Browsing Category

ରାଜ୍ୟ

କ୍ଵାରେଂଟାଇନରେ ଫେରାର୍ ପ୍ରେମୀଯୁଗଳଙ୍କ ହାତଗଣ୍ଠି ପଡିଲା

ଭୁବନେଶ୍ୱର: କରୋନା କାହାପାଇଁ ସାଜିଛି ମହାମାରୀ ତ କାହା ପାଇଁ ପାଲଟିଛି ସମ୍ପର୍କ ଡୋରି । ଏହିପରି ଏକ ରୋଚକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁରେ । ସେହି ଗାଁର ହଳେ ପ୍ରୋମୀଯୁଗଳ ପରସ୍ପରକୁ ଭଳ ପାଇଆସୁଥିଲେ । କିନ୍ତୁ ପାରିବାରିକ ସ୍ୱୀକୃତି ନମିଳିବା
Read More...

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ

ଭୁବନେଶ୍ୱର: ବୟସ୍କ ନାଗରିକମାନଙ୍କ ସୁରକ୍ଷା ପାଇଁ ପ୍ରତି ରାଜ୍ୟରେ ସ୍ୱତନ୍ତ୍ର ହେଲ୍ପଲାଇନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ଦେଶ୍ୟରେ ଜାତୀୟ ସ୍ତରରେ ଏକ ହେଲ୍ପଲାଇନ ପ୍ରତିଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜ୍ୟର ବରିଷ୍ଠ ନାଗରିକ
Read More...

ହୀରାକୁଦର ୧୫ଟି ଗେଟ୍ ଖୋଲା

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଆଜି ସକାଳୁ ହୀରାକୁଦ ଜଳଭନ୍ଧଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯିବା ଫଳରେ ମୋଟ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ୍ ରହିଥିଲା ବେଳେ ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି । ପ୍ରତି
Read More...

ଗଞ୍ଜାମରେ ଗାଁ ଲୋକଙ୍କୁ ସହର ମନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳାରେ କରୋନା ସଂକ୍ରମଣ ଏବେ ସାଂଘାତିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟି ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ଆସିବା ପାଇଁ ବାରଣ କରାଯାଇଛି । ଏପରି ପରାମର୍ଶ ଖୋଦ ଗଞ୍ଜାମ ଜିଲ୍ଳାପାଳ ଦେଇଛନ୍ତି । ଗଞ୍ଜାମ ଜିଲ୍ଳାର ଗ୍ରାମାଞ୍ଚଳ ଲୋକ ସହର ଆସନ୍ତୁ
Read More...

ଧରାପଡିଲେ ଲାଂଚୁଆ ସରପଂଚ

କୋରାପୁଟ: ଭିଜିଲାନ୍ସ ହାତରେ ଧରାପଡିଲେ ଲାଚୁଂଆ ସରପଂଚ । ଦଶମନ୍ତପୁର ବ୍ଲକ ଅର୍ନ୍ତଗତ ମୁଜାଙ୍ଗ ପଂଚାୟତ ସରପଂଚ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ଗଙ୍ଗାଧର ସାଇନ୍ତାଙ୍କ ଠାରୁ ୨୦ ହଜାର ଲାଂଚ ମାଗିଥିଲେ । ତେଣୁ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଗଙ୍ଗାଧରଙ୍କ
Read More...

ଲକଡାଉନ ନିୟମ ଉଲଙ୍ଘନକାରୀ ୪ ଦୋକାନିଙ୍କ ବିରୁଦ୍ଧରେ ମାମଲା

ବିଞ୍ଝାରପୁର:- ବିଞ୍ଝାରପୁର ଥାନା ଅଞ୍ଚଳରେ ଗତକାଲି ରାତି ୭ଟା ପରେ ଯାଜପୁର ଏସପି ଚରଣ ସିଂହ ମୀନା ଅଚାନକ ଗସ୍ତରେ ଆସି ବିଭିନ୍ନ ଛକ ବଜାରରେ ଚଢାଉ କରିଥିଲେ । ବହୁ ଅମାନିଆ ରାତିରେ ବାଇକ ଧରି ବୁଲୁଥିବା ନଜରକୁ ଆସିଥିଲେ । ପୁଲିସ ସେମାନଙ୍କ ଉପରେ ଲାଠି ଚାଳନା କରିବା ସହ ଫାଇନ ମଧ୍ୟ ଆଦାୟ
Read More...

ଓଷକଣା ବଜାର ସମେତ ପଂଚାୟତର ଦୁଇ ଗାଁ ୩ ଦିନ ସଟ୍ ଡାଉନ ।

ବାଲିକୁଦା; ଓଷକଣା ସ୍ଥିତ ଓଷକଣା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଟିଏମସିରୁ ଜଣେ ପ୍ରବାସୀ ତାଙ୍କ ବାପାଙ୍କ କଥାରେ ପରିଚାଳିତ ହୋଇ ସରପଞ୍ଚଙ୍କୁ ଚ୍ୟାଲେଞ୍ଜ କରି ପ୍ରାଚୀର ଡେଇଁ ନିଜ ଘରକୁ ଚାଲିଯିବା ପରେ ସରପଞ୍ଚ ତନିଲତା ସେଠୀ ଓଷକଣା ବଜାର ସମେତ ଓଷକଣା ଗାଁ ଓ ପାଣିତିରା ଗାଁକୁ ସର୍ଟ
Read More...

ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା

ବାଲିକୁଦା ; ବାଲିକୁଦା ତହସିଲ ଅଧୀନ ଓଷକଣା ପଂଚାୟତ ବଡକଣ ଗାଁରେ ଆଜି ଅଗ୍ନିକାଣ୍ଡ ଘଟି ୧୦ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ଝିଅ ବାହାଘର ପାଇଁ ଘରେ ଥିବା ଦେଢ଼ ଲକ୍ଷ ଟଙ୍କା, ସୁନା ଓ ରୂପା ଅଳଙ୍କାର ସମେତ ଘରର ସମସ୍ତ ଆସବାବ ପତ୍ର ଜଳିଗଲା । ଅଗ୍ନିକାଣ୍ଡରେ ଗାଁର ୬ ପରିବାର
Read More...

ଶିଶୁ ନିର୍ଯାତନା ମାମଲା : ଝାରସୁଗୁଡ଼ା ପ୍ରଥମ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶିଶୁ ନିର୍ଯାତନା ମାମଲା ସର୍ବାଧିକ । କରୋନା ଲକଡ଼ାଉନ ପରିସ୍ଥିତିରେ ମଧ୍ୟ ଏଠାରେ ରେକର୍ଡ ସଂଖ୍ୟକ ମାମଲା ରୁଜୁ ହୋଇଛି । ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡ଼ା ସୀମାନ୍ତ ଅଂଚଳ ହୋଇଥିବାରୁ ପ୍ରତି ମାସରେ ଏକାଧିକ ଶିଶୁ ମାମଲା
Read More...

ମୌସୁମୀ ଦୁର୍ବଳ : ବଦଳୁଛି ପାଣିପାଗ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟରେ ପ୍ରେବେଶ କରିଥିଲା ବେଳେ ଏବେ ଦୃବଳ ହୋଇଯାଇଛି । ପରିଣତି ସ୍ୱରୁପ ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ
Read More...