Browsing Category

ରାଜ୍ୟ

ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ସାଧାରଣ ସମ୍ପାଦକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୯.୬ (ନି.ପ୍ର.) : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସଂଘର ସାଧାରଣ । ଦକ ଭୁବନେଶ୍ୱର ମଣ୍ଡଳ ଶ୍ରୀ ଶିବ ପ୍ରସାଦ ବେହେରାଙ୍କ ବିଦାୟ କାଳୀନ ମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛ । ଏହି ସଭାରେ କମ୍ରେଡ ଅନିଲ କୁମାର ପ୍ରଧାନ,
Read More...

ଦବିଲା ଗହୀରାପାଳ ବିଜୁ ସେତୁ ସଂଯୋଗୀ କରଣ ରାସ୍ତା

ଯାଜପୁର, ୧୯.୬ (ନି.ପ୍ର) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାଣଙ୍କ ଗମନାଗମନ ଓ ପରିବହନର ସୁବିଧା ପାଇଁ ନୂତନ ରାସ୍ତା ନିର୍ମାଣ, ରାସ୍ତା ପ୍ରଶ୍ୱସ୍ତିକରଣ କାର୍ଯ୍ୟ କରୁଛନ୍ତି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ନଦୀ ନାଳ ଉପରେ ନୂତନ ସେତୁ ନିର୍ମାଣ ପାଇଁ କୋଟି
Read More...

କ୍ୱରେଂଟାଇନରେ ଅବ୍ୟବସ୍ଥା!

ବିଞ୍ଝାରପୁର,୧୯.୬(ନି.ପ୍ର): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ ଖରସ୍ରୋତା ମହବିଦ୍ୟଳୟ କ୍ୱରେଂଟାଇନ ସେଣ୍ଟରରେ ବ୍ୟବପ ବ୍ୟବସ୍ଥା ପରିଲିକ୍ଷିତ ହୋଇଛି । ଏଥିନେଇ କ୍ୱରେଂଟାଇନରେ ଥିବ ଅନ୍ତେବସୀ ପ୍ରଶସନକୁ ବଗତ କରିଥିଲେ ମଧ୍ୟ ପ୍ରଶସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ
Read More...

ସାନକେରକୋ ସଟଡାଉନ

ବାରିପଦା,୧୯.୬ (ନି.ପ୍ର.): ବାରିପଦା ରୁ ଉଦଳା ଯିବା ମୁଖ୍ୟ ରାସ୍ତା କଡରେ ବଡସାହି ବ୍ଲକ ଅନ୍ତର୍ଗତ ସାନକେରକୋ ଗ୍ରାମପଂଚାୟତ ରେ ଜଣେ କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାନକେରକୋ ଅଂଚଳକୁ ସଟଡାଉନ ଘୋଷଣା କରାଯାଇଛି । ଫଳସ୍ୱରୁପ ସେଠାରେ ସମସ୍ତ ଦୋକାନ ବଜାର
Read More...

ବୌଦ୍ଧବାସୀଙ୍କ ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୧୯.୬ (ନି.ପ୍ର.): ଚୀନ ଓ ଭାରତ ସୀମାରେ ଦୀର୍ଘ ଦୀନରୁ ଲାଗିରହିଥିବା ସୀମା ବିବାଦରେ ଦୁଇ ଦେଶର ଯବାନ ମାନଙ୍କ ମଧ୍ୟରେ ଧସ୍ତାଧସ୍ତିର ଉଗ୍ର ରୁପ ନେଇ ଗତ ୧୫ତାରିଖ ଦିନ କୋଡିଏ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଭାରତ ମାଟିର ଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ବୀର ଗତି
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର,୧୯.୬ (ନି.ପ୍ର) : ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ ଅଧିନ ଥାଲକୁଡି ପଂଚାୟତ କସବା ଗ୍ରାମ ବାଙ୍କବଗିଚା ନାଳରୁ ସୋମବାର ସକାଳେ ମଙ୍ଗଳପୁର ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ମୃତ ଯୁବକ ମଙ୍ଗଳପୁର ପଂଚାୟତ କାଳନ୍ଦୀ ଧଳଙ୍କ ସାନପୁଅ ପଦ୍ମଲୋଚନ ଧଳ (୩୨) ବୋଲି ଜଣା
Read More...

ରାଜ୍ୟପାଳଙ୍କୁ ହସ୍ତତନ୍ତ କପଡ଼ା ମାସ୍କ ପ୍ରଦାନ

ଭୁବନେଶ୍ୱର,୧୯.୬ (ନି.ପ୍ର.) :ବୟନିକାର ବୋର୍ଡ ଅଫ ଡ଼ାଇରେକ୍ଟରସ ସଦସ୍ୟ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ବୁଣାକାର ସଂଜୟ କୁମାର ମେହେରେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ହସ୍ତତନ୍ତ କପଡ଼ାରେ ତିଆରି ମାସ୍କ ପ୍ରଦାନ କରିଛନ୍ତି । ସେ ଇତି ମଧ୍ୟରେ ପ୍ରାୟ ୧୦
Read More...

ବାଙ୍କୀ-ଡମପଡା ଅଧ୍ୟକ୍ଷ ନିର୍ବାଚନ ବିଜେଡି ସମଥିିତ ପ୍ରାର୍ଥୀ ବିଜୟୀ

ବାଙ୍କୀ୧୯.୬ (ନି.ପ୍ର.) : କଟକ ଜିଲ୍ଲା ବାଙ୍କୀ - ଡମପଡା ବ୍ଲକରେ ଆଜି ଅଧ୍ୟକ୍ଷ ଆସନ ପାଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡି ସମର୍ଥିତ ପ୍ରାର୍ଥି ସୁର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ବ୍ଲକରେ ଅଧ୍ୟକ୍ଷ ଭାବରେ ହେିଥିବା ଶଶାଙ୍କ ଶେଖର ସ୍ୱାଇଁଙ୍କୁ
Read More...

କାନ୍ଦିଲେ ସୁର ରାଉତରାୟ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ବନ୍ଦ ହେବା ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି ପକାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଭୀର ମର୍ମାହତ ହୋଇ ମୁଁ କାଲି ରାତିରେ ଶୋଇ ପାରି ନାହିଁ । ୬୫ ବର୍ଷ ହେଲା ରଥ ଟାଣି ଆସିଛି । ଯଦି ଯାତ୍ରା
Read More...

ପୁଣି ୧୬୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା
Read More...