କାଲିଠାରୁ ଅନଲାଇନରେ ହେବ ଯୁକ୍ତ୨ ଖାତା ଦେଖା
ଭୁବନେଶ୍ୱର- ଅସନ୍ତା କାଲିଠାରୁ ଅନଲାଇନରେ ହେବ ଯୁକ୍ତ ୨ ଖାତା ଦେଖା । ଏଥିପାଇଁ ୩୬ ଟି ମୂଲ୍ୟାୟନ କେନ୍ଦ୍ର ରହିବା ସହ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମ ସିଫ୍ଟସକାଳ ୭ ରୁ ମଧ୍ୟାହ୍ନ ସାଢେ ୧୨ ଓ ଦିନ ୧.୩୦ରୁ ସନ୍ଧ୍ୟା ୬,୩୦ ପର୍ଯ୍ୟନ୍ତ ଦ୍ୱିତୀୟ!-->…
Read More...
Read More...