Browsing Category

ରାଜ୍ୟ

୧୦୧ ଜଣଙ୍କର ସ୍ୱାବ ପରୀକ୍ଷା

ବାଲିକୁଦା,୪ ।୦୬(ନି.ପ୍ର.): ବାଲିକୁଦା କଲେଜ ପରିସରରେ ଆଜି ମୋଟ ୧୦୧ ଜଣଙ୍କ ସ୍ୱାବ ଗ୍ରହଣ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ପୁଲିସ ଏସଆଇ ଓ ୩ ଜଣ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ଥିବା ଜଣାପଡିଛି । ସେହିପରି ଇଛାପୁର ଟିଏମସିରେ ରହୁଥିବା ୯ ଜଣ
Read More...

ଫିସ୍ ଛାଡ଼ ନହେଲେ ବିଦ୍ୟାର୍ଥୀଙ୍କୁ ଟଙ୍କା ଦିଆଯାଉ

ଭୁବନେଶ୍ୱର,୪ ।୦୬(ନି.ପ୍ର.): ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିଛି । ଦଳ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ସମୟରେ ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ଦାସଙ୍କ
Read More...

ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର,୪ ।୦୬(ନି.ପ୍ର.): ଦେଶରେ କରୋନା ଯୋଗୁ ଲକଡାଉନ ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୩୭.୫୦ ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୪୦ ଡଲାରକୁ ହ୍ରାସ ପାଇଥିବା
Read More...

ମାନବିକତା ଦେଖାଇଲେ ଯୁବକ :

ରାସ୍ତାରୁ ସୁନା ଟଙ୍କା ପାଇ ଫେରାଇଲେ ରାୟଗଡ,୪ ।୦୬(ନି.ପ୍ର.): ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅର୍ନ୍ତଗତ ଜେକେପୁର ନିକଟବର୍ତୀ ନାଗାବଳୀ ବ୍ରିଜ ରାସ୍ତା ଉପରେ ଗୋଟିଏ ପର୍ସ ପାଇଥିଲେ ଜଣେ ଯୁବକ । ପର୍ସଟିର ଚେନ ଖୋଲି ଦେଖିବା ବେଳକୁ ସେଥିରେ ୪ଟି ସୁନା ଖାସୁ, ୨ହଜାର ଟଙ୍କା ଓ ଗୋଟିଏ
Read More...

ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୬୫ ନୂଆ ଆକ୍ରାନ୍ତ ।ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୪୮୧ରେ ପହଂଚିଛିି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ୧୦ ଜଣ ଲେଖାଏଁ,ଗଞ୍ଜାମ ୧୪ ,ଭଦ୍ରକ ୮, କେନ୍ଦୁଝର ୭ ,ବଲାଙ୍ଗୀର ୬,ଖୋର୍ଦ୍ଧା ୩ ,ଏବଂ ବାଲେଶ୍ୱର ଓ ଯାଯପୁର
Read More...

ସଟଡାଉନରେ ଗଡିବ ବସ୍

ଭୁବନେଶ୍ୱର-ସଟଡାଉନରେ ଗଡିବ ବସ୍ ଓ ଟ୍ୟାକ୍ସି । କରୋନା ସଂକ୍ରମଣ କୁ ନେଇ ରାଜ୍ୟ ସରକାର ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ ଘୋଷଣା କରିଛନ୍ତି ।ପ୍ରତି ଶନିବାର ଓ ରବିବାର ସଟଡାଉନ ସତ୍ୱେ ଘରୋଇ ବସ ଓ ଟ୍ୟାକ୍ସି ବସଷ୍ଟାଣ୍ଡ,ରେଳଷ୍ଟେସନ,ଏୟାରପୋର୍ଟକୁ ଚଳାଚଳ କରିପାରିବ ।ଏନେଇ
Read More...

ଭୁବନେଶ୍ୱରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଏମ୍ସର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ, ଡୁମୁଡୁମା,କଳିଙ୍ଗ ନଗର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
Read More...

ଗିରଫ ହେଲେ ବାଲିଅନ୍ତା ତହସିଲଦାର

ଭୁବନେଶ୍ୱର- ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ । ତହସିଲଦାରଙ୍କ କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ । ଏକ ଜମିଜମା ମାମଲାରେ ଜନୈକ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ୨୦ ହଜାର
Read More...

ମହାଙ୍ଗା ପଡିଲା ଅପରାଜିତାଙ୍କ କୋଭିଡ ନିୟମ ଉଲ୍ଲଘଂନ

ଭୁବନେଶ୍ୱର- କୋଭିଡ-୧୯ ନିୟମ ଉଲ୍ଲଘଂନ କରି ଜୋରିମାନା ଦେଲେ ଭୁବନେଶ୍ୱର ସାସଂଦ ଅପରାଜିତା ଷଢଙ୍ଗୀ । ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନଙ୍କୁ ବୁଝାଶୁଝା କରିବା ପାଇଁ ଦଳର ଅନ୍ୟ ନେତୃବୃନ୍ଦଙ୍କ ସହ ସାଂସଦ ଅପରାଜିତା ତାଙ୍କ
Read More...

କଡା ସୁରକ୍ଷା ବଳୟ ମଧ୍ୟରେ ସ୍ନାନଯାତ୍ରା

ପୁରୀ-ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ସହରର ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ସ୍ନାନଯାତ୍ରା ପାଇଁ କେବଳ ସ୍ୱତନ୍ତ୍ର ପାସଧାରୀ ସେବାୟତଙ୍କୁ ମନ୍ଦିର ଭିତରକୁ ଛଡାଯିବ ।
Read More...