Browsing Category

ରାଜ୍ୟ

ମିଳିଲା ଆଡପ ଅବଢା

ପୁରୀ,୨୫/୦୬ (ନି.ପ୍ର): ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜିଠାରୁ ଆଡପ ଅବଢା ବିକି୍ର ହୋଇଛି । ମହାପ୍ରଭୁଙ୍କ ସକାଳ ଧୂପ ପରେ ଆଡପ ଅବଢା ବିକ୍ରି ଆରମ୍ଭ ହୋଇଛି । ଅବଢା ବିକ୍ରିକୁ ସୁଖଂଳିତ କରିବା ଲାଗି ଭକ୍ତଙ୍କ ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନାକଚଣା ଦ୍ୱାରା ନିକଟରେ ଅବଢା ବିକ୍ରି
Read More...

ହୀରାକୁଦର ୧୦ଗେଟ୍ ଖୋଲା

ସମ୍ବଲପୁର,୨୪/୦୬ (ନି.ପ୍ର): ପାରମ୍ପରିକ ପୂଜାର୍ଚ୍ଚନା ପରେ ଆଜି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ଆଜି ପୂର୍ବାହ୍ନ ୧୦ଟାରେ ପାରମ୍ପରିକ ପୂଜାଚ୍ଚର୍ନା ପରେ ୧୦ଟି ସୁଇସ୍ ଗେଟ୍ ଖୋଲି ଦିଆଯାଇଛି । ପ୍ରଥମେ ୭ନଂ ସୁଇସ୍ ଗେଟ୍ ଖୋଲାଯିବା ପରେ ୯ନମ୍ବର ଗେଟ୍ ଖୋଲା
Read More...

କେନାଲ ଶଯ୍ୟାରୁ ଅବାଧରେ ବାଲି ଚାଲାଣ

ନିଶ୍ଚିନ୍ତକୋଇଲି,ତା.୨୦ା୦୬:-ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ୮ନଂ କେନାଲ ଶଯ୍ୟାକୁ ବାଲିମାଫିଆମାନେ ଖନନ କରି ଅବାଧରେ ବାଲି ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ
Read More...

୧୩ଟି ବିରୋଧି ଦଳର ରାଜ୍ୟସ୍ତରୀୟ ପ୍ରତିବାଦ ଆଜି

ଭୁବନେଶ୍ୱର,୨୪.୬(ନି.ପ୍ର) : ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଏକ ବୈଠକରେ ମିଳିତ ହୋଇ ଆସନ୍ତା କାଲି ୨୬ ତାରିଖରେ କରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହିଦିନ
Read More...

ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବିତରଣ

ଯାଜପୁର,୨୫.୦୬.(ନିପ୍ର) :କରୋନା ମହାମାରୀ ସମୟରେ ମାନବ ସେବା ଫାଉଣ୍ଡେସନ୍ ପକ୍ଷରୁ ନିରନ୍ତର ସେବା କାର୍ଯ୍ୟ ଜାରି ରହିଛି । ଅନୁଷ୍ଠାନ ପକ୍ଷରୁ ଅଦ୍ୟାବଧି ବିଭିନ୍ନ ଅଂଚଳରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା କାର୍ଯ୍ୟ ଯୋଗାଇ ଦିଆଯାଇଛି । ଲକ୍ଡାଉନ୍ର ପଂଚମ ପର୍ଯ୍ୟାୟରେ ଫାଉଣ୍ଡେସନ୍ର ଅଗ୍ରଣି
Read More...

ସରକାରୀ ଜମିରୁ ବୃଦ୍ଧାଙ୍କୁ ହଟାଇବାକୁ ଚକ୍ରାନ୍ତ ଅଭିଯୋଗ

ଚମ୍ପୁଆ(ନି.ପ୍ର)- ଦୀର୍ଘ ୭୦ବର୍ଷ ଧରି ସରକାରୀ ଜମିରେ ଘରକରି ରହିଥିବା ୭୦ ବର୍ଷୀୟ ବୃଦ୍ଧାଙ୍କୁ ସେଠାରୁ ହଟାଇବା ପାଇଁ ଚାଲିଛି ଚକ୍ରାନ୍ତ । ବୃଦ୍ଧାଙ୍କୁ ହଟାଇ ଉକ୍ତ ଜମିକୁ କବଜା କରିବା ପାଇଁ ବାରମ୍ବାର ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ବୃଦ୍ଧା ନ୍ୟାୟ ପାଇବା
Read More...

ଜଗତସିଂହପୁର ଜିଲ୍ଲାରେ ଘୋଷଯାତ୍ରା ବନ୍ଦ ନେଇ ଜନ ଅସନ୍ତୋଷ

ଜଗତସିଂପୁର(ନି.ପ୍ର)- ସୁପ୍ରିମକୋର୍ଟଙ୍କ ନିଷ୍ପତି କ୍ରମେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମାତ୍ର ରାଜ୍ୟର କୈାଣସି ଅଞ୍ଚଳରେ ଥିବା ପ୍ରାଚୀନ ମନ୍ଦିରରେ ଘୋଷଯାତ୍ରା ହୋଇପାରିନାହିଁ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥଙ୍କ
Read More...

ବିପଦ ସଙ୍କୁଳ ଅବସ୍ଥାରେ ପାର ହେବାକୁ ପଡୁଛି ନଦୀ

ଭୁବନେଶ୍ୱର: ଜୀବିକା ବଡ ନାଁ ଜୀବନ ଦ୍ୱନ୍ଦରେ ମଣିଷ । ବର୍ଷା ରୁତୁ ଆରମ୍ଭରୁ ସୁନ୍ଦରଗଡ ଜିଲ୍ଲା ନୂଆ ଗାଁ ବ୍ଲକ ବାସିଦାଙ୍କ ଦୁଃଖ ବଢିଛି । କୋଭିଡ କଟକଣା ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ ରହିଥିବାରୁ ଲୋକଙ୍କୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ବର୍ଷା ରୁତୁରେ ନଦୀ ପାର ହେବାକୁ
Read More...

ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ

ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର  ସର୍ବାଧିକ କ୍ଷତିଗ୍ରସ୍ତ ।  ଟୁର ଆଣ୍ଡ ଟ୍ରାଭେଲ୍ସ ଉପରେ ନିର୍ଭରଶୀଳ ଲୋକେ ହାତ ବାନ୍ଧି ବସିଛନ୍ତି। ଜୀବିକା ଉପରେ ପ୍ରଚଣ୍ଡ ପ୍ରଭାବ ପଡ଼ିଛି।   ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରୁଥିବା ୫ରୁ ୭ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ
Read More...

ମେଘାହାତୁବୁରୁ ଖଣିରେ ଦୁର୍ଘଟଣା, ଅପରେଟର ମୃତ

ବଲାଣି: କେନ୍ଦୁଝର ଜିଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କିରିବୁରୁ ଥାନା ଅଞ୍ଚଳରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍‌ର ମେଘାହାତୁବୁରୁ ଖଣିରେ ଦୁର୍ଘଟଣା ଘଟିଛି।  ରାତିରେ ଖଣିର ପ୍ରଡକ୍ସନ ଚାଲିଥିବା ବେଳେ ହପ୍ପରରେ ଥିବା ଷ୍ଟପରରେ ମାଟି ଭାରି ରହିଥିବାରୁ ୧୦୦ ଟନ
Read More...