Browsing Category

ରାଜ୍ୟ

ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୬୫ ନୂଆ ଆକ୍ରାନ୍ତ ।ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୪୮୧ରେ ପହଂଚିଛିି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ୧୦ ଜଣ ଲେଖାଏଁ,ଗଞ୍ଜାମ ୧୪ ,ଭଦ୍ରକ ୮, କେନ୍ଦୁଝର ୭ ,ବଲାଙ୍ଗୀର ୬,ଖୋର୍ଦ୍ଧା ୩ ,ଏବଂ ବାଲେଶ୍ୱର ଓ ଯାଯପୁର…
Read More...

ସଟଡାଉନରେ ଗଡିବ ବସ୍

ଭୁବନେଶ୍ୱର-ସଟଡାଉନରେ ଗଡିବ ବସ୍ ଓ ଟ୍ୟାକ୍ସି । କରୋନା ସଂକ୍ରମଣ କୁ ନେଇ ରାଜ୍ୟ ସରକାର ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ ଘୋଷଣା କରିଛନ୍ତି ।ପ୍ରତି ଶନିବାର ଓ ରବିବାର ସଟଡାଉନ ସତ୍ୱେ ଘରୋଇ ବସ ଓ ଟ୍ୟାକ୍ସି ବସଷ୍ଟାଣ୍ଡ,ରେଳଷ୍ଟେସନ,ଏୟାରପୋର୍ଟକୁ ଚଳାଚଳ କରିପାରିବ ।ଏନେଇ…
Read More...

ଭୁବନେଶ୍ୱରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଏମ୍ସର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ, ଡୁମୁଡୁମା,କଳିଙ୍ଗ ନଗର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
Read More...

ଗିରଫ ହେଲେ ବାଲିଅନ୍ତା ତହସିଲଦାର

ଭୁବନେଶ୍ୱର- ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ । ତହସିଲଦାରଙ୍କ କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ । ଏକ ଜମିଜମା ମାମଲାରେ ଜନୈକ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ୨୦ ହଜାର…
Read More...

ମହାଙ୍ଗା ପଡିଲା ଅପରାଜିତାଙ୍କ କୋଭିଡ ନିୟମ ଉଲ୍ଲଘଂନ

ଭୁବନେଶ୍ୱର- କୋଭିଡ-୧୯ ନିୟମ ଉଲ୍ଲଘଂନ କରି ଜୋରିମାନା ଦେଲେ ଭୁବନେଶ୍ୱର ସାସଂଦ ଅପରାଜିତା ଷଢଙ୍ଗୀ । ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନଙ୍କୁ ବୁଝାଶୁଝା କରିବା ପାଇଁ ଦଳର ଅନ୍ୟ ନେତୃବୃନ୍ଦଙ୍କ ସହ ସାଂସଦ ଅପରାଜିତା ତାଙ୍କ…
Read More...

କଡା ସୁରକ୍ଷା ବଳୟ ମଧ୍ୟରେ ସ୍ନାନଯାତ୍ରା

ପୁରୀ-ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ସହରର ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ସ୍ନାନଯାତ୍ରା ପାଇଁ କେବଳ ସ୍ୱତନ୍ତ୍ର ପାସଧାରୀ ସେବାୟତଙ୍କୁ ମନ୍ଦିର ଭିତରକୁ ଛଡାଯିବ ।…
Read More...

ପରୀକ୍ଷାକୁ ବିରୋଧକରି ରମାଦେବୀରେ ଛାତ୍ରୀ ଅଶାନ୍ତ

ଭୁବନେଶ୍ୱର- କରୋନା ଲକଡାଉନ ସମୟରେ ପରୀକ୍ଷାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲାପକାଇଛନ୍ତି ରାମଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ । ୟୁଜି ଏବଂ ପିଜି ପରୀକ୍ଷା ନୋଟିସ ବାହାରିବା ପରେ ଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି । ପରୀକ୍ଷା ଘୁଂଚାଇବା ସହ ଅନଲାଇନରେ…
Read More...

ସ୍କୁଲ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର- ସ୍କୁଲ ଛାତ୍ରଛାତୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ । କରୋନା ଲକଡାଉନ ଯୋଗୁଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବନ୍ଦ ଥିଲା ।ତଥାପି ଏହି ସମୟରେ ସମସ୍ତ ଛାତ୍ରଛାତୀଙ୍କୁ ମଧ୍ୟାହ୍ନଭୋଜନ ଖର୍ଚ୍ଚ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ମାର୍ଚ୍ଚ…
Read More...

ବୁଦା ମୁଳରୁ ନବଜାତ ଶିଶୁ ଉଦ୍ଧାର

କେନ୍ଦୁଝର: ଅସହାୟ ଅବସ୍ଥାରେ ବୁଦା ମୂଳରେ ପଡ଼ିଥିବା ସଦ୍ୟ ନବଜାତ ଶିଶୁ ଉଦ୍ଧାର । କିଏ ଶିଶୁକୁ ବୁଦା ନିକଟରେ ଫିଙ୍ଗି ଦେଇ ପଳାଇ ଯାଇ ଥଲା ସେ ନେଇ କୈାଣସି ସୁରାକ ମିଳିନି । ରାତି ସାରା ପିମ୍ପୁଡ଼ି କାମୁଡ଼ାରେ ଗୁରୁତର ଶିଶୁକୁ ଆଶା ଦିଦି କେନ୍ଦୁଝର ଜିଲ୍ଳା ମୂଖ୍ୟ ଚିକିତ୍ସାଳୟରେ ଭର୍ତି…
Read More...

ଝଡବର୍ଷା ଆଶଙ୍କା :୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର- ବିହାର ଓ ଛତିଶଗଡ ଉପରେ ସୃଷ୍ଟ ଟ୍ରପଲାଇନ ପ୍ରଭାବରେ ଓଡିଶାର ବିଭିନ୍ନ ଇଲାକାରେ ଝଡବର୍ଷା ସମ୍ଭାବନା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର, ବାଲେଶ୍ୱର,…
Read More...