Browsing Category

ରାଜ୍ୟ

ଆଳୁ ଓ ପିଆଜକୁ ନେଇ ଦ୍ୱନ୍ଦ୍ୱରେ ରାଜ୍ୟ ସରକାର

ଭୁବନେଶ୍ୱର,୫ ।୦୬(ନି.ପ୍ର.): ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦିଆଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି । କେନ୍ଦ୍ର କ୍ୟାବିନେଟ ଗତକାଲି ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦେବା ପରେ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର
Read More...

ବିଞ୍ଝାରପୁରକୁ ଫେରିଲେଣି ୨୧୫୨ ପ୍ରବାସୀ

ବିଞ୍ଝାରପୁର,୫ ।୦୬(ନି.ପ୍ର.): କରୋନା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଅସ୍ଥାୟୀ ଟିଏମସିର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବିଞ୍ଝାରପୁର ବ୍ଲକର ବିଭିନ୍ନ ଅଂଚଳକୁ ଏବେ ସୁଦ୍ଧା ୨୧୫୨ ଜଣ ପ୍ରବାସୀ ଫେରିଥିବା
Read More...

ଭାଲୁ ଆକ୍ରମଣରେ ୫ ଗୁରୁତର

ନୀଳଗିରି,୫ ।୦୬(ନି.ପ୍ର.): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଂଚାୟତର ଟଣକା ଓ ବାଲିଗୁହିରୀ ଗ୍ରାମରେ ୨ଟି ବଣୁଆ ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ଗାଁ ଦାଣ୍ଡରେ ଲୋକେ ଯା’ଆସ କରୁଥିବା ବେଳେ ଅତର୍କିତ ଭାବେ ଦୁଇଟି ଭାଲୁ ଗାଁରେ ପଶିଯାଇଥିଲେ ।
Read More...

ଲୁଲେର ଗାଁରେ ସପ୍ତାହକରେ ୪ ଶିଶୁଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ମାଲକାନଗିରି,୫ ।୦୬(ନି.ପ୍ର.): ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ବିଭିନ୍ନ ରୋଗରେ ଶିଶୁ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବାବେଳେ ଏବେ ପୁଣି ମାଥିଲି ବ୍ଲକର ଦୁର୍ଗମ କର୍ତନପାଲୀ ପଂଚାୟତର ଲୁଲେର ଗ୍ରାମରେ ଗତ ଏକସପ୍ତାହ ମଧ୍ୟରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି । ମୃତ ଶିଶୁଙ୍କ ମଧ୍ୟରେ
Read More...

ଭୁବନେଶ୍ୱରରେ ଚିହ୍ନଟ ହେଲେ ନୂଆ ୧୩ କରୋନା ପଜିଟିଭ

ଭୁବନେଶ୍ୱର- ଶୁକ୍ରବାର ଭୁବନେଶ୍ୱରରୁ ଚିହ୍ନଟ ହେଲେ ପୁଣି ୧୩ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୭ ଜଣ ହୋମ କ୍ୱାରେଂଟାଇନରେ ଥିବା ବେଳେ ୬ ଟି ଲୋକାଲ କେସ ରହିଛି । ୟୁନିଟ -୪ରୁ ୨, ଡୁମୁଡୁମା, ସାଲିଆସାହି, ଆଇଗିଣିଆ , ଲକ୍ଷ୍ମୀସରଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
Read More...

ଜୁନ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଗାମୀ ୨୫ ଦିନ ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଯୁଦ୍ଧରେ ବିଜୟୀ ହାସଲ କରିବା ପାଇଁ ୫ ଟି ମନ୍ତ୍ର ଶୁଣାଇଛନ୍ତି । ୧-ଘରେ ରୁହନ୍ତୁ, ଜରୁରୀ କାମନଥିଲେ ବାହାରେ ବୁଲନ୍ତୁ ନାହିଁ
Read More...

କୋହଳ ହେଲା ସଟଡାଉନ ନିୟମ

ଭୁବନେଶ୍ୱର- କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟର ୧୧ ଟି ଜିଲ୍ଲାରେ ପ୍ରତ୍ୟକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ଆଜି କଟକଣାକୁ କୋହଳ କରାଯାଇଛି । ସଟଡାଉନ ସମୟରେ କେଉଁ ସଂସ୍ଥା ଖୋଲା ଯିବ ଓ ବନ୍ଦ ରହିବ ଏବଂ କେଉଁ ବ୍ୟକ୍ତି ମାନେ ରାସ୍ତାରେ ଯାତାୟତ
Read More...

ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ଓ ଶଙ୍କରାଚାର୍ଯ୍ୟ

ପୁରୀ- ଶ୍ରୀମନ୍ଦିର ପ୍ରଚଳିତ ପରମ୍ପରାରେ ଦେଖା ଦେଇଛି ବ୍ୟତିକ୍ରମ । ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଛେରାପହଁରା ପାଇଁ ଆସିଲେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଛନ୍ତି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ସ୍ନାନବେଦୀକୁ ଆସି ନାହାନ୍ତି
Read More...

ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତି

ପୁରୀ- ନାହିଁ ଭକ୍ତଙ୍କ ଗହଳି । ବଡଦାଣ୍ଡ ଖାଁ ଖାଁ । ଶୁଭିଲାନି ହରିବୋଲ ହୁଳହୁଳି । ଏପରି ବ୍ୟତିକ୍ରମ ପରିବେଶ ମଧ୍ୟରେ ଶେଷ ହେଲା ଚତୁର୍ଦ୍ଧା ମୂର୍ତିଙ୍କ ପବିତ୍ର ସ୍ନାନ ଯାତ୍ରା । ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଂଟ ଅନୁଯାୟୀ ସେବାୟତ ମାନେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ଆଣି
Read More...