Browsing Category

ରାଜ୍ୟ

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫରମର

ଯାଜପୁର (ନି.ପ୍ର) :- ବରୀ ବିଦ୍ୟୁତ ସବଡିଭିଜନ ଅଫିସଠାରୁ ମାତ୍ର ୩ଶହ ମିଟର ଦୁରତା ପୁରଣା ତହସିଲ ଅଫିସପାଖ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମୁଖ ରାସ୍ତା କଡରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଏକ ଟ୍ରାନ୍ସଫରମର ରହିଥିବା ଦେଖିବାକୁ ମିଳିଛି । ଏହି ଟ୍ରାନ୍ସଫରମରୁ ବରୀ ମାଉଣ୍ଡ ତଳ…
Read More...

କାର୍ଯ୍ୟରେ ଅବହେଳା ପାଇଁ କର୍ମଚାରୀ ନିଲମ୍ବିତ

ଯାଜପୁର, (ନି.ପ୍ର) : କାର୍ଯ୍ୟରେ ଅବହେଳା, ଅନଧିକୃତ ଭାବେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶର ଅବମାନନା ଅଭିଯୋଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ବରିଷ୍ଠ ରାଜସ୍ୱ ସହାୟକ (ଏସ୍.ଆର.ଏ) ରୋଜାଲିନ୍ ଦାସଙ୍କୁ ସୋମବାର ଜିଲ୍ଲାପାଳ ରଂଜନ କୁମାର ଦାସ ନିଲମ୍ବନ କରିଛନ୍ତି ।…
Read More...

ବିରୁପା ନଦୀରେ ବୁଡି ବିଏସଏଫ ଯବାନ ମୃତ

ଯାଜପୁର (ନି.ପ୍ର) - ଆଜି ପୂବାହ୍ନ ୧୧ ଟା ସମୟରେ ବିରୁପା ନଦୀର ତାଳୁଆ ପୋଲ ନିକଟ ଛନ୍ଦାରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ବିଏସଏଫ ଯବାନଙ୍କର ମୃତ୍ୟୁ ଘଟିଛି । ଘଟଣାରୁ ଜଣାପଡିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଧାରପୁର ଗ୍ରାମ ପଂଚାୟତ ନାଥପୁର ପଟଣା ଗ୍ରାମର କବିନ୍ଦ୍ର ପଣ୍ଡାଙ୍କ ପୁଅ…
Read More...

୪୫ ଲକ୍ଷ ଟଙ୍କାର ଗୁଟଖା ଜବତ

ରାୟଗଡା (ନିପ୍ର) – ଗତକାଲି ଚାନ୍ଦିଲି ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଦିଲ୍ଲୀରୁ ରାୟଗଡା ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୁଟଖା କଂଟେନରକୁ ଜବତ କରିବା ସହ ବିପୁଳ ପରିମାଣରେ ଗୁଟଖା ଜବତ କରିଛି । ଯାହାର ବଜାର ମୂଲ୍ୟ ଆନୁମାନିକ ୪୫ ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି ।…
Read More...

ରାୟଗଡା ଜିଲ୍ଲାରେ ତୃତୀୟ କୋରନା ଆକ୍ରାନ୍ତ ଚିହ୍ନଟ

ରାୟଗଡା (ନିପ୍ର) – ପୂର୍ବରୁ ରାୟଗଡା ଜିଲ୍ଲାରେ୨ଜଣ ମହିଳା ଚିହ୍ନଟ ହୋଇଥିବା କୋରନା ଆଜି ପୁଣି ଜଣେ ମହିଳା କୋରନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ମହିଳା ଜଣଙ୍କ ୨୭ ବର୍ଷ ବୟସ୍କା ହୋଇଥିବା ବେଳେ ସେ ଦିଲ୍ଲୀରେ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଥିଲେ । ମଇ ୨୦ ତାରିଖ ଦିନ…
Read More...

୨ ମିନିଟ ୧୧ ସେକେଣ୍ଡ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର- ଦୀର୍ଘଦିନର ପ୍ରତୀକ୍ଷା ପରେ ରାଜ୍ୟ ମାନ୍ୟତା ପାଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ୨ ମିନିଟ ୧୧ ସେକେଣ୍ଡ ମଧ୍ୟରେ ଗାନ କରାଯିବ ବୋଲି ବିଧିବଦ୍ଧ ନିଷ୍ପତି ହୋଇଛି । ଏ ସଂପର୍କରେ ସୂଚନା ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଛନ୍ତି ଯେ…
Read More...

ଅଧୁରା ରହିଲା ସୁନେଲି ସ୍ୱପ୍ନ

ମୟୂରଭଞ୍ଜ- ଘରକୁ ଫେରିଥିଲେ ଗଢିଥାନ୍ତେ ସୁଖର ସଂସାର । ସରିଥିଲା ସବୁ ପ୍ରସ୍ତୁତି । ପରିବାର ଲୋକ ଅନାଇ ରହିଥିଲେ ପୁଅ କେତେବେଳେ ଫେରିବ । ସେପଟେ ଭାବି ପତ୍ନି ନୂଆ ସ୍ୱାମୀଙ୍କୁ ପାଇବା ପାଇଁ କରିଥିଲା ଅପେକ୍ଷା । ମାତ୍ର ବିଧିର ବିଧାନ କେ କରିବ ଆନ । ଚୁରମାର ହୋଇଗଲା ସବୁ ଆଶା ।…
Read More...

ନୟାଗଡ ଚିକିତ୍ସାଳୟର କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ

ନୟାଗଡ- ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ସେମାନଙ୍କ ଠାରେ…
Read More...

ପୁଣି ୧୪୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ମଙ୍ଗଳବାର ପୁଣି ନୂଆ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପଂହଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୨୯ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…
Read More...

ସମାଜସେବୀଙ୍କ ବିୟୋଗରେ ଶୋକ

ଢେଙ୍କାନାଳ,୮ ।୦୬(ନି.ପ୍ର.): ଢେଙ୍କାନାଳ ସହରର ବିଶିଷ୍ଟ ସମାଜସେବୀ, ବୟୋଜ୍ୟେଷ୍ଠ ରାଜନୀତିଜ୍ଞ, ମୀନାବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସାଧାରଣ ସଂପାଦକ, ଢେଙ୍କାନାଳ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ନନ୍ଦିନୀ ଶତପଥୀଙ୍କର ଅତ୍ୟନ୍ତ ଘନିଷ୍ଠ…
Read More...