Browsing Category

ରାଜ୍ୟ

ଭୂମୀହୀନଙ୍କୁ ୪ ଡେମି ଜମି ଯୋଗାଣ ଦାବୀ

ଭୁବନେଶ୍ୱର: ଭୂମୀହୀନଙ୍କୁ ସର୍ବନିମ୍ନ ୪ ଡେସିମିଲ ଘରଡିହ ଜମୀ ଯେଗାଇ ଦେବା, ବାରିପଦାର ଜରାଳି ସରାଳି ନଦୀ ଉଭୟ ପାଶ୍ୱର୍ର ସରକାରୀ ଜମୀକୁ ଉଦ୍ଧାର କରାଯିବା, ସହରାଂଚଳରେ ଥିବା ବହୁ ମୂଲ୍ୟବାନ ଜମୀର ପୁନରୁଦ୍ଧାର କରାଯାଇ ଭୂମୀହିନଙ୍କୁ ଯୋଗାଇଦେବା ଲାଗି ସିପିଆଇ ଓ ଏସୟୁସିଆଇ ପକ୍ଷରୁ
Read More...

ଓଡିଶା ପ୍ରତି ମୋଦିଙ୍କ ଦରଦ ଅତୁଳନୀୟ: ଧର୍ମେନ୍ଦ୍ର

ଢେଙ୍କାନାଳ: ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରଦ ଅତୁଳନୀୟ, ଅବର୍ଣ୍ଣନୀୟ ଏବଂ ଅସୀମ ବୋଲି ଭର୍ଚୁଆଲ୍ ରାଲିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି କାରଣରୁ ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ
Read More...

ବିଏମ୍ସି କୋଠା ଭାଙ୍ଗିବା ଦୁର୍ଭାଗ୍ୟଜନକ : ସୁର ରାଉତରାୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଉକ୍ରଳ କନିକା ଗ୍ୟାଲେରିଆ ମଲକୁ ସୁରକ୍ଷା ଦେବାକୁ ଯାଇ ମ୍ୟୁଜିଅମ, ବିଜେବି କଲେଜ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭଙ୍ଗା ହେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦୃଢ
Read More...

ନାରୀ ଦୁର୍ବଳା ନୁହେଁ

ଭୁବନେଶ୍ୱର: ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ ପୁରୁଷଙ୍କ ସମକକ୍ଷ । ଏକଥା ପ୍ରମାଣ କରିଦେଇଛନ୍ତି ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ । ଆଜିକା ସମୟରେ ମହିଳାଙ୍କ ପାଇଁ କିଛି ବି ଅସମ୍ଭବ ନାହିଁ ବୋଲି ସେ ଦର୍ଶାଇଛନ୍ତି । କରୋନା ପାଇଁ ଗାଁ ଗାଁ ବୁଲି ପନିପରିବା ବାଂଟୁଥିବା ମହିଳା
Read More...

ଅସହାୟାଙ୍କୁ ଅଧ୍ୟାପକଙ୍କ ସହାୟତା

ବାଲିକୁଦା: ବାଲିକୁଦା କଲେଜ ଅର୍ଥନିତୀ ବିଭାଗ ଅଧ୍ୟାପକ ପ୍ରଦୀପ ଶତପଥି କରୋନା ସମୟରେ ଲକ ଡାଉନ ପାଇଁ ଜୀବୀକା ହରାଇଥିବା ଗରିବ ଅସହାୟ ଗରିବ ପରିବାରଙ୍କୁ ଭେଟି ସେମାନଙ୍କ ସୁଖ ଦୁଃଖରେ ଛିଡା ହୋଇ ସହାୟତା ପ୍ରଦାନ କରୁଥିବା ବେଳେ ଆଜି ବାଲିକୁଦା ବ୍ଲକ ଇଛାପୁର ପଂଚାୟତ ମଲ୍ଲିକାପୁର ଗାଁର
Read More...

ପ୍ରିୟବ୍ରତ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର,୨୬.୬ (ନି.ପ୍ର.): ଭୁବନେଶ୍ୱର କ୍ଲବର ସଭାପତି ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି ଖବାର ପାଇବା ପରେ ବହୁ ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ବର୍ଗର ବିଶିଷ୍ଟ
Read More...

ଅନୁଗୋଳ : ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବ କେବେ?

ବଅଁରପାଳ: ବଅଁରପାଳ ନାଲକୋ, ଅନୁଗୋଳ ପ୍ରକଳ୍ପରେ ଜମିହରାଇଥିବା ତଥା ନାଲକୋ ପ୍ରକଳ୍ପରେ ସିଧାସଳଖ କ୍ଷତିଗ୍ରସ୍ତ ନହୋଇଥିବା ଆଖପାଖରେ ପ୍ରଜାମାନଙ୍କ ସ୍ୱାସ୍ଥ୍ୟଗତ ହିତକୁ ଦୃଷ୍ଟି ଦେଇ ନାଲକୋ ସିଏସଆର ଫଣ୍ଡରୁ ୨୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଚକ୍ଷୁଚିକିତ୍ସାଳୟ ନିର୍ମାଣ କରାଯାଇଛି
Read More...

‘ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କ ସହଯୋଗ ଅପରିହାର୍ଯ୍ୟ’

ଯାଜପୁର: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲାା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି କହିଲେ ଯେ, ସମସ୍ତ ରାଜ୍ୟର ୩୦ ଗୋଟି
Read More...

୧୭୦୦ ଲିଟର କିରାସିନି ସହ ପିକ୍ଅପ୍ ଜବତ

ବାଲିକୁଦା: ଚିଙ୍ଗୁଡି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡି ଯାଇଛି । ତେବେ ବାଲିକୁଦା ବ୍ଲକର ସମୁଦ୍ର କୁଳିଆ ଅଂଚଳରେ ଥିବା ବିଭିନ୍ନ ଚିଙ୍ଗୁଡ ଘେରିକୁ ରିତୀ ମତ କିରୋସିନି ଚୋରା ଚାଲାଣ ହେଉଥିବା ଅଭିଯୋଗ ବହୁ ଦିନରୁ ହୋଇ ଆସୁଥିଲା । ଗାଁ ଲୋକେ ଏହି
Read More...

ବିଶିଷ୍ଟ ଗବେଷକଙ୍କ ପରଲୋକ

ଯାଜପୁର: ଯାଜପୁରର ବିଶିଷ୍ଟ ଐତିହାସିକ ଗବେଷକ ଡ଼ଃ ସୁରେନ୍ଦ୍ର ପ୍ରସାଦ ମିଶ୍ରଙ୍କର ଭୁବନେଶ୍ୱର ପଳାଶୁଣୀ ସ୍ଥିତ ନୂଆପ୍ରାଚୀ ବିହାର ବାସ ଭବନରେ ୭୫ ବର୍ଷ ବୟସରେ ରବିବାର ଦିନ ଦେହାନ୍ତ ହୋଇଯାଇଛି । ଯାଜପୁରର ମାଳ ବଡ଼ପଣ୍ଡା ଚୈାଧୁରୀ ପରିବାରର ସଦସ୍ୟ ଡ଼ଃ ମିଶ୍ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ
Read More...