Browsing Category

ରାଜ୍ୟ

ରଜ ପର ୩ ଦିନ ହାଇକୋର୍ଟ ଛୁଟି

କଟକ,୬.୬(ନି.ପ୍ର.): ରଜ ଲାଗି ୧୫ ଏବଂ ୧୬ ତାରିଖ ଦୁଇଦିନ ହାଇକୋର୍ଟ ଛୁଟି ଥିବା ବେଳେ ଏହାର ପରବର୍ତୀ ତିନି ଦିନ ୧୭ରୁ ୧୯ ତାରିଖ ଯାଏ ହାଇକୋର୍ଟ ଛୁଟି ଘୋଷଣା କରାଯାଇଛି । ଏହି କାର୍ଯ୍ୟ ଦିବସକୁ ଭରଣା କରିବା ପାଇଁ କୋର୍ଟ ସେପ୍ଟେମ୍ବର ୨୬, ଅକ୍ଟୋବର ୧୭ ଏବଂ ଡିସେମ୍ବର ୫ ତରିଖ (ସମସ୍ତ
Read More...

ସପ୍ତାହକେ ୫ ଦିନ ଚାଲିବ ରାଉରକେଲା ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,୬.୬(ନି.ପ୍ର.): ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଭିତରେ ୫ଟି ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ଗତ ୨ ତାରିଖରେ ଘୋଷଣା କରାଯାଇଥିଲା । ଥିଲା ବେଳେ୫ ତାରିଖ ଦିନ ପୁଣି ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଭିତରେ ଆଉ ଏକ ଯାତ୍ରାବାହୀ ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା
Read More...

ଭର୍ଚୁଆଲ୍ ରାଲି ୮ରେ: ଶାହା କରିବେ ସମ୍ବୋଧନ

ଭୁବନେଶ୍ୱର,୬.୬(ନି.ପ୍ର.): କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଥିବା ଅବସରରେ ଆଗାମୀ ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଅମିତ୍ ଶାହା ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବେ । ଦଳ ତରଫରୁ ଭିଡିଓ କନଫରେନ୍ସିଂ
Read More...

ସାମ୍ବାଦିକଙ୍କୁ ସହାୟତା ପାଇଁ ଓ.ୟୁ.ଡ଼ବ୍ଲୁ.ଜେ.ର ଦାବି

ଯାଜପୁର,୬ ।୦୬(ନି.ପ୍ର.): ସାରା ବିଶ୍ୱରେ ମହାମାରୀ ‘କରୋନା’ ସମଗ୍ର ଜୀବନକୁ ଅସ୍ତବ୍ୟସ୍ତ କରିଦେଇଅଛି । ଏଥିରୁ ଓଡ଼ିଶା ବି ମଧ୍ୟ ବାଦ୍ ପଡ଼ିନାହିଁ । ଦୀର୍ଘ ପ୍ରାୟ ୩ ମାସ ଧରି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନିମ୍ନ ମଧ୍ୟବିତ ପରିବାର ଆଜି ଏକପ୍ରକାର ବେସାହାରା ଅବସ୍ତାରେ କାଳାତିପାତ
Read More...

ବାଳାଶ୍ରମର ଅନ୍ତେବାସୀଙ୍କୁ ମାସ୍କ ପ୍ରଦାନ

ଯାଜପୁର,୬ ।୦୬(ନି.ପ୍ର.):ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ମାସ୍କ ସାନିଟାଇଜର, ହ୍ୟାଣ୍ଡୱାସ ଇତ୍ୟାଦି ବଂଟନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଶୁକ୍ରବାର ପୂର୍ବାହ୍ନରେ ଉତ୍କଳ ବାଳାଶ୍ରମ ପରିସରରେ ରହୁଥିବା ଅନ୍ତେବାସୀ ଓ ସ୍ୱତନ୍ତ୍ର ପୋଷ୍ୟ
Read More...

ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର,୬ ।୦୬(ନି.ପ୍ର.): ଓଡ଼ିଆ ଭାଷା ସାହିତ୍ୟର ପ୍ରାଜ୍ଞ ପଣ୍ଡିତ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ସମାଲୋଚକ, ମାନବତାବାଦୀ, ସର୍ଜନଶୀଳ ଓ ସୃଜନଶୀଳ ମହାପୁରୁଷ, ଐତିହାସିକ ଭାଷା ଆନ୍ଦୋଳନର ସମର୍ପିତ ଭାଷା ମୁକ୍ତିଯୋଦ୍ଧା ପ୍ରାଧ୍ୟାପକ ଡ.ନିତ୍ୟାନନ୍ଦ
Read More...

ଶ୍ରମ ଆଇନ ସଂଶୋଧନକୁ ବିରୋଧ

ଭୁବନେଶ୍ୱର,୬ ।୦୬(ନି.ପ୍ର.): କୋଭିଡ ସଂକ୍ରମଣ ପରିସ୍ଥିତିରେ ପ୍ରବାସୀ ଶ୍ରମିକ ନିର୍ମାଣ ଶ୍ରମିକ ଜଙ୍ଗଲ ଶ୍ରମିକ କୃଷି ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଦୋହାଡି ଶ୍ରମିକ, ଘରୋଇ କାର୍ଯ୍ୟ ନିଯୁକ୍ତି ଶ୍ରମିକ, ଅଟୋ ଓ ଟ୍ୟାକ୍ସି ଡ୍ରାଇଭର ଦୀର୍ଘ ୩ ମାସ ଧରି ରୋଜଗାର
Read More...