Browsing Category

ରାଜ୍ୟ

ରାଜ୍ୟପାଳଙ୍କୁ ହସ୍ତତନ୍ତ କପଡ଼ା ମାସ୍କ ପ୍ରଦାନ

ଭୁବନେଶ୍ୱର,୧୯.୬ (ନି.ପ୍ର.) :ବୟନିକାର ବୋର୍ଡ ଅଫ ଡ଼ାଇରେକ୍ଟରସ ସଦସ୍ୟ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ବୁଣାକାର ସଂଜୟ କୁମାର ମେହେରେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ହସ୍ତତନ୍ତ କପଡ଼ାରେ ତିଆରି ମାସ୍କ ପ୍ରଦାନ କରିଛନ୍ତି । ସେ ଇତି ମଧ୍ୟରେ ପ୍ରାୟ ୧୦
Read More...

ବାଙ୍କୀ-ଡମପଡା ଅଧ୍ୟକ୍ଷ ନିର୍ବାଚନ ବିଜେଡି ସମଥିିତ ପ୍ରାର୍ଥୀ ବିଜୟୀ

ବାଙ୍କୀ୧୯.୬ (ନି.ପ୍ର.) : କଟକ ଜିଲ୍ଲା ବାଙ୍କୀ - ଡମପଡା ବ୍ଲକରେ ଆଜି ଅଧ୍ୟକ୍ଷ ଆସନ ପାଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡି ସମର୍ଥିତ ପ୍ରାର୍ଥି ସୁର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ବ୍ଲକରେ ଅଧ୍ୟକ୍ଷ ଭାବରେ ହେିଥିବା ଶଶାଙ୍କ ଶେଖର ସ୍ୱାଇଁଙ୍କୁ
Read More...

କାନ୍ଦିଲେ ସୁର ରାଉତରାୟ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ବନ୍ଦ ହେବା ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି ପକାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଭୀର ମର୍ମାହତ ହୋଇ ମୁଁ କାଲି ରାତିରେ ଶୋଇ ପାରି ନାହିଁ । ୬୫ ବର୍ଷ ହେଲା ରଥ ଟାଣି ଆସିଛି । ଯଦି ଯାତ୍ରା
Read More...

ପୁଣି ୧୬୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚ ଭୂତରେ ଲୀନ ହେଲେ ନନ୍ଦୁରାମ ଓ ଚନ୍ଦ୍ରକାନ୍ତ

ରାଇରଙ୍ଗପୁର : ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଆ ଯବାନ ନନ୍ଦୁରାମ ଓ ଚନ୍ଦ୍ରକାନ୍ତଙ୍କର ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୟୂରଭଞ୍ଜ ଲୋକ ସଭା ସଦସ୍ୟ ବିଶେଶ୍ୱର ଟୁଡ଼ୁ , ମନ୍ତ୍ରୀ ସୁଦାମ ମାରାଣ୍ଡି , ଆରକ୍ଷୀ
Read More...

ହାତୀ ଆକ୍ରମଣରେ ଦୁଇଜଣଙ୍କର ପ୍ରାଣହାନି

ଅନୁଗୁଳ/ ସମ୍ବଲପୁର: ହାତୀ ଆକ୍ରମଣରେ ଦୁଇଜଣଙ୍କର ପ୍ରାଣହାନି ଘଟିଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ୍ତଳା ଥାନା ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ(୪୨) ସକାଳୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେଠାରେ ଦନ୍ତା ହାତୀ ରହିଥିବା
Read More...

୧୨ ଘଂଟିଆ ପୁରୀ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ସେନା ୧୨ ଘଂଟିଆ ପୁରୀ ବନ୍ଦ ପାଇଁ ଆହ୍ୱାନ ଦେଇଛି । ମହାପ୍ରଭୁଙ୍କ ଘୋଷ ଯାତ୍ରା ବନ୍ଦ କରିବା ନେଇ ସୁପ୍ରିମର୍କୋଟଙ୍କ ରାୟ ପ୍ରତିବାଦରେ ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ପୁରୀ ସହର ବନ୍ଦ ରହିବ । ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନାର
Read More...

ବଣାଇ ବିଧାୟକ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା

ବଣାଇ,୧୮.୬ (ନି.ପ୍ର.): ସୁନ୍ଦରଗଡ ଜିଲ୍ଳା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଙ୍ଗରକ୍ଷୀ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଙ୍ଗରକ୍ଷୀ ଡମୁରୁ ସାହୁ (୩୩) ହୁଣୀପଡା ଥାନା ଅନ୍ତର୍ଗତ କୁର୍ଡାସ୍ଥିତ ନିଜ ବାସଭବନରେ ନିଜ ସର୍ଭିସ ରିଭଲଭଲରୁ ଗଳିକରି ଆତ୍ମହତ୍ୟା କରିଥିବା ପ୍ରାଥମିକ
Read More...

୫୦୦ ବର୍ଷରେ ୩୨ ଥର ବନ୍ଦ

କରୋନା ଯୋଗୁଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି । ଏପରି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକକୁ କେହିକେହି ମତ ଦେଉଛନ୍ତି । ମେସିନ ଓ ହାତୀ ଲଗାଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଉଛି । ତେବେ କେବଳଳ ଏହିବର୍ଷ ନୁହେଁ, ଅତୀତରେ ବିଭିନ୍ନ କାରଣ ଯୋଗୁଁ
Read More...

କ୍ୟାବିନେଟର ଜରୁରୀ ବୈଠକ

ଭୁବନେଶ୍ୱର,୧୮.୬ (ନି.ପ୍ର.): ପୁରୀ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷିରେ ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ମନ୍ତ୍ର, ମୁଖ୍ୟସଚିବଙ୍କ ସହ
Read More...