ବିଶାଳ ଝୋଟି ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ
ବାଲେଶ୍ଵର,ଜ଼ିଲ୍ଲା ପ୍ରତିନିଧି (ଜୀବନ ବାରିକ) : ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ୧୩ ତମ ଝୋଟି ମହୋତ୍ସବ ବାଲେଶ୍ଵରରେ ପାଳିତ ହୋଇଯାଇଛି। ଏହା ଓଡ଼ିଶାର ଏକମାତ୍ର ଅନନ୍ୟ ଓ ନିଆରା ମହୋତ୍ସବ। ଜାନୁୟାରୀ ୨୯ ତାରିଖ ଗୁରୁବାର ସକାଳ ୭ ଟାରୁ ୧୦.୩୦ ମିନିଟ୍ ମଧ୍ୟରେ ବାଲେଶ୍ଵର ସହରର ପୋଲିସ!-->…
Read More...
Read More...