Browsing Category

ରାଜ୍ୟ

ବୁଦା ମୁଳରୁ ନବଜାତ ଶିଶୁ ଉଦ୍ଧାର

କେନ୍ଦୁଝର: ଅସହାୟ ଅବସ୍ଥାରେ ବୁଦା ମୂଳରେ ପଡ଼ିଥିବା ସଦ୍ୟ ନବଜାତ ଶିଶୁ ଉଦ୍ଧାର । କିଏ ଶିଶୁକୁ ବୁଦା ନିକଟରେ ଫିଙ୍ଗି ଦେଇ ପଳାଇ ଯାଇ ଥଲା ସେ ନେଇ କୈାଣସି ସୁରାକ ମିଳିନି । ରାତି ସାରା ପିମ୍ପୁଡ଼ି କାମୁଡ଼ାରେ ଗୁରୁତର ଶିଶୁକୁ ଆଶା ଦିଦି କେନ୍ଦୁଝର ଜିଲ୍ଳା ମୂଖ୍ୟ ଚିକିତ୍ସାଳୟରେ ଭର୍ତି
Read More...

ଝଡବର୍ଷା ଆଶଙ୍କା :୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର- ବିହାର ଓ ଛତିଶଗଡ ଉପରେ ସୃଷ୍ଟ ଟ୍ରପଲାଇନ ପ୍ରଭାବରେ ଓଡିଶାର ବିଭିନ୍ନ ଇଲାକାରେ ଝଡବର୍ଷା ସମ୍ଭାବନା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର, ବାଲେଶ୍ୱର,
Read More...

କରୋନା ଯୋଦ୍ଧା ପଜିଟିଭ

ନୟାଗଡ- ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକ ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ । ଚିକିତ୍ସା ପାଇଁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ବୋଲି ନୟାଗଡ ସିଡିଏମଓ ସୁଧାଂଶୁ
Read More...

ଓଡିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର- ବାତ୍ୟା ଅମ୍ପାନ କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡିଶାରେ ପଂହଚିଲା ୫ ଜଣିଆ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଏହି ଟିମ ଓଡିଶା ଆସିଛି । ତିନି ଦିନ ଧରି ଏହି ଟିମ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବ । ଓଡିଶାରୁ ଫେରିବା ପରେ
Read More...

କୁକୁଡା ମାଂସ ଓ ଅଣ୍ଡା ନିରାପଦ

ଭୁବନେଶ୍ୱର- କୁକୁଡା ମାଂସ ଓ ଅଣ୍ଡା ନିରାପଦ ବୋଲି ପ୍ରାଣୀ ଚିକିତ୍ସା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି । ଏହା ଦ୍ଵାରା କରୋନା ବ୍ୟାପିବା ନେଇ କିଛି ବୈଜ୍ଞାନିକ ପ୍ରାମଣ ନାହିଁ । ତେଣୁ ଭୟଭୀତ ନ ହେବାକୁ ରାଜ୍ୟ ପଶୁପାଳନ ନିର୍ଦେଶାଳୟ କହିଛି । କୁକୁଡା ମାଂସ ଓ ଅଣ୍ଡାକୁ ଖାଇବା ପୂର୍ବରୁ
Read More...

ଲକଡାଉନ ପରେ ସ୍କୁଲ ଖୋଲିବା ପାଇଁ ଓଷ୍ଟାର ଦାବି

ଭୁବନେଶ୍ୱର- କରୋନା ଲକଡାଉନ ପ୍ରଭାବରେ ସବୁଠୁ ଅଧିକ କ୍ଷତି ହୋଇଛି ଶିକ୍ଷା ବିଭାଗ ।ତେଣୁ ଲକଡାଉନ ପରେ ତୁରନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କୁ ଦାବି କରିଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି । କରୋନା ମୁକାବିଲା ପାଇଁ ସ୍କୁଲ ଘର କ୍ୱାରେଂଟାଇନ ସେଂଟର କରାଯାଇଛି ।
Read More...

ପୁଣି ୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗୁରୁବାର ନୂଆ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫, ଗଞ୍ଜାମ ୨୨, ନୟାଗଡ ୭, ଅନୁଗୁଳ, ବାଲେଶ୍ୱର, ବରଗଡ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ,
Read More...

ମୁଖମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୨ କୋଟି କ୍ୱାରେଂଟାଇନ୍ ରାଶି ମଞ୍ଜୁର

ଭୁବନେଶ୍ୱର, ୩.୬(ନି.ପ୍ର.): ଏବେ ରାଜ୍ୟରେ ଥିବା କ୍ୱାରେଂଟାଇନ କେନ୍ଦ୍ର ସବୁରେ ସରକାରଙ୍କ ଗାଇଡଲାଇନ୍ ମାନି ଅନ୍ତେ୍ରବାସୀ ଭାବେ ରହିବା ଅବଧି ଶେଷ କରିଥିବା ବ୍ୟକ୍ତିମାନଙ୍କ ରାଶି ବାବଦକୁ ୬୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଛି । ପ୍ରତି
Read More...

ଲକଡାଉନ ଚାକିରି ହରାଇଲେ ୧୨.୨୦ କୋଟି

ନୂଆଦିଲ୍ଲୀ,୩ ।୦୬(ଏଜେନ୍ସି): ଦେଶରେ କରୋନା ମୁକାବିଲା ପାଇଁ ଜାରି ହୋଇଥିବା ୪ଟି ପର୍ଯ୍ୟାୟ ଲକ୍ଡାଉନ୍ରେ ୧୨.୨୦ କୋଟି ଲୋକ ଚାକିରି ହରାଇଥିବା କୁହାଯାଇଛି । ସେଂଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଏକ ରିପୋର୍ଟ ଅନୁଯାୟୀ, ମେ’ ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର
Read More...

ଇଲେକଟ୍ରେନିକ୍ସ ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି

ନୂଆଦିଲ୍ଲୀ-ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଓ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ୫୦ ହଜାର କୋଟି ଟଙ୍କାର ୩ ଟି ବଡ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଭାରତରେ ଉତ୍ପାଦିତ ଇଲେକଟ୍ରୋନିକ୍ସ ସାମଗ୍ରୀ ବିକ୍ରୀ ଉପରୁ ୪ରୁ ୬ ପ୍ରତିଶତ ଯାଏଁ ପ୍ରୋତ୍ସାହନ ଦିଆଯିବା ବ୍ୟବସ୍ଥା
Read More...