Browsing Category

ରାଜ୍ୟ

କୋହଳ ହେଲା ସଟଡାଉନ ନିୟମ

ଭୁବନେଶ୍ୱର- କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟର ୧୧ ଟି ଜିଲ୍ଲାରେ ପ୍ରତ୍ୟକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ଆଜି କଟକଣାକୁ କୋହଳ କରାଯାଇଛି । ସଟଡାଉନ ସମୟରେ କେଉଁ ସଂସ୍ଥା ଖୋଲା ଯିବ ଓ ବନ୍ଦ ରହିବ ଏବଂ କେଉଁ ବ୍ୟକ୍ତି ମାନେ ରାସ୍ତାରେ ଯାତାୟତ…
Read More...

ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ଓ ଶଙ୍କରାଚାର୍ଯ୍ୟ

ପୁରୀ- ଶ୍ରୀମନ୍ଦିର ପ୍ରଚଳିତ ପରମ୍ପରାରେ ଦେଖା ଦେଇଛି ବ୍ୟତିକ୍ରମ । ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଛେରାପହଁରା ପାଇଁ ଆସିଲେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଛନ୍ତି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ସ୍ନାନବେଦୀକୁ ଆସି ନାହାନ୍ତି…
Read More...

ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତି

ପୁରୀ- ନାହିଁ ଭକ୍ତଙ୍କ ଗହଳି । ବଡଦାଣ୍ଡ ଖାଁ ଖାଁ । ଶୁଭିଲାନି ହରିବୋଲ ହୁଳହୁଳି । ଏପରି ବ୍ୟତିକ୍ରମ ପରିବେଶ ମଧ୍ୟରେ ଶେଷ ହେଲା ଚତୁର୍ଦ୍ଧା ମୂର୍ତିଙ୍କ ପବିତ୍ର ସ୍ନାନ ଯାତ୍ରା । ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଂଟ ଅନୁଯାୟୀ ସେବାୟତ ମାନେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ଆଣି…
Read More...

ନୂଆ ୧୩୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ପୁଣି ଚିହ୍ନଟ ହେଲେ ଆଉ ୧୩୦ ନୂଆ ଆକ୍ରାନ୍ତ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପଂହଚଲା । ରାଜ୍ୟ ସୂଚନା ଓ ଲୋକସଂର୍ପକ ବିଭାଗ ଏହି ସୂଚନା ଦେଇଛି । ଚିହ୍ନଟ ନୂତନ ସଂକ୍ରମିତଙ୍କ ମଧ୍ୟରୁ କଟକର ୨୩, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ୨୨ ଲେଖାଏଁ, କୋରାପୁଟ…
Read More...

କଂଗ୍ରସରେ ଯୋଗ ଦେଲେ ପୂର୍ବତନ ବିଧାୟକ ବିପିନ ଦାଶ

ଭୁବନେଶ୍ୱର,୪ ।୬(ନି.ପ୍ର.): ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିପିନ୍ ଦାଶ କଂଗ୍ରେସରେ ଯୋଗ ଦେଇଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତିରେ ପୂର୍ବତନ ବିଧାୟକ ଶ୍ରୀ ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ…
Read More...

ଆନ୍ଧ୍ରରୁ ଫେରିଥିବା ପୋଲିସ ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ

ବାଲିକୁଦା,୪ ।୬(ନି.ପ୍ର.): ନାବାଳିକାକୁ ଉଦ୍ଧାର କରିାବକୁ ଆନ୍ଧ୍ର ପ୍ରଦେଶ ଯାଇଥିବା ବାଲିକୁଦା ଥାନାର ଏକ ଟିମ ଏବେ ଟିଏମସି (ଅସ୍ଥାୟି ସ୍ୱାସ୍ଥ୍ୟ କେନ୍ଦ୍ର)ରେ । ଉକ୍ତ ଟିମ ଗତ ୩୧ ତାରିଖରେ ଏହି ନାବାଳୀକାକୁ ଉଦ୍ଧାର କରିବା ପାଇଁ ବାଲିକୁଦାରୁ ବାହାରିଥିବା ବେଳେ ସେଠାରେ ଗତ ୧ ତାରିଖରେ…
Read More...

୧୦୧ ଜଣଙ୍କର ସ୍ୱାବ ପରୀକ୍ଷା

ବାଲିକୁଦା,୪ ।୦୬(ନି.ପ୍ର.): ବାଲିକୁଦା କଲେଜ ପରିସରରେ ଆଜି ମୋଟ ୧୦୧ ଜଣଙ୍କ ସ୍ୱାବ ଗ୍ରହଣ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ପୁଲିସ ଏସଆଇ ଓ ୩ ଜଣ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ଥିବା ଜଣାପଡିଛି । ସେହିପରି ଇଛାପୁର ଟିଏମସିରେ ରହୁଥିବା ୯ ଜଣ…
Read More...

ଫିସ୍ ଛାଡ଼ ନହେଲେ ବିଦ୍ୟାର୍ଥୀଙ୍କୁ ଟଙ୍କା ଦିଆଯାଉ

ଭୁବନେଶ୍ୱର,୪ ।୦୬(ନି.ପ୍ର.): ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିଛି । ଦଳ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ସମୟରେ ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ଦାସଙ୍କ…
Read More...

ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର,୪ ।୦୬(ନି.ପ୍ର.): ଦେଶରେ କରୋନା ଯୋଗୁ ଲକଡାଉନ ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୩୭.୫୦ ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୪୦ ଡଲାରକୁ ହ୍ରାସ ପାଇଥିବା…
Read More...

ମାନବିକତା ଦେଖାଇଲେ ଯୁବକ :

ରାସ୍ତାରୁ ସୁନା ଟଙ୍କା ପାଇ ଫେରାଇଲେ ରାୟଗଡ,୪ ।୦୬(ନି.ପ୍ର.): ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅର୍ନ୍ତଗତ ଜେକେପୁର ନିକଟବର୍ତୀ ନାଗାବଳୀ ବ୍ରିଜ ରାସ୍ତା ଉପରେ ଗୋଟିଏ ପର୍ସ ପାଇଥିଲେ ଜଣେ ଯୁବକ । ପର୍ସଟିର ଚେନ ଖୋଲି ଦେଖିବା ବେଳକୁ ସେଥିରେ ୪ଟି ସୁନା ଖାସୁ, ୨ହଜାର ଟଙ୍କା ଓ ଗୋଟିଏ…
Read More...