Browsing Category

ରାଜ୍ୟ

ବିଞ୍ଝାରପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବିଞ୍ଝାରପୁର (ନି.ପ୍ର) ବିଞ୍ଝାରପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଆକ୍ରାନ୍ତ ଜଣଙ୍କ ଫତେପୁର ପଞ୍ଚାୟତ ମଲିଆ ଗ୍ରାମର ୫୫ ବର୍ଷିୟ ବ୍ୟକ୍ତି ବୋଲି ଜଣାପଡିଛି । ଆକ୍ରାନ୍ତ ଜଣଙ୍କ ଗତ ମାର୍ଚ୍ଚ ୧୨ରେ କଲିକତାରୁ ଗ୍ରାମକୁ ଫେରିଥିଲେ । ତେବେ ଗ୍ରାମରେ…
Read More...

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ଦୁଇ ସେନା କରୋନା ପଜିଟିଭ

ବାଲେଶ୍ୱର: ଚାନ୍ଦିପୁରରେ ଥିବା ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ କର୍ମଚାରୀ କରୋନା ପଜିଟିଭ ବୋଲି କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ଏଚ.ଏସ ପଣ୍ଡା ଏହି ସୂଚନା ଦେଇଛନ୍ତି  | ସ୍ୱାବ ନମୁନା ପରୀକ୍ଷା ପରେ କରୋନା ପଜିଟିଭ ବୋଲି ଜଣାପଡିଥିଲା | ପରେ ବାରାକପୁର ହସ୍ପିଟାଲରେ…
Read More...

ଚୋର ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

କଟକ: ରାଣୀହାଟର ଶଗଡ଼ିଆ ସାହିର ମନୋଜ କୁମାର ସାହୁଙ୍କ ଘରୁ ଚୋର ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ।  ରାତିରେ ପରିବାର ଲୋକେ ଶୋଇଥିବା ବେଳେ ବାହାରପଟୁ କବାଟ ବନ୍ଦ କରି ଲୁଟେରା ଏହି କାଣ୍ଡ କରିଛନ୍ତି । ମଙ୍ଗଳବାଗ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି…
Read More...

ବିମାନ ଦୁର୍ଘଟଣାଗ୍ରସ୍ତ : ଦୁଇ ମୃତ୍

ଢେଙ୍କାନାଳ : କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଦୁର୍ଘଟଣାରେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ ସଂଜୀଭ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅନିଶ ଫାତିମଙ୍କ ମୃତ୍ୟୁ ହୋଇଛି। । ମୁଖ୍ୟ ପ୍ରଶିକ୍ଷକଙ୍କ ଘର…
Read More...

ଆଉ ୧୩୮ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା୨୯୯୪

ଭୁବନେଶ୍ଵର :  ଆଉ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୯୯୪ । ଚିହ୍ନଟ ୧୩୮ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଜିଲ୍ଲାରୁ ୩୩,କଟକରୁ ୧୫,ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୧,କେନ୍ଦୁଝରରୁ ୧୦,ପୁରୀରୁ ୭, ଯାଜପୁରରୁ ୬,ମୟୂରଭଞ୍ଜରୁ ୬,ନୟାଗଡରୁ…
Read More...

କୂଅ ଭିତରକୁ ଯାଇ ୨ ଭାଇ ମୃତ

ଭଞ୍ଜନଗର, ୭.୬(ନି.ପ୍ର.): ଗଞ୍ଜାମ ଜିଲ୍ଳାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଗ୍ରାମରେ ଶନିବାର ଅପରାହ୍ନରେ କୂଅ ସଫା କରିବାକୁ ଭିତରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଭାଇ ଟୁକୁନା ପ୍ରଧାନ (ପ୍ରଦୀପ, ୩୬) ଓ କୈଳାସ ପ୍ରଧାନ (୪୮)ଙ୍କ ମୃତ ଘଟିଛି । ସେମାନଙ୍କ ସହ…
Read More...

ରାଜ୍ୟର କୃଷିଜାତ ଦ୍ରବ୍ୟକୁ ବିଶ୍ୱରେ ପରିଚିତ କର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୭.୬(ନି.ପ୍ର.): ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ଆଣିଥିବାରୁ ଏ କ୍ଷେତ୍ରରେ ଓଡ଼ିଶାରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ବର୍ତମାନର ଘଡ଼ିସନ୍ଧି ମୁହୂର୍ତରେ ବିଦେଶରେ ରହୁଥିବା ଓଡ଼ିଆମାନେ ନିଜ ବୌଦ୍ଧିକ କ୍ଷମତାର ଉପଯୋଗ କରି ଓଡ଼ିଶାର କୃଷି ଉତ୍ପାଦିତ…
Read More...

ବିପଦ ସଂକୁଳ ଅବସ୍ଥାରେ ପୂର୍ତ ବିଭାଗ ବ୍ରିଜ୍

ଯାଜପୁର ତା୦୭/୬ (ନି.ପ୍ର) : ପୂର୍ତ ବିଭାଗ ଅଧିନ ଯାଜପୁର ଟାଉନ - ସିଂହପୁର ରାଜ୍ୟ ସଡ଼କ ପଥ ଅନ୍ତର୍ଗତ ବାଲିପଦା ଛକରେ ଥିବା ପ୍ରମୁଖ ବି୍ରଜଟି ରକ୍ଷଣା ବେକ୍ଷଣ ଅଭାବରୁ ବିପଦସଂକୁଳ ଅବସ୍ଥାରେ ରହିଛି । ବ୍ରିଜର ୨ ପାଶ୍ୱର୍ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ତଥା ଗଭୀର ଗାତ ମାନ ସୃଷ୍ଟି…
Read More...

ତିନି ଦିନ ପରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୭.୬(ନି.ପ୍ର.): ଆସନ୍ତା ୮ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଫଳରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ୬ଟି ଜିଲ୍ଲାରେ ୮ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ…
Read More...

ଅମ୍ଫାନ ଉଜାଡ଼ିଲା ଦଳିତ ବିଧବାଙ୍କ ଘର, କଂଗ୍ରେସ ନେତାଙ୍କ ସାହାଯ୍ୟ

ବିଞ୍ଝାରପୁର,୭ ।୦୭(ନି.ପ୍ର.): ଆମ୍ଫାନ ବାତ୍ୟା ପ୍ରଭାବରେ ବିଞ୍ଝାରପୁର ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିଲା । ଜରୀ ପଂଚାୟତ ୮ ନଂ. ୱାର୍ଡର ଦଳିତ ବିଧବା ମହିଳା ରଙ୍ଗଲତା ମଲ୍ଲିକଙ୍କର ନୂଆଁଣିଆ ଆଜବେଷ୍ଟ ଘର ଉପରେ ବିରାଟ ଗଛ ଭାଙ୍ଗି ପଡିବାରୁ ତାଙ୍କର ଆଜବେଷ୍ଟଗୁଡିକ ଚୂରମାର ହୋଇ ଯାଇଥିଲା…
Read More...