷ ଧୂମଧାମରେ ଆରମ୍ଭ ହେବାକୁ ଯାଉଛି ବ୍ୟାସ ସରୋବର ମହୋତ୍ସବ l ଚଳଚଞ୍ଚଳ ହୋଇଉଠିଛି ବ୍ୟାସନଗର ସହର l ଏନେଇ ଆଜି ପୌରପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଅନୁଷ୍ଠିତ ସମ୍ମିଳନୀଟି ବ୍ୟାସନଗର
Read More...

ଭାଗଲ ପୁର ରେ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଅଞ୍ଚଳ ପରିଦର୍ଶନ ଓ ନିରୀକ୍ଷଣ

ଯୋଡା : ଯୋଡା ବ୍ଲକ ବିରିକଳା ଗ୍ରାମପଞ୍ଚାୟତର ଭାଗଲ ପୁର ଠାରେ ଏକ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗର ଅଧିକାରୀ ମାନେ  ଆଜି  ଅଞ୍ଚଳ ପରିଦର୍ଶନ କରି  ପରୀକ୍ଷଣ ଓ ନିରୀକ୍ଷଣ କରିଛନ୍ତି । ସ୍ଥାନୀୟ  ସରପଞ୍ଚ  ମୁଖ ନାଏକ୍‌ ଙ୍କ ଉପସ୍ଥିତିରେ  ଆଜି ଭାଗଲପୁର୍‌-ବିଲେଇପଦା ରେଳ
Read More...

ତିନି ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

ଝରିଗାଁ : ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଚେପେଟି ଆମ୍ବା ଅଙ୍ଗନୱାଡ଼ି କେନ୍ଦ୍ର। ବ୍ଲକ ସଦର ଝରିଗାଁ ଠାରୁ ୩୫ କି.ମି ଦୂରରେ ରହିଛି ସୀମାନ୍ତ ପଞ୍ଚାୟତ ବଡ଼ ଟେମେରା ଅନ୍ତର୍ଗତ ଚେପେଟି ଆମ୍ବା ଗାଁ। ୫୦ ଜଣ ଶିଶୁ ପ୍ରାକ ଶିକ୍ଷା ନେଉଛନ୍ତି ବିପଦସଂକୁଳ ଭଙ୍ଗା ଦଦରା ସ୍କୁଲ ଗୃହରେ। ତିନି
Read More...