Browsing Category

ରାଜ୍ୟ

ଶିଶୁ ନିର୍ଯାତନା ମାମଲା : ଝାରସୁଗୁଡ଼ା ପ୍ରଥମ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶିଶୁ ନିର୍ଯାତନା ମାମଲା ସର୍ବାଧିକ । କରୋନା ଲକଡ଼ାଉନ ପରିସ୍ଥିତିରେ ମଧ୍ୟ ଏଠାରେ ରେକର୍ଡ ସଂଖ୍ୟକ ମାମଲା ରୁଜୁ ହୋଇଛି । ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡ଼ା ସୀମାନ୍ତ ଅଂଚଳ ହୋଇଥିବାରୁ ପ୍ରତି ମାସରେ ଏକାଧିକ ଶିଶୁ ମାମଲା…
Read More...

ମୌସୁମୀ ଦୁର୍ବଳ : ବଦଳୁଛି ପାଣିପାଗ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟରେ ପ୍ରେବେଶ କରିଥିଲା ବେଳେ ଏବେ ଦୃବଳ ହୋଇଯାଇଛି । ପରିଣତି ସ୍ୱରୁପ ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ…
Read More...

ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଉପରେ ଗୁରୁତ୍ୱ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଆଜି ଲୋକସଭା ବନ୍ଦରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଗତିଶୀଳ, ସାମଗ୍ରୀକ ଓ ଭାଗୀଦାର ମୂଳକହେବା ଉଚିତ୍ । ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗିର ମୂଳନୀତି ହେଉଛି…
Read More...

ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସରେ ସଚେତନତା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ୟୁଥ୍ ଫର୍ ଭଲ୍ୟୁନଟାରୀ ୱାର୍କ' ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନର ଅଧ୍ୟକ୍ଷ ମିର ଅହମ୍ମଦ୍ ଅଲ୍ଲୀଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ସାମାଜିକ ଦୂରତ୍ୱ…
Read More...

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅସନ୍ତା ଜୁଲାଇ ୫ରେ ହେବାକୁ ଥିବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତି ଗ୍ରହଣ କରାଯାଇଛ ବୋଲିି ସିବିଏସଇ ସଚିବ…
Read More...

ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର

ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର ଭୁବନେଶ୍ୱର : ଜୁଲାଇରେ ଆରମ୍ଭ ହେବ ଅନ୍ଲକ ୨.୦ । ଏଥିରେ ଲକ୍ଡ଼ାଉନ୍ ରେ ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ କାମ ଯୋଗାଇ ଦିଆଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।ତେବେ ଶ୍ରମିକଙ୍କ ଦକ୍ଷତା ପରିମାପ ପାଇଁ କଣ ପଦକ୍ଷେପ…
Read More...

ଭୂମୀହୀନଙ୍କୁ ୪ ଡେମି ଜମି ଯୋଗାଣ ଦାବୀ

ଭୁବନେଶ୍ୱର: ଭୂମୀହୀନଙ୍କୁ ସର୍ବନିମ୍ନ ୪ ଡେସିମିଲ ଘରଡିହ ଜମୀ ଯେଗାଇ ଦେବା, ବାରିପଦାର ଜରାଳି ସରାଳି ନଦୀ ଉଭୟ ପାଶ୍ୱର୍ର ସରକାରୀ ଜମୀକୁ ଉଦ୍ଧାର କରାଯିବା, ସହରାଂଚଳରେ ଥିବା ବହୁ ମୂଲ୍ୟବାନ ଜମୀର ପୁନରୁଦ୍ଧାର କରାଯାଇ ଭୂମୀହିନଙ୍କୁ ଯୋଗାଇଦେବା ଲାଗି ସିପିଆଇ ଓ ଏସୟୁସିଆଇ ପକ୍ଷରୁ…
Read More...

ଓଡିଶା ପ୍ରତି ମୋଦିଙ୍କ ଦରଦ ଅତୁଳନୀୟ: ଧର୍ମେନ୍ଦ୍ର

ଢେଙ୍କାନାଳ: ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରଦ ଅତୁଳନୀୟ, ଅବର୍ଣ୍ଣନୀୟ ଏବଂ ଅସୀମ ବୋଲି ଭର୍ଚୁଆଲ୍ ରାଲିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି କାରଣରୁ ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ…
Read More...

ବିଏମ୍ସି କୋଠା ଭାଙ୍ଗିବା ଦୁର୍ଭାଗ୍ୟଜନକ : ସୁର ରାଉତରାୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଉକ୍ରଳ କନିକା ଗ୍ୟାଲେରିଆ ମଲକୁ ସୁରକ୍ଷା ଦେବାକୁ ଯାଇ ମ୍ୟୁଜିଅମ, ବିଜେବି କଲେଜ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭଙ୍ଗା ହେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦୃଢ…
Read More...

ନାରୀ ଦୁର୍ବଳା ନୁହେଁ

ଭୁବନେଶ୍ୱର: ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ ପୁରୁଷଙ୍କ ସମକକ୍ଷ । ଏକଥା ପ୍ରମାଣ କରିଦେଇଛନ୍ତି ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ । ଆଜିକା ସମୟରେ ମହିଳାଙ୍କ ପାଇଁ କିଛି ବି ଅସମ୍ଭବ ନାହିଁ ବୋଲି ସେ ଦର୍ଶାଇଛନ୍ତି । କରୋନା ପାଇଁ ଗାଁ ଗାଁ ବୁଲି ପନିପରିବା ବାଂଟୁଥିବା ମହିଳା…
Read More...