ସଙ୍ଗରୋଧ କେନ୍ଦ୍ରରୁ ନାଗସାପ ଉଦ୍ଧାର
ଯାଜପୁର,୮ ।୦୬(ନି.ପ୍ର.): ରବିବାର ମଧ୍ୟାହ୍ନରେ ଦଶରଥପୁର ବ୍ଲକ୍ ତରପଦା ପଂଚାୟତ ଡେ଼ାଭାବିଲ ଗ୍ରାମ ସ୍ଥିତ ସଙ୍ଗରୋଧ କେନ୍ଦ୍ରରୁ ଏକ ନାଗ ସାପକୁ ସ୍ନେକ୍ ହେଲପ ଲାଇନ ସଦସ୍ୟଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା କିଛି ପ୍ରବାସୀ ନାଗସାପଟିକୁ ଗୃହ!-->…
Read More...
Read More...