Browsing Category

ରାଜ୍ୟ

ଚମ୍ପୁଆରେ ବିଜେପିର ଗୃହ ସମ୍ପର୍କ ଅଭିଯାନ

ଚମ୍ପୁଆ: କେନ୍ଦ୍ର ସରକାରଙ୍କ ଦ୍ୱିତିୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ତୃଣମୁଳ ସ୍ତରର ପ୍ରତ୍ୟେକ ଘରେ ପହଞ୍ଚାଇବାର ଲକ୍ଷନେଇ ଆଜିଠାରୁ ଏଠାରେ ଆରମ୍ଭ ହୋଇଯାଇଛି ବିଜେପିର ଗୃହ ସମ୍ପର୍କ ଅଭିଯାନ । ମହାମାରୀ କରୋନା ମୁକାବିଲା ସହ…
Read More...

୫ବର୍ଷର ଝିଅକୁ ହତ୍ୟାକଲା ବାପା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ରାଙ୍କି ମୁଣ୍ଡାସାହିରେ ଘରୋଇ କଳିକୁ କେନ୍ଦ୍ରକରି ୫ବର୍ଷର ଝିଅକୁ ହତ୍ୟା କରି ବାପା ଗିରଫ ହେବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ମୃତ ଶିଶୁ କନ୍ୟା ପୂଜାଙ୍କ ମାମୁ ରଞ୍ଜିତ ମୁଣ୍ଡାଙ୍କ ଅଭିଯୋଗକୁ ଭିତିି କରି ପୋଲିସ ଏକ ହତ୍ୟା ମାମଲା…
Read More...

କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ : ମୁଖମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଯୋଦ୍ଧାମାନେ ସଂକ୍ରମଣ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡିର କୋଭିଡ଼ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ ।…
Read More...

୨ଟନରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପତା ପୋଲିସ ପାହିରାଜୁ ପଂଚାୟତ ଡ୍ରେସରୁ ଗ୍ରାମରେ ବଢାଉ କରି ୨ ଟନରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଡ୍ରେସରୁର ବି.କେ. କହଁର (୨୫) ଓ ବଡଗା ଦିଗାଲ (୪୫) ସଦର ଏସ୍ଡିପିଓ ମହେନ୍ଦ୍ରନାଥ…
Read More...

କେନାଲରୁ ଶିଶୁକନ୍ୟା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଚନ୍ଦ୍ରଶେଖପୁର ଥାନା ନୀଳାଦ୍ରିବିହାର ବଡ଼କେନାଲରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସକାଳୁ ନଳାଦ୍ରିବିହାର ହାଟର କେତେଜଣ…
Read More...

ଟ୍ରକ ଧକ୍କାରେ ଯୁବକ ମୃତ

ଚମ୍ପୁଆ: ପୂର୍ବାହ୍ନରେ ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଏକ ବାର ଚକିଆ ଟ୍ରକ ଧକ୍କାରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ଘଟଇଥିବା ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ ରାମଚନ୍ଦ୍ରପୁର ଗ୍ରାମର ଦୁର୍ଯ୍ୟୋଧନ ବାରିକ(୫୫) ସକାଳେ କାଳିକାପ୍ରସାଦ ମନ୍ଦିରରୁ ଦର୍ଶନ ପାଇଁ ନିଜ…
Read More...

କରୋନା ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଭାବିତ

ଭୁବନେଶ୍ୱର: କୋଭିଡ ମହାମାରୀ ଓ ଲକଡାଉନ ଯୋଗୁଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତିକୁ ବେଶ୍ ପ୍ରଭାବିତ କରିଛି । ଓଡ଼ିଶା ଭଳି ଗରିବ ରାଜ୍ୟଗୁଡ଼ିକ ଆଜି ବିଶେଷ ଭରାବେ ପ୍ରଭାବିତ ହୋଇଛନ୍ତି ବୋଲି ଅର୍ଥନୀତିଜ୍ଞ ତଥା ପବୂର୍ବତନ ପ୍ରଶାସକମାନେ ମତପ୍ରକାଶ କରିଛନ୍ତି । ଏଠାରେ…
Read More...

ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡରେ ତିନି ରଥ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଜୋର । ଆଜି ତିନି ରଥ ଦକ୍ଷିଣ ମୋଡ ନେଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱରା ପାଖକୁ ଆସିବେ ତିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଛି । ଶରଧବାଲିରେ…
Read More...

ନାବାଳକକୁ ମାରିଦେଲା କୁମ୍ଭୀର

ଚିତ୍ରକୋଣ୍ଡା: ଏଠାରେ ଅତି ଦୁର୍ଭାଗ୍ୟଜନକ ଘଟଣାରେ ଜଣେ ନାବାଳକକୁ ପ୍ରାଣ ହରାଇବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସିଲେରୁ ନଦୀକୁ ଏହି ନାବାଳକ ଜଣଙ୍କ ଯାଇଥିଲା ବେଳେ କୁମ୍ଭୀର ତାକୁ ନଦୀ ଭିତରକୁ ଟାଣି ନେଇ ମାରି ଦେଇଥିବା ପ୍ରକାଶ ଆଜି ସକାଳେ ଏହାର ଶବ ନଦୀରେ…
Read More...

ଟାଙ୍ଗି ସାହି ହେଲା କଂଟେନମେଂଟ ଜୋନ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୁରୁଜଙ୍ଗଲ ୧୭ନମ୍ବର ୱାର୍ଡ ସ୍ଥିତ ଟାଙ୍ଗି ସାହିରେ ପଜେଟିଭ ବାହାରିଥିବାରୁ ଏହାକୁ ଜିଲାପାଳ ଆାଜି କଂଟେନମେଂଟ ଜୋନ୍ ରୂପେ ଘୋଷଣା କରିଛନ୍ତି । ଏହି ଘୋଷଣାରେ ସେ ପ୍ରକାଶ କରିଛନ୍ତି । ଯେ ୨୮ ତାରିଖ ରବିବାର ଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ଏହା…
Read More...