ସ୍ୱାବ ସଂଗ୍ରହକୁ ନେଇ ଅରେଇରେ ଉତେଜନା ଓ ସରପଂଚଙ୍କୁ ମାଡ଼
ବିଞ୍ଝାରପୁର: କ୍ୱାରେଂଟାଇନରେ ଥିବା ପ୍ରବାସୀ ଙ୍କ ସ୍ୱାବ ସଂଗ୍ରହକୁ କେନ୍ଦ୍ରକରି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଂଚାୟତରେ ତିବ୍ର ଉତେଜନା ଦେଖାଦେଇଛି । ପ୍ରବାସୀଙ୍କ ସ୍ୱାବ ସଂଗ୍ରହ ପାଇଁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ପ୍ରବାସୀଙ୍କ ସମ୍ପର୍କିୟ ମାନେ ନିସ୍ତୁକ ମାଡ ମାରିବା!-->…
Read More...
Read More...