Browsing Category

ରାଜ୍ୟ

ଭୁବନେଶ୍ୱରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ଭିମପୁର ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ ଏବଂ  ଭରତପୁର ଅଞ୍ଚଳରୁ ୩୬ ବର୍ଷୀୟ ଯୁବକ ରହିଛନ୍ତି । ଏହି ଦୁଇ ଜଣ ଦିଲ୍ଲୀରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ସେହିପରି…
Read More...

ହାତୀ ଛୁଆର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : କୁଆଁରମୁଣ୍ଡା ରେଂଜରୁ ଏକ ଛୁଆହାତୀର ମୃତ ଦେହ ଉଦ୍ଧାର ହୋଇଛି। ଫାଶ ବସାଇ ଉକ୍ତ ହାତୀଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଛୁଆହାତୀର ମୃତଦେହରେ କ୍ଷତଚିହ୍ନ ଥିବା ଜଣାପଡ଼ିଛି। ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
Read More...

ଯୁବକର ଉନ୍ମତ୍ତକାଣ୍ଡ: ଜାଳିଦେଲା ହାଇଓ୍ଵା , ଡ୍ରାଇଭରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଉଦ୍ୟମ

ଆଳି: ସଟଡାଉନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଜନୈକ ଯୁବକ ଉନ୍ମତ୍ତକାଣ୍ଡ ଘଟାଇ ବଜାରରେ ଗୋଟିଏ ହାଇଓ୍ବା (ନମ୍ବର ଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଡ୍ରାଇଭର ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା।  ଡ୍ରାଇଭର…
Read More...

ଭାଙ୍ଗିଲା ରେକର୍ଡ,୧୬ ଜିଲ୍ଲାରୁ ୨୨୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ୧୬ ଜିଲ୍ଲାରୁ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି। ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୬ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। କଟକ ଜିଲ୍ଲାରୁ ୯୨,  ଜଗତସିଂହପୁର ଜିଲ୍ଲା…
Read More...

ବଜ୍ରପାତରେ ଜଣେ ମୃତ : ୧୦ ଗୁରୁତର

ସାରସକଣା,୧୨ ।୦୬(ନି.ପ୍ର.): ଚାଷକାମ ଆରମ୍ଭ କରିବା ପୂର୍ବରୁ ସାନ୍ତାଳି ସମ୍ପ୍ରଦାୟର ଏକ ପୂଜା ଚାଲିଥିଲା ବେଳେ ଗତ ୧୦ ତାରିଖ ଦିନ ବଜ୍ରପାତରେ ଚାଲିଗଲା ଜୀବନ । ଅପରାହ୍ନ ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା ଆଉ ଚାଲିଯାଇଥିଲା ଏକ ଅମୂଲ୍ୟ ଜୀବନ ଓ ଏଥିସହିତ ୧୦ ଜଣ ଗୁରୁତର ମଧ୍ୟ…
Read More...

ଆଣ୍ଡାମାନରୁ ଫେରିଲେ ୯୨ ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର,୧୨ ।୦୬(ନି.ପ୍ର.): ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ୯୨ ଜଣ ଦାଦନ ଶ୍ରମିକ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଆଣ୍ଡାମାନ ଦ୍ୱୀପକୁ କାମ କରିବାକୁ ଯାଇଥିଲେ । ମହାମାରୀ କରୋନା (କୋଭିଡ-୧୯) ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ଆଣ୍ଡାମାନରେ ୯୨ ଜଣ ଦାଦନ…
Read More...

ଚୁମା ଦିଆ ବାବାଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର,୧୨.୬(ଏଜେନ୍ସି): ଆମ ଦେଶରେ ବିଭିନ୍ନ ଧରଣର ବାବା ରହିଛନ୍ତି । କୋଟି କୋଟି ଟଙ୍କାର ଅଳଙ୍କାର ପିନ୍ଧି କିଏ ଗୋଲ୍ଡେନ୍ ବାବା ନାମରେ ପରିଚୟ ସୃଷ୍ଟି କରିପାରିଛନ୍ତି ତ ଆଉ କିଏ ସାରଥି ବାବା ନାମରେ ନିଜ ନିଜ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।…
Read More...

ପଡୋଶୀଙ୍କ ମରଣାନ୍ତକ ଆକ୍ରମଣରେ ମା ଓ ପୁଅ ଗୁରୁତର

ବାରିପଦା,୧୨.୬ (ନି.ପ୍ର.) :ଗୋଟିଏ କୁକୁଡାକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଯାଇଛି । କୁକୁଡା ମାଲିକଙ୍କ ମରଣାନ୍ତକ ଆକ୍ରମଣରେ ମା ଓ ପୁଅ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମହୁଲଡିହା ଥାନାର ଦୁବପାଳ ଗାଁ ରେ ।…
Read More...

୨ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୧୨.୬(ନି.ପ୍ର.): ରାଜଧାନୀରୁ ୨ ନିଶା ମାଫିଆ ଗିରଫ ହୋଇଛନ୍ତି । କେଦାରଗୌରୀ ମୁକ୍ତେଶ୍ୱର ମନ୍ଦିର ପାର୍କରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଛନ୍ତି କୁଇକ୍ ଆକ୍ସନ୍ ଟିମ୍ (କୁ୍ୟଏଟି) ଓ ଶ୍ରୀଲିଙ୍ଗରାଜ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ କପିଳେଶ୍ୱରର…
Read More...

ଧଳାଜହର ଏବେ ଗଳିକନ୍ଦିରେ!

ଭୁବନେଶ୍ୱର,୧୨.୬(ନି.ପ୍ର.): ରାଜଧାନୀକୁ ଛାଇଗଲାଣି ବ୍ରାଉନ୍ସୁଗର (ଧଳାଜହର) ବିଷ । ବହୁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବପିଢି ଏବେ ଏହା କବ୍ଜାରେ । ତେବେ ଡେରିରେ କମିଶନରେଟ୍ ପୋଲିସ ନିଦ ଭାଙ୍ଗିଛି । ଗତ କିଛି ମାସ ଭିତରେ କମିଶନରେଟ୍ ପୋଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି…
Read More...