କଡା ସୁରକ୍ଷା ବଳୟ ମଧ୍ୟରେ ସ୍ନାନଯାତ୍ରା
ପୁରୀ-ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ସହରର ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ସ୍ନାନଯାତ୍ରା ପାଇଁ କେବଳ ସ୍ୱତନ୍ତ୍ର ପାସଧାରୀ ସେବାୟତଙ୍କୁ ମନ୍ଦିର ଭିତରକୁ ଛଡାଯିବ ।!-->…
Read More...
Read More...