Browsing Category

ରାଜ୍ୟ

ବୋଝ ଉପରେ ନଳିତା ବିଡା

ଭୁବନେଶ୍ୱର: କରୋନା ଦେଶ ଓ ବିଶ୍ୱର ଆର୍ଥିକ ସ୍ଥିତିକୁ ସମ୍ପୁର୍ଣ୍ଣ ରୂପେ ଦୋହଲାଇ ଦେଇଛି । ହୁ ହୁ ହୋଇ ବଢି ଚାଲିଛି ପରିବା ଦର । ସବୁଜ ପରିବା କାଲୋ ପିଛା ୫୦ ଟଙ୍କା ପାର୍ । ଆମିଷ ଦର ଦେଖି ମନ ମରିଯାଉଥିବା ବେଳେ ପରିବା ଦର ଶୁଣି ଲୋକେ କ’ଣ ଖାଇବେ ବୋଲି ଚିନ୍ତାରେ ପଡିଲେଣି । ବୋଝ
Read More...

ଓଡ଼ିଶା ଲାଇବ୍ରେରୀ ଏକାଡେ଼ମିର ଷଷ୍ଠ ୱେବ୍ନର

ଭୁବନେଶ୍ୱର : ଓଡ଼ିଶା ଲାଇବ୍ରେରୀ ଏକାଡେ଼ମିର ଷଷ୍ଠ ୱେବ୍ନାର ସିରିଜ୍ ଆୟୋଜିତ ହୋଇଯାଇଛି । ଲାଇବ୍ରେରୀ, ସୂଚନା କେନ୍ଦ୍ର , ସଂଗ୍ରହାଳୟର ପ୍ରଫେସନାଲମାନଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ପରିସ୍ଥିତିର ସମାଧାନ ପାଇଁ ଓଡ଼ିଶା ଲାଇବ୍ରେରୀ ଏକାଡେ଼ମି ନିୟମିତ ୱେବ୍ନର ଓ ୱେବକାଷ୍ଟ
Read More...

ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

ସମ୍ବଲପୁର,୨୪.୦୬ (ନି.ପ୍ର) : ଆସନ୍ତାକାଲି ହୀରାକୁଦ୍ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂର୍ବାହ୍ନ ୧୦ଟା ପରେ ଯେ କୌଣସି ମୁହୂର୍ତରେ ଖୋଲିବ ହୀରାକୁଦ୍ ଜଳଭଣ୍ଡାରରୁ ଜଳ ଛଡାଯିବ । ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପ୍ରଥମ ବନ୍ୟାଜଳ
Read More...

ଗଞ୍ଜାମରେ ସରକାରୀ ଅଫିସ୍ ଲୋକଙ୍କ ପାଇଁ ମନା

ବ୍ରହ୍ମପୁର,୨୪.୦୬ (ନି.ପ୍ର) : ଜଣେ ପଦସ୍ତ ସରକାରୀ ଅଫିସର କରୋନାରେ ଆକ୍ରାନ୍ତ ହେବାପରେ ଆଜିଠାରୁ ୧୦ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଜିଲ୍ଳାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ
Read More...

୪ଘଂଟିଆ ପାରୋଲରେ ରେହମନ୍

କଟକ,୨୪.୦୬ (ନି.ପ୍ର) : ମାଆର ଶ୍ରାଦ୍ଧ କର୍ମରେ ଯୋଗ ଦେବାପାଇଁ ତିହାର ଜେଲରେ ଥିବା ସନ୍ଧିଗ୍ଧ ଆତଙ୍କବାଦୀ ଅବଦୁଲ ରେହମନ ୪ଘଂଟିଆ ପାରୋଲରେ ନିଜ ଗ୍ରାମ ପଶ୍ଚିମକଚ୍ଚ ଗାଁକୁ ଆସିଛି । ଦିଲ୍ଲୀ କୋର୍ଟ ୪ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୂରକ୍ଷା ଭିତରେ ରେହମନକୁ ନିଜ ପୈତୃକ
Read More...

ସିଲ୍ ହେଲା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍

ଭୁବନେଶ୍ୱର,୨୪.୦୬ (ନି.ପ୍ର) : କୋଭିଡ୍-୧୯ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲକୁ ସିଲ କରିଦେଇଛି । ସୂଚନା ଯୋଗ୍ୟ ଯେ, ହସ୍ପିଟାଲରୁ ଗତକାଲି ସୁଦ୍ଧା ମୋଟ୍ ୨୭ଜଣ କରୋନା ପଜିଟିଭ
Read More...

ଆଡପ ମଣ୍ଡପରେ ତିନି ଠାକୁର

ପୁରୀ,୨୪.୦୬ (ନି.ପ୍ର) : ନବଦିନ ବ୍ୟାପି ଘୋଷ ଯାତ୍ରାରେ ଥି୍ବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର , ଦେବୀ ସୁଭଦ୍ରା ଓ ସୁଦର୍ଶନ ଆଜି ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଶରଧା ବାଲିରେ ରଥାରୁଢ ଥିବା ଚତୃର୍ଦ୍ଧା ମୃର୍ତଙ୍କର ଆଜି ସନ୍ଧ୍ୟା ଆଳତୀ ଓ ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀ
Read More...

ଗୁଡାରି ବ୍ଲକର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

ରାୟଗଡା- ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଯନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କରୋନା ପାଇଁ ସରକାରଙ୍କ ନିର୍ଦେଶନାମମା ଓ ପ୍ରବାସୀ ଶ୍ରମିକମାନଙ୍କୁ ଅଧିକରୂୁ ଅଧିକ ଭାବରେ ଶ୍ରମଭିତିକ କର୍ମ ସଂସ୍ଥାନ ଯୋଗାଇବା
Read More...

ସାମ୍ବାଦିକଙ୍କୁ ମାରଣାତ୍ମକ ଆକ୍ରମଣ

ଚମ୍ପୁଆ(ନି. ପ୍ର)- ସ୍ଥାନୀୟ ଅଞ୍ଚଳର ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ଗତକାଲି ସନ୍ଧ୍ୟାରେ ମାରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ ଚମ୍ପୁଆ ବ୍ଲକ ବ୍ରହ୍ମପୁର କରଞିଆ ଅଞ୍ଚଳର କାର୍ଯ୍ୟରତ ପ୍ରମେୟ ସାମ୍ବାଦିକ ବିଧୁଭୁଷଣ ପତି ସଂଧ୍ୟା ପରେ ଗରକୁ ଫେରିବା
Read More...

ଗରବନ୍ଧରେ ଗୋଷ୍ଠୀ ସଂଘର୍ଷ: ୨ ଆହତ

ଯାଜପୁର ତା୨୪/୦୬ (ନି.ପ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ସଂଘବଦ୍ଧ ସଂଘର୍ଷରେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ସହ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉତ୍ତେଜନା ପ୍ରସମିତ କରିବାକୁ ଯାଇଁ
Read More...